ଆଠମଲ୍ଲିକ ଓ ବଇଣ୍ଡା ଅବକାରୀ ପକ୍ଷରୁ ଚଢ଼ଉ: ବିପୁଳ ଚୋରା ଦେଶୀ ମହୁଲି ମଦ ଜବତ, ୫ ଗିରଫ

କିଶୋରନଗର: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଓ ବଇଣ୍ଡା ଅବକାରୀ ବିଭାଗ ପକ୍ଷରୁ ଶନିବାର ଠାକୁରଗଡ଼ ଓ ହଣ୍ଡପା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ଉ କରି ଚୋରା ଦେଶୀ ମହୁଲି ମଦ ଜବତ କରିବା ସହ ୫ ଜଣଙ୍କୁ ଗିରଫ କରାଯାଇଛି।…

Continue Readingଆଠମଲ୍ଲିକ ଓ ବଇଣ୍ଡା ଅବକାରୀ ପକ୍ଷରୁ ଚଢ଼ଉ: ବିପୁଳ ଚୋରା ଦେଶୀ ମହୁଲି ମଦ ଜବତ, ୫ ଗିରଫ

ହଣ୍ଡପା ହାଇସ୍କୁଲର ଅବସର ପ୍ରାପ୍ତ ଶିକ୍ଷକ କିଶୋର ଚନ୍ଦ୍ର ଦାସଙ୍କ ପରଲୋକ

ବଇଣ୍ଡା : ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ହାଇସ୍କୁଲର ଅବସର ପ୍ରାପ୍ତ ଶିକ୍ଷକ କିଶୋର ଚନ୍ଦ୍ର ଦାସଙ୍କର ଶନିବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସେ କିଛି ଦିନ ହେବ ଅସୁସ୍ଥ ହୋଇ ବଇସିଣା ଗ୍ରାମସ୍ଥିତ ଘରେ ଚିକିତ୍ସିତ…

Continue Readingହଣ୍ଡପା ହାଇସ୍କୁଲର ଅବସର ପ୍ରାପ୍ତ ଶିକ୍ଷକ କିଶୋର ଚନ୍ଦ୍ର ଦାସଙ୍କ ପରଲୋକ

ଛାତରୁ ପଡ଼ି ଯୁବକ ମୃତ, ଭାରସାମ୍ୟ ହରାଇ ଗୋଡ଼ ଖସିଥିବା ସୂଚନା

ଅନୁଗୁଳ : ସ୍ଥାନୀୟ ବାଲିମି ଥାନା ଅନ୍ତର୍ଗତ ବାରସିଙ୍ଗା ଗ୍ରାମରେ ଛାତ ଉପରୁ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗାଁର କନ୍ଦର୍ପ ନାଏକଙ୍କ ପୁଅ ରବି ନାଏକ (୪୫)। ସୂଚନା ମୁତାବକ, ଗୁରୁବାର ରାତିରେ ରବି ଖାଇ…

Continue Readingଛାତରୁ ପଡ଼ି ଯୁବକ ମୃତ, ଭାରସାମ୍ୟ ହରାଇ ଗୋଡ଼ ଖସିଥିବା ସୂଚନା

ଅନୁଗୁଳରେ ରାସ୍ତାଘାଟର ହିସାବ ଦେଲା ବିଜେପି: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଓବିସି ମୋର୍ଚ୍ଚାର ସାଧାରଣ ସମ୍ପାଦକ

ଅନୁଗୁଳରେ ରାସ୍ତାଘାଟର ହିସାବ ଦେଲା ବିଜେପି: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଓବିସି ମୋର୍ଚ୍ଚାର ସାଧାରଣ ସମ୍ପାଦକ ଅନୁଗୁଳ: ଅନୁଗୁଳ ଜିଲ୍ଲାର ବିକାଶ ତଥା ଗମନାଗମନର ସୁବିଧା ପ୍ରତି ରାଜ୍ୟ ସରକାର ଆଖି ବୁଜି ଦେଇଛନ୍ତି ବୋଲି ଆଜି ଏକ ସାମ୍ବାଦିକ…

