ପିଅନ ଠାରୁ ଲାଞ୍ଚ ନେବା ଅଭିଯୋଗ: ପୂର୍ବତନ ଡିଆରଡିଏର ଆଡିସନାଲ ପିଡିଙ୍କୁ ୨ ବର୍ଷ କାରାଦଣ୍ଡାଦେଶ
ଅନୁଗୁଳ: ପିଅନ ଭାବେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀଙ୍କ ମେଡିକାଲ ଆଲାଉନ୍ସ ଏବଂ ହାଉସ ରେଣ୍ଟ ଆଲାଉନ୍ସ କରିଦେବା ପାଇଁ ମାସିକ ୨ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ୨୦୧୧ ମସିହାରେ ଗିରଫ ହୋଇଥିବା ଅନୁଗୁଳ ଜିଲ୍ଲା ସପ୍ଲାଏ ଏବଂ…





