ଗଡ଼ିଲା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ : ପୁରୀରୁ ତାଳଚେର ଯାଏଁ କରାଗଲା ଟ୍ରାଏଲ ରନ୍

ପୁରୀ/ଅନୁଗୁଳ: ଦ୍ଵିତୀୟ ଥର ପାଇଁ ଓଡ଼ିଶାରୁ ଗଡ଼ିଛି ବନ୍ଦେ ଭାରତ ଏକ୍ସପ୍ରେସ୍। ପୁରୀରୁ ତାଳଚେର ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍ କରାଯାଇଛି। ଟ୍ରାଏଲ ରନ୍ ବେଳେ ଏହି ଟ୍ରେନ୍ ଖୋର୍ଦ୍ଧା, ଭୁବନେଶ୍ୱର, କଟକ ଓ ଢେଙ୍କାନାଳ ଷ୍ଟେସନରେ ମାତ୍ର…

Continue Readingଗଡ଼ିଲା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ : ପୁରୀରୁ ତାଳଚେର ଯାଏଁ କରାଗଲା ଟ୍ରାଏଲ ରନ୍

ଅସହାୟ ସହାୟତା କମିଟିର ସାଧାରଣ ସଭା, ୩ ଜଣ ଚାଷୀଙ୍କୁ କରାଯିବ ସମ୍ମାନିତ

ଅନୁଗୁଳ : ଆଜି ବଇଣ୍ଡା କଲ୍ଯାଣ ମଣ୍ଡପରେ ସଭାପତି କ୍ଷୀରେନ୍ଦ୍ର ମୋହନ ଦେହୁରୀଙ୍କ ଅଧ୍ଯକ୍ଷତାରେ ଅସହାୟ ସହାୟତା କମିଟିର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଛି। ଆଗକୁ ଆସୁଥିବା ନୂଆଖାଇ ପର୍ବ ପାଳନ ପାଇଁ ଏଥିରେ ଆଲୋଚନା ହୋଇଥିଲା। ଏହା କୃଷିଭିତ୍ତିକ…

Continue Readingଅସହାୟ ସହାୟତା କମିଟିର ସାଧାରଣ ସଭା, ୩ ଜଣ ଚାଷୀଙ୍କୁ କରାଯିବ ସମ୍ମାନିତ

ପରାବିଲ ଓ ବିରୁ ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର, ଉଦଘାଟନ କଲେ ବିଧାୟକ

ଅନୁଗୁଳ: ସ୍ଥାନୀୟ କଣିହାଁ ବ୍ଲକ ଅନ୍ତର୍ଗତ ପରାବିଲ ଓ ବିରୁ ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ପାଳଲହଡା ଯୁବ ବିଧାୟକ ମୁକେଶ କୁମାର ପାଳ ଯୋଗ ଦେଇ ପ୍ରଥମେ…

Continue Readingପରାବିଲ ଓ ବିରୁ ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର, ଉଦଘାଟନ କଲେ ବିଧାୟକ

ବିପୁଳ ପରିମାଣର ଦେଶୀ ମହୁଲି ମଦ ଏବଂ ବାଇକ ଜବତ, ୫ ଅଭିଯୁକ୍ତ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଥାନା ଅଞ୍ଚଳରେ ବିପୁଳ ଦେଶୀ ମହୁଲି ମଦ କାରବାର ଅଭିଯୋଗ ପାଇ ଆଜି ବଇଣ୍ଡା ଏବଂ ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଛି। ଠାକୁରଗଡ଼ ଥାନା ଅଞ୍ଚଳରେ ଚଢ଼ଉ ବେଳେ ସଦାନନ୍ଦପୁରର…

Continue Readingବିପୁଳ ପରିମାଣର ଦେଶୀ ମହୁଲି ମଦ ଏବଂ ବାଇକ ଜବତ, ୫ ଅଭିଯୁକ୍ତ ଗିରଫ

ଅନୁଗୁଳ ପୋଲିସ ଟ୍ରେନିଂ କଲେଜର ୮୬ ବର୍ଷ ପୂର୍ତ୍ତି, ରକ୍ତ ଦାନ ଶିବିର ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୋଲିସ ଟ୍ରେନିଂ କଲେଜ ଠାରେ ଆଜି ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ସୂଚନା ମୁତାବକ, ଆଜି ଅନୁଗୁଳ ପୋଲିସ ଟ୍ରେନିଂ କଲେଜର ୮୬ ବର୍ଷ ପୂର୍ତ୍ତି ଅବସରରେ ଏହି ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।…

Continue Readingଅନୁଗୁଳ ପୋଲିସ ଟ୍ରେନିଂ କଲେଜର ୮୬ ବର୍ଷ ପୂର୍ତ୍ତି, ରକ୍ତ ଦାନ ଶିବିର ଆୟୋଜିତ

ମିଶନ ଇନ୍ଦ୍ରଧନୁଷ୍ ଓ କ୍ବାଲିଟି ଆକ୍ୟୁରାନ୍ସ ବୈଠକ ଆୟୋଜିତ: ୪,୩୨୬ ଜଣ ହିତାଧିକାରୀଙ୍କୁ ଟୀକା ପ୍ରଦାନ ପାଇଁ ଲକ୍ଷ୍ୟ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସ୍ବାସ୍ଥ୍ୟ ସମିତି ଆନୁକୂଲ୍ୟରେ ମିଶନ ଇନ୍ଦ୍ରଧନୁଷ୍ ୫.୦ (ଟୀକାକରଣ)ର ଦ୍ବିତୀୟ ଜିଲ୍ଲାସ୍ତରୀୟ ବୈଠକ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା. ତ୍ରିଲୋଚନ…

