ରାଗରେ ସ୍ଵାମୀର ଯୌନାଙ୍ଗ କାଟିଦେଲା ସ୍ତ୍ରୀ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ଗ୍ରାମର ଦାଣ୍ଡିଆ ସାହିରେ ସ୍ଵାମୀଙ୍କ ଯୌନାଙ୍ଗ କାଟି ଦେଇଛି ସ୍ତ୍ରୀ। ସୂଚନା ମୁତାବକ, ଶନିବାର ରାତିରେ ଦାଣ୍ଡିଆ ସାହିର ସୁଦାମ ମୁଦୁଲିଙ୍କ ପୁଅ ପରମାନନ୍ଦ ମୁଦୁଲିଙ୍କ ସହ ତାଙ୍କ ସ୍ତ୍ରୀର ଝଗଡ଼ା…