Continue Readingଅନୁଗୁଳରେ ରାସ୍ତାଘାଟର ହିସାବ ଦେଲା ବିଜେପି: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଓବିସି ମୋର୍ଚ୍ଚାର ସାଧାରଣ ସମ୍ପାଦକ

ଅନୁଗୁଳରେ ଜିଲ୍ଲାସ୍ତରୀୟ ବିଶ୍ୱ ଅଣ୍ଡା ଦିବସ ପାଳିତ: ଶରୀର ପାଇଁ ଅଣ୍ଡାର ଆବଶ୍ୟକତା ଉପରେ ଗୁରୁତ୍ୱ

ଅନୁଗୁଳ: ଆଜି ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ଜିଲ୍ଲାସ୍ତରୀୟ ବିଶ୍ୱ ଅଣ୍ଡା ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ନିରୋଦ ଦାସ ସଭାପତିତ୍ବ କରି…

Continue Readingଅନୁଗୁଳରେ ଜିଲ୍ଲାସ୍ତରୀୟ ବିଶ୍ୱ ଅଣ୍ଡା ଦିବସ ପାଳିତ: ଶରୀର ପାଇଁ ଅଣ୍ଡାର ଆବଶ୍ୟକତା ଉପରେ ଗୁରୁତ୍ୱ

ଅନୁଗୁଳରେ ଆଇନ ସଚେତନତା ଶିବିର: କର୍ମକ୍ଷେତ୍ରରେ ମହିଳା ଯୌନ ଉତ୍ପୀଡନ ଅଧିନିୟମ ସମ୍ପର୍କରେ ଆଲୋଚନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଇନସେବା ସେବା ପ୍ରାଧିକରଣ ତରଫରୁ ସ୍ଥାନୀୟ ଜିଲ୍ଲା ଅଦାଲତ ପରିସରରେ କର୍ମକ୍ଷେତ୍ରରେ ମହିଳା ଯୌନ ଉତ୍ପୀଡନ (ପ୍ରତିରୋଧ, ନିଷେଧ ଏକ ପ୍ରତିକାର ) ଅଧିନିୟମ ସମ୍ପର୍କିତ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ଜିଲ୍ଲା ଓ ଦୌରାଜଜ…

Continue Readingଅନୁଗୁଳରେ ଆଇନ ସଚେତନତା ଶିବିର: କର୍ମକ୍ଷେତ୍ରରେ ମହିଳା ଯୌନ ଉତ୍ପୀଡନ ଅଧିନିୟମ ସମ୍ପର୍କରେ ଆଲୋଚନା

କର୍ମଚାରୀଙ୍କୁ କଲବଲ କରୁଛି ଟାଟା ପାୱାର କମ୍ପାନୀ: ବିରୋଧ କରି ଓଡିଶା ପାୱାର ଏମ୍ପଲୟ ୟୁନିଅନ୍ ପକ୍ଷରୁ ୧୧ ଦଫା ଦାବି ପତ୍ର ପ୍ରଦାନ

ଅନୁଗୁଳ: ଅନୁଗୁଳରେ କର୍ମଚାରୀଙ୍କୁ ଶୋଷଣ କରୁଛି ଟାଟା ପାୱାର କମ୍ପାନୀ। ଏହାକୁ ବିରୋଧ କରି ଆଜି ଓଡିଶା ପାୱାର ଏମ୍ପଲୟ ୟୁନିଅନ୍ ପକ୍ଷରୁ ୧୧ ଦଫା ଦାବି ପତ୍ର ପ୍ରଦାନ କରାଯାଇଛି। ଅଭିଯୋଗ ମୁତାବକ, ଟାଟା ପାୱାର କମ୍ପାନୀ ବର୍ଷେ ନ…