Continue Readingମିଶନ ଇନ୍ଦ୍ରଧନୁଷ୍ ଓ କ୍ବାଲିଟି ଆକ୍ୟୁରାନ୍ସ ବୈଠକ ଆୟୋଜିତ: ୪,୩୨୬ ଜଣ ହିତାଧିକାରୀଙ୍କୁ ଟୀକା ପ୍ରଦାନ ପାଇଁ ଲକ୍ଷ୍ୟ

ଅନ୍ତର୍ଜାତୀୟ ନୀଳ ଆକାଶ ନିମନ୍ତେ ସ୍ବଚ୍ଛ ବାୟୁ ଦିବସ ୨୦୨୩ ପାଳିତ, ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱାରୋପ

ଅନୁଗୁଳ: ସ୍ଥାନୀୟ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ “ଅନ୍ତର୍ଜାତୀୟ ନୀଳ ଆକାଶ ନିମନ୍ତେ ସ୍ବଚ୍ଛ ବାୟୁ ଦିବସ ୨୦୨୩" ଗୁରୁବାର ପାଳିତ ହୋଇଛି। ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ତଥା ଜିଲ୍ଲା ମିଶନ ନିର୍ଦ୍ଦେଶକ…

Continue Readingଅନ୍ତର୍ଜାତୀୟ ନୀଳ ଆକାଶ ନିମନ୍ତେ ସ୍ବଚ୍ଛ ବାୟୁ ଦିବସ ୨୦୨୩ ପାଳିତ, ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱାରୋପ

ଦୁର୍ଘଟଣାରେ ଛାତ୍ରୀଙ୍କ ମୃତ୍ୟୁ ପରେ ପ୍ରତିବାଦ: ଜାତୀୟ ରାଜପଥ ଅବରୋଧ କଲେ ଛାତ୍ରଛାତ୍ରୀ

ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଛକରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଜାତୀୟ ରାଜପଥର ଦୂରବସ୍ଥା ପାଇଁ ଗତ କାଲି ହୋଇଥିବା ଦୁର୍ଘଟଣାରେ ଛାତ୍ରୀଙ୍କ ମୃତ୍ୟୁ ପ୍ରତିବାଦରେ ଏହି ଅବରୋଧ କରାଯାଇଥିଲା। ତେବେ ସ୍ଥାନୀୟ ପ୍ରଶାସନ…

Continue Readingଦୁର୍ଘଟଣାରେ ଛାତ୍ରୀଙ୍କ ମୃତ୍ୟୁ ପରେ ପ୍ରତିବାଦ: ଜାତୀୟ ରାଜପଥ ଅବରୋଧ କଲେ ଛାତ୍ରଛାତ୍ରୀ

ସାତକୋଶିଆରେ ଦୁଇ ହାତୀ ମୃତ୍ୟୁ ଘଟଣା: ୨ ଶିକାରୀ ଗିରଫ

ଅନୁଗୁଳ: ଅନୁଗୁଳ ବ୍ଲକ ସାତକୋଶିଆ ଅଭୟାରଣ୍ୟରେ ବିଦ୍ୟୁତ୍ ଆଘାତରେ ଦୁଇଟି ହାତୀଙ୍କ ମୃତ୍ୟୁ ଘଟଣାରେ ସଂପୃକ୍ତ ଦୁଇ ଜଣ ଶିକାରୀଙ୍କୁ ଗୁରୁବାର ବନ ବିଭାଗ ଗିରଫ କରିଛି। ଶିକାରୀମାନେ ବନ୍ୟପ୍ରାଣୀ ଶିକାର କରିବାକୁ ବିଦ୍ୟୁତ୍ ତାର ବିଛାଇଥିବାବେଳେ ଏଭଳି ଅଘଟଣ ହୋଇଥିବା…

Continue Readingସାତକୋଶିଆରେ ଦୁଇ ହାତୀ ମୃତ୍ୟୁ ଘଟଣା: ୨ ଶିକାରୀ ଗିରଫ

୧୦ ଫୁଟିଆ ଅଜଗର ଉଦ୍ଧାର, ଜଙ୍ଗଲରେ ଛାଡ଼ିଲେ ଗାଁ ଲୋକ

ଅନୁଗୁଳ: ଗୋତମର ଗାଁ ନିକଟସ୍ଥ ନାଲକୋ ଟ୍ରେନ ଲାଇନ ପାଖରୁ ବୁଧବାର ଏକ ୧୦ ଫୁଟ ଲମ୍ବା ଅଜଗର ସାପ ଉଦ୍ଧାର ହୋଇଛି। ଗାଁର ସନ୍ତୋଷ, ଲିପୁନ୍ ଓ ଗ୍ରାମବାସୀ ମିଶି ସାପକୁ ଉଦ୍ଧାର କରିଥିଲେ। ସୂଚନା ଅନୁସାରେ, ସାପଟି ଜଣେ…

Continue Reading୧୦ ଫୁଟିଆ ଅଜଗର ଉଦ୍ଧାର, ଜଙ୍ଗଲରେ ଛାଡ଼ିଲେ ଗାଁ ଲୋକ