ଅନୁଗୁଳରେ ଚାଞ୍ଚଲ୍ୟ! ବିନାୟକ ଯୁକ୍ତ ଦୁଇ କଲେଜ ହଷ୍ଟେଲରେ ଛାତ୍ରୀଙ୍କ ତଣ୍ଟି କାଟିଲା ସହପାଠୀ

ଅନୁଗୁଳ: ଛାତ୍ରୀଙ୍କ ତଣ୍ଟି କାଟିଦେଲା ସହପାଠୀ। ଶୁକ୍ରବାର ବିଳମ୍ବିତ ରାତିରେ ସ୍ଥାନୀୟ ଛେଳିଆପଡ଼ାରେ ଥିବା ବିନାୟକ ଯୁକ୍ତ ଦୁଇ ଘରୋଇ କଲେଜ ହଷ୍ଟେଲରେ ଜଣେ ଛାତ୍ର ତାଙ୍କ ଶ୍ରେଣୀର ଛାତ୍ରୀଙ୍କ ତଣ୍ଟି କାଟିଦେଇଛନ୍ତି। ଏହି ଘଟଣା ସ୍ଥାନୀୟଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।…

Continue Readingଅନୁଗୁଳରେ ଚାଞ୍ଚଲ୍ୟ! ବିନାୟକ ଯୁକ୍ତ ଦୁଇ କଲେଜ ହଷ୍ଟେଲରେ ଛାତ୍ରୀଙ୍କ ତଣ୍ଟି କାଟିଲା ସହପାଠୀ

ଦାଉ ସାଧିଲା କାଳବୈଶାଖୀ! ଭାଙ୍ଗି ଗଲି ପଡ଼ିଲା ଲକ୍ଷ୍ମୀ ପୂଜା ତୋରଣ

ତାଳଚେର : କାଳ ବୈଶାଖୀ ପ୍ରଭାବରେ ତାଳଚେର ବ୍ଲକ କଳମଛୁଇଁ ଗ୍ରାମରେ ଚାଲିଥିବା ଗଜଲକ୍ଷ୍ମୀ ପୂଜାରେ ବଡ଼ ଅଘଟଣ ଘଟିଛି। ପ୍ରବଳ ବର୍ଷା ପବନ ଯୋଗୁ ଏଠାରେ ଲକ୍ଷ୍ମୀ ପୂଜା ତୋରଣ ଭାଙ୍ଗି ପଡ଼ିଛି। ଆଜି ଅପରାହ୍ନ ଦୁଇଟା ବେଳେ ହଠାତ୍…

Continue Readingଦାଉ ସାଧିଲା କାଳବୈଶାଖୀ! ଭାଙ୍ଗି ଗଲି ପଡ଼ିଲା ଲକ୍ଷ୍ମୀ ପୂଜା ତୋରଣ

ଫାଇଭ ଟି ଏବଂ ନବୀନ ଓଡ଼ିଶାର ଅଧ୍ୟକ୍ଷଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ ବସୁଧାର ଉପଦେଷ୍ଟା

ଭୁବନେଶ୍ୱର: ଫାଇଭ ଟି ଏବଂ ନବୀନ ଓଡ଼ିଶାର ନବ ନିଯୁକ୍ତ ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କୁ ଭେଟି ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ଓଡ଼ିଶା ସରକାରଙ୍କ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ (ବସୁଧା)ର ଉପଦେଷ୍ଟା ଦିନେଶ ପ୍ରଧାନ ଓ…

Continue Readingଫାଇଭ ଟି ଏବଂ ନବୀନ ଓଡ଼ିଶାର ଅଧ୍ୟକ୍ଷଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ ବସୁଧାର ଉପଦେଷ୍ଟା

ସର୍ଟ ସର୍କିଟରୁ ଘରୋଇ ବ୍ଯାଙ୍କରେ ଅଗ୍ନିକାଣ୍ଡ: ଜଳିଗଲା କମ୍ପ୍ୟୁଟର ସମେତ ଜରୁରୀ କାଗଜପତ୍ର

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଏନଟିପିସି ବଜାରରେ ଥିବା ଆକ୍ସିସ ବ୍ୟାଙ୍କରେ ଗୁରୁବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଛି। ପ୍ରାୟ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଥିବା ଜଣାଯାଇଛି। ସୂଚନା ଅନୁସାରେ, ଗୁରୁବାର ରାତି…

Continue Readingସର୍ଟ ସର୍କିଟରୁ ଘରୋଇ ବ୍ଯାଙ୍କରେ ଅଗ୍ନିକାଣ୍ଡ: ଜଳିଗଲା କମ୍ପ୍ୟୁଟର ସମେତ ଜରୁରୀ କାଗଜପତ୍ର

ବନପାଳଙ୍କୁ ସରପଞ୍ଚଙ୍କ ମରଣାନ୍ତକ ଆକ୍ରମଣ, କାରଣ ଅସ୍ପଷ୍ଟ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ରେଞ୍ଜ୍ ନୂଆଖେତା ସେକ୍ସନରେ କାର୍ଯ୍ୟ କରୁଥିବା ଜଣେ ବନପାଳଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ସୂଚନା ମୁତାବକ, ନୂଆଖେତା ସେକ୍ସନର ପ୍ରଦୀପ କୁମାର ପ୍ରଧାନ ଗତକାଲି ରାତି ସାଢେ ୧୨ ଟା…

