ବିଶ୍ବ ଜନସଂଖ୍ୟା ଦିବସ: ଜନସଂଖ୍ୟାