ଖରା ପାଇଁ ଆଗୁଆ ଖରା ଛୁଟି : ଆସନ୍ତାକାଲିଠାରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲରେ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା

ଭୁବନେଶ୍ବର: ଆସନ୍ତାକାଲିଠାରୁ ଓଡ଼ିଶାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲର ଗ୍ରୀଷ୍ମକାଳୀନ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ପ୍ରଥମରୁ ଯୁକ୍ତ୨ ପର୍ଯ୍ୟନ୍ତ ଏହି ଛୁଟି ଦିଆଯାଇଛି। ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ଘରୋଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟ,…

Continue Readingଖରା ପାଇଁ ଆଗୁଆ ଖରା ଛୁଟି : ଆସନ୍ତାକାଲିଠାରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲରେ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା

ବ୍ଲାକମେଲ କରି ବିବାହିତା ମହିଳାଙ୍କୁ ଦୁଷ୍କର୍ମ, ଜଣେ ଗିରଫ

ଅନୁଗୁଳ: ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଯୁବକ। ଗିରଫ ଅଭିଯୁକ୍ତ ହେଲେ ଅନୁଗୁଳ ସଦର ଥାନା ଅନ୍ତର୍ଗତ ପରତରା ଗାଁର ସତ୍ୟବାନ ପ୍ରଧାନ(୨୭)। ଅଭିଯୋଗ ଅନୁସାରେ, ସତ୍ୟବାନ ଅନୁଗୁଳ ସଦର ଥାନା ଅଞ୍ଚଳର ଜଣେ ବିବାହିତା ମହିଳାଙ୍କୁ…

Continue Readingବ୍ଲାକମେଲ କରି ବିବାହିତା ମହିଳାଙ୍କୁ ଦୁଷ୍କର୍ମ, ଜଣେ ଗିରଫ

ଅନୁଗୁଳର ୩ଟି ସ୍ଥାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢ଼ଉ, ୨୦ ହଜାର ଟଙ୍କା ଫାଇନ ଆଦାୟ

ଅନୁଗୁଳ: ଅନୁଗୁଳ ସହରରେ ଆଜି ୩ ଟି ସ୍ଥାନରେ ପ୍ରଶାସନ ପକ୍ଷରୁ ଚଢ଼ଉ କରାଯାଇଛି। ଉପଜିଲ୍ଲାପାଳଙ୍କ ବୈତୁର ଦୀପଙ୍କ ନେତୃତ୍ୱରେ ଏକ ସବ ଡିଭିଜନାଲ ମଲ୍ଟି ଡିସିପ୍ଲିନାରୀ ସ୍କ୍ୱାର୍ଡ ଅନୁଗୁଳ ସହରର ମୀରାନିଆ ପେଟ୍ରୋଲ ପମ୍ପ, କଳ୍ପତରୁ ମିଠା ଦୋକାନ, ଭିଲେଜ…

Continue Readingଅନୁଗୁଳର ୩ଟି ସ୍ଥାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢ଼ଉ, ୨୦ ହଜାର ଟଙ୍କା ଫାଇନ ଆଦାୟ

ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବଲାସିଙ୍ଗା ପଞ୍ଚାୟତ କାର୍ଯ୍ୟାଳୟରେ ଫ୍ୟାମିଲି ଜଜ୍ ସଦାଶିବ ଜେନାଙ୍କ ଅଧ୍ୟକ୍ଷତାରେ ଏକ ଆଇନ ସଚେତନତା ଶିବିର ଆୟୋଜିତ ହୋଇଛି। ଏହି ଶିବିରରେ ଜନସାଧାରଣଙ୍କୁ ଆଇନ ସମ୍ବନ୍ଧୀୟ ସମସ୍ତ ବ୍ୟବସ୍ଥା ଯଥା: ଏତଲା,…

Continue Readingଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର

ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ଦଳିଦେଲା ହାତୀ, ବୃଦ୍ଧ ମୃତ

ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକ ବନ୍ତଳା ରେଞ୍ଜ କନ୍ତମେଘ ଗାଁର ରମେଶ ଦେହୁରୀ ବୋଲି ଜଣାଯାଇଛି। ସୂଚନା ମୁତାବକ, ରମେଶ ଆଜି ଭୋରରୁ ଆମ୍ବ ଗୋଟାଇବାକୁ ଯାଇଥିଲେ। ଏହି ସମୟରେ…

Continue Readingଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ଦଳିଦେଲା ହାତୀ, ବୃଦ୍ଧ ମୃତ

ଆଠମଲ୍ଲିକରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ, ସହଯୋଗ କାମନା କଲେ ଉପଜିଲ୍ଲାପାଳ

ଆଠମଲ୍ଲିକ : ଆଠମଲ୍ଲିକ ସଦର ମହକୁମାରେ ଚଳିତବର୍ଷ ପାଳିତ ହେବାକୁ ଥିବା ରଥଯାତ୍ରା ଉତ୍ସବ ପାଇଁ ଉପଜିଲ୍ଲାପାଳ ତଥା ଦେବୋତ୍ତର ବିଭାଗ ସଭାପତି ତରଣୀ ସୁନାଙ୍କ ଅଧ୍ୟକ୍ଷତାରେ ସୋମବାର ତହସିଲ ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ରଥଯାତ୍ରା ପୂର୍ବରୁ…

