ନିର୍ବାଚନ ପାଇଁ ଉତ୍ତରାଞ୍ଚଳ ଓ ଉତ୍ତର କେନ୍ଦ୍ରାଞ୍ଚଳ ପୋଲିସ ରେଞ୍ଜରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ, ଜବତ ହୋଇଛି ନଗଦ ୨ କୋଟି ୬୭ ଲକ୍ଷ କଳା ଟଙ୍କା ଏବଂ ୯ କୋଟିର ମାଦକ ଦ୍ରବ୍ୟ
ଅନୁଗୁଳ: ଆସନ୍ତା ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ ଉତ୍ତରାଞ୍ଚଳ ଓ ଉତ୍ତର କେନ୍ଦ୍ରାଞ୍ଚଳ ପୋଲିସ ରେଞ୍ଜ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି। ଏନେଇ ମଙ୍ଗଳବାର ଦିନ ଅନୁଗୁଳ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ…