Continue Readingକର୍ମଚାରୀଙ୍କୁ କଲବଲ କରୁଛି ଟାଟା ପାୱାର କମ୍ପାନୀ: ବିରୋଧ କରି ଓଡିଶା ପାୱାର ଏମ୍ପଲୟ ୟୁନିଅନ୍ ପକ୍ଷରୁ ୧୧ ଦଫା ଦାବି ପତ୍ର ପ୍ରଦାନ

ଧାରଣା ପାର ହେବା ବେଳେ ଧକ୍କା ଦେଲା ନାଲକୋର କୋଇଲା ବୋଝେଇ ଟ୍ରେନ: ୪ ଗୋରୁ ମୃତ, ୧୦ରୁ ଅଧିକ ଆହତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଟେଣ୍ଟୋଲୋଇ ଗ୍ରାମ ଦେଇ ଯାଇଥିବା ରେଳ ଧାରଣାରେ ନାଲକୋ କୋଇଲା ବୋଝେଇ ଟ୍ରେନ ଧକ୍କାରେ ଚାରି ଗୋରୁଙ୍କ ମୃତ୍ୟୁ ଘଟିଛି।ଏଥିସହ ୧୦ରୁ ଅଧିକ ଆହତ ହୋଇଛନ୍ତି। ସୂଚନା ମୁତାବକ, ଆଜି ସନ୍ଧ୍ୟାରେ ଗୋରୁମାନେ ଘରକୁ…

Continue Readingଧାରଣା ପାର ହେବା ବେଳେ ଧକ୍କା ଦେଲା ନାଲକୋର କୋଇଲା ବୋଝେଇ ଟ୍ରେନ: ୪ ଗୋରୁ ମୃତ, ୧୦ରୁ ଅଧିକ ଆହତ

ଅନୁଗୁଳରେ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଖୋ- ଖୋ ପ୍ରତିଯୋଗିତା ଉଦଘାଟିତ, ଭାଗ ନେଇଛନ୍ତି ସାରା ରାଜ୍ୟର ୬୭୭ ପ୍ରତିଯୋଗୀ

ଅନୁଗୁଳ: ସ୍ଥାନୀୟ ଫରେଷ୍ଟ ରେଞ୍ଜର୍ସ ତାଲିମ ମହାବିଦ୍ୟାଳୟ ଠାରେ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଖୋ-ଖୋ ୨୦୨୩-୨୪ ପ୍ରତିଯୋଗିତା ଉଦଘାଟିତ ହୋଇଛି। ଏହି ପ୍ରତିଯୋଗିତା ୧୧ ତାରିଖ ଠାରୁ ଆରମ୍ଭ ହୋଇ ଆଗାମୀ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଦୁଇଟି ପର୍ଯ୍ୟାୟରେ ୧୭…

Continue Readingଅନୁଗୁଳରେ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଖୋ- ଖୋ ପ୍ରତିଯୋଗିତା ଉଦଘାଟିତ, ଭାଗ ନେଇଛନ୍ତି ସାରା ରାଜ୍ୟର ୬୭୭ ପ୍ରତିଯୋଗୀ

ଜୁଆ ଆଡ୍ଡାରେ ଅତର୍କିତ ଚଢ଼ଉ: ୬ ଜୁଆଡ଼ି ଗିରଫ, ତିନି ବାଇକ ଜବତ

ଅନୁଗୁଳ: ଆଜି ସନ୍ଧ୍ୟାରେ ଅନୁଗୁଳ ପୋଲିସ ୬ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ନଗଦ ଟଙ୍କା ସହ ତିନିଟି ବାଇକ, ତାସ ଓ ପାଲ ଜବତ କରିଥିବା ଜଣାଯାଇଛି। ସୂଚନାଯୋଗ୍ୟ ଯେ ମଙ୍ଗଳବାର ସନ୍ଧ୍ୟାରେ ଅନୁଗୁଳ ବିଏଡ଼…

Continue Readingଜୁଆ ଆଡ୍ଡାରେ ଅତର୍କିତ ଚଢ଼ଉ: ୬ ଜୁଆଡ଼ି ଗିରଫ, ତିନି ବାଇକ ଜବତ