Continue Readingବନପାଳଙ୍କୁ ସରପଞ୍ଚଙ୍କ ମରଣାନ୍ତକ ଆକ୍ରମଣ, କାରଣ ଅସ୍ପଷ୍ଟ

ଏତେ ବେପରୁଆ ଡ୍ରାଇଭର! ବିନା ଟାୟାରରେ ୧୨ କିମି ଡ୍ରାଇଭିଂ କରି ପଥଚାରୀଙ୍କୁ ପିଟିଲା କାର

ପାଳଲହଡ଼ା: ବିନା ଟାୟାରରେ ଏକ କାର ୧୨ କିମି ଚାଲି ଦୁଇ ଦୁଇଟି ଦୁର୍ଘଟଣା ଘଟାଇଛି। ଆଜି ପାଳଲହଡ଼ା ଅଞ୍ଚଳରେ ଏଭଳି ଘଟଣା ସାମ୍ନାକୁ ଆସିଛି। ସୂଚନା ଅନୁସାରେ, ବାରକୋଟରୁ ପାଳଲହଡ଼ା ଅଭିମୁଖେ ଆସୁଥିବା ଏକ ଡିଜାୟାର କାର (OD14Z8844) ର…

Continue Readingଏତେ ବେପରୁଆ ଡ୍ରାଇଭର! ବିନା ଟାୟାରରେ ୧୨ କିମି ଡ୍ରାଇଭିଂ କରି ପଥଚାରୀଙ୍କୁ ପିଟିଲା କାର

କଟକ- ସମ୍ବଲପୁର- ଅନୁଗୁଳ ଦେଇ ଯାଇଥିବା ରାଜପଥ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ଜାତୀୟ ରାଜପଥ ପ୍ରାଧିକରଣର ଅଧିକାରୀ

ଅନୁଗୁଳ: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଆଜି କଟକ- ସମ୍ବଲପୁର- ଅନୁଗୁଳ ଦେଇ ଯାଇଥିବା ରାଜପଥ ନିର୍ମାଣ କାର୍ଯ୍ୟର ସମୀକ୍ଷା କରାଯାଇଛି। ଭାରତୀୟ ଜାତୀୟ ରାଜପଥ ପ୍ରାଧ୍ୟାକାରୀ ତଥା ଜାତୀୟ ରାଜପଥ ପ୍ରକଳ୍ପର ବୈଷୟିକ ସଦସ୍ୟ ଭି. କେ. ରଜାବୃତ,…

Continue Readingକଟକ- ସମ୍ବଲପୁର- ଅନୁଗୁଳ ଦେଇ ଯାଇଥିବା ରାଜପଥ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ଜାତୀୟ ରାଜପଥ ପ୍ରାଧିକରଣର ଅଧିକାରୀ

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ: ସହର ବୁଲି ସଚେତନ କଲା ସଚେତନତା ରଥ

ଅନୁଗୁଳ: ଅକ୍ଟୋବର ୩୦ ରୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ପାଳିତ ହେଉଛି ଦୁର୍ନୀତି ନିବାରଣ ସଚେତନତା ସପ୍ତାହ। ଏ ଅବସରରେ ଆଜି ସକାଳେ ଛାତ୍ରଛାତ୍ରୀଙ୍କୁ ନେଇ ଏକ ରାଲି ଓ ସଚେତନତା ରଥକୁ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ପତାକା…

Continue Readingଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ: ସହର ବୁଲି ସଚେତନ କଲା ସଚେତନତା ରଥ

ନାଲକୋରେ ଭିଜିଲାନ୍ସ ସଚେତନତା ସପ୍ତାହ ପାଳିତ, ଦୁର୍ନୀତିକୁ ବିରୋଧ କରିବାକୁ ଶପଥ ନେଲେ କର୍ମଚାରୀ

ଅନୁଗୁଳ: ସ୍ଥାନୀୟ ନ୍ୟାସନାଲ ଆଲୁମିନିୟମ କମ୍ପାନୀ (ନାଲକୋ) ଠାରେ ଭିଜିଲାନ୍ସ ସଚେତନତା ସପ୍ତାହ ୨୦୨୩ ଉଦଘାଟିତ୍ ହୋଇଛି। ଏହି କାର୍ଯ୍ୟକ୍ରମରେ ସମସ୍ତ ଅପରେଟିଂ ୟୁନିଟର କର୍ମଚାରୀ ଅଂଶଗ୍ରହଣ କରିଥିଲେ। ଚଳିତବର୍ଷ ଭିଜିଲାନ୍ସ ସଚେତନତା ସପ୍ତାହର ଥିମ ରହିଛି “ଦୁର୍ନୀତିକୁ ନା' କୁହ;…

Continue Readingନାଲକୋରେ ଭିଜିଲାନ୍ସ ସଚେତନତା ସପ୍ତାହ ପାଳିତ, ଦୁର୍ନୀତିକୁ ବିରୋଧ କରିବାକୁ ଶପଥ ନେଲେ କର୍ମଚାରୀ

ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ: ୧୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ବାଣ ଜବତ, ଜଣେ ଅଟକ

ତାଳଚେର: ବେଆଇନ ଭାବେ ଗଚ୍ଛିତ ଥିବା ବାଣ ଗୋଦାମ ଉପରେ ଆଜି ତାଳଚେର ପୋଲିସ ଅତର୍କିତ ଚଢ଼ାଉ କରି ୧୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ବାଣ ଜବତ କରିଛି। ଏଥିସହ ରାଜେନ୍ଦ୍ର ବାଇଙ୍କୁ ଅଟକ ରଖିଥିବା ଜଣାଯାଇଛି। ସୂଚନା ମୁତାବକ, ସ୍ଥାନୀୟ…

Continue Readingବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ: ୧୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ବାଣ ଜବତ, ଜଣେ ଅଟକ