Continue Readingଆଠମଲ୍ଲିକରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ, ସହଯୋଗ କାମନା କଲେ ଉପଜିଲ୍ଲାପାଳ

ଆଠମଲ୍ଲିକରେ ବିଜେଡି ଦୁଇ ଭାଗ: ଅଲଗା ଅଲଗା ପ୍ରବାଦ ପୁରୁଷଙ୍କ ତିରୋଧାନ ଦିବସ ପାଳିଲେ ଦଳୀୟ କର୍ମୀ

ଆଠମଲ୍ଲିକ : ପ୍ରବାଦପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୨୬ତମ ତିରୋଧାନ ଦିବସ ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨ ଭାଗରେ ପାଳିତ ହୋଇଛି। ଗୋଟେ ପଟେ ବିଧାୟକ ରମେଶ ଚନ୍ଦ୍ର ସାଏ ଟିକରପଡାରେ ହାତଗଣତି ନିର୍ବାଚିତ ସରପଞ୍ଚ ଓ ସମର୍ଥକଙ୍କୁ ନେଇ…

Continue Readingଆଠମଲ୍ଲିକରେ ବିଜେଡି ଦୁଇ ଭାଗ: ଅଲଗା ଅଲଗା ପ୍ରବାଦ ପୁରୁଷଙ୍କ ତିରୋଧାନ ଦିବସ ପାଳିଲେ ଦଳୀୟ କର୍ମୀ

ଉଦଯାପିତ ହେଲା ଦ୍ବିତୀୟ ରାଜ୍ୟସ୍ତରୀୟ ଗଣପତ କପ୍‌ କ୍ରିକେଟ୍‌ ପ୍ରତିଯୋଗିତା, ଅନୁଗୁଳ ଫାଇଟର୍ସକୁ ହରାଇ ବିଜୟୀ ହେଲା ମୁନ୍‌ ଏକାଦଶ

ଅନୁଗୁଳ : ସ୍ଥାନୀୟ ଅମଲାପଡ଼ା ଦୁର୍ଗାପୂଜା ପଡ଼ିଆରେ ଉଦଯାପିତ ହୋଇଛି ଦ୍ବିତୀୟ ରାଜ୍ୟସ୍ତରୀୟ ଗଣପତ କପ୍‌ କ୍ରିକେଟ୍‌ ପ୍ରତିଯୋଗିତା। ଅନୁଗୁଳ ଫାଇଟର୍ସକୁ ହରାଇ ମୁନ୍‌ ଏକାଦଶ ବିଜୟୀ ହୋଇଛି। ମୁଖ୍ୟ ଅତିଥି ଭାବେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଯୋଗ ଦେଇ…

Continue Readingଉଦଯାପିତ ହେଲା ଦ୍ବିତୀୟ ରାଜ୍ୟସ୍ତରୀୟ ଗଣପତ କପ୍‌ କ୍ରିକେଟ୍‌ ପ୍ରତିଯୋଗିତା, ଅନୁଗୁଳ ଫାଇଟର୍ସକୁ ହରାଇ ବିଜୟୀ ହେଲା ମୁନ୍‌ ଏକାଦଶ

ବଅଁରପାଳରେ ମିଳିତ ଜନ ଶୁଣାଣି ଶିବିର ଆୟୋଜିତ, ୩୦ ଅଭିଯୋଗରୁ ୯ ର ଶୁଣାଣି ଶେଷ

ଅନୁଗୁଳ: ଆଜି ପୂର୍ବାହ୍ନରେ ବଅଁରପାଳ ବ୍ଲକ ଅଫିସରେ ମିଳିତ ଜନ ଶୁଣାଣି ଶିବିର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଦାଖଲ ହୋଇଥିବା ସମୁଦାୟ ୩୦ଟି ଅଭିଯୋଗରୁ ୨୫ଟି ବ୍ୟକ୍ତିଗତ ଓ ୫ଟି ଗ୍ରାମ୍ୟ ଭିତ୍ତିକ ଅଭିଯୋଗର ଶୁଣାଣି…

Continue Readingବଅଁରପାଳରେ ମିଳିତ ଜନ ଶୁଣାଣି ଶିବିର ଆୟୋଜିତ, ୩୦ ଅଭିଯୋଗରୁ ୯ ର ଶୁଣାଣି ଶେଷ

ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ: ଶ୍ରଦ୍ଧାଞ୍ଜଳି ଜ୍ଞାପନ ପରେ ମେଡିକାଲ ସଫେଇ କଲେ ବିଜୁ ଯୁବ ଜନତା ଦଳର କର୍ମକର୍ତ୍ତା

ଅନୁଗୁଳ : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୬ ତମ ତିରୋଧାନ ଦିବସ ପାଳନ ଅବସରରେ ବସୁଧାର ଉପଦେଷ୍ଟା ତଥା ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନଙ୍କ ନେତୃତ୍ବରେ ଆଜି ବିଜୁ ଯୁବ ଜନତା ଦଳ ତରଫରୁ…

Continue Readingବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ: ଶ୍ରଦ୍ଧାଞ୍ଜଳି ଜ୍ଞାପନ ପରେ ମେଡିକାଲ ସଫେଇ କଲେ ବିଜୁ ଯୁବ ଜନତା ଦଳର କର୍ମକର୍ତ୍ତା