୧୧ଶ ଜିଲ୍ଲାସ୍ତରୀୟ ଶାରଳା ମହାଭାରତ ପ୍ରତିଯୋଗିତା ଆୟୋଜିତ, ବିଜୟୀ ହେଲା ସାନଯୋରଡ଼ା
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳଠାରେ ଅଗ୍ନିରୂପା ପୁରାଣ ମହାମଞ୍ଚ ଓ ସାକୋସିଂହା ବୋଲବମ୍ କମିଟି ମିଳିତ ଆନୁକୂଲ୍ୟରେ ୧୧ଶ ଜିଲ୍ଲାସ୍ତରୀୟ ଶାରଳା ମହାଭାରତ ପ୍ରତିଯୋଗିତା ଆୟୋଜିତ ହୋଇଛି। ସ୍ଥାନୀୟ ଶାକସିଂହା କାଶୀ ବିଶ୍ଵନାଥ ମନ୍ଦିର ପ୍ରାଙ୍ଗଣରେ ୧୬ ଖଣ୍ଡ ମୌଜାକୁ ନେଇ…





