ଜଗତଗୁରୁ ଶଙ୍କରାଚାର୍ଯ୍ୟ ପୀଠ ତାଳଚେର ଶାଖାର କାର୍ଯ୍ୟକାରିଣୀ ବୈଠକ: ଭାରତକୁ ହିନ୍ଦୁରାଷ୍ଟ୍ର କରିବା ପାଇଁ ଶଙ୍କରାଚାର୍ଯ୍ୟଙ୍କ ବାଣୀ ଉପରେ ଗୁରୁତ୍ୱ
ତାଳଚେର: ପୁରୀ ଗୋବର୍ଦ୍ଧନ ପୀଠ ଜଗତଗୁରୁ ଶଙ୍କରାଚାର୍ଯ୍ୟ ପୀଠ ପରିଷଦ, ଆଦିତ୍ୟ ବାହିନୀ, ଆନନ୍ଦ ବାହିନୀ ତାଳଚେର ଶାଖାର କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ହାଣ୍ଡିଧୂଆଁ ସାହେବ ବଙ୍ଗଳା ସ୍ଥିତ ଶିବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି। ସଂଗଠନ ସଚିବ ବରୁଣ କୁମାର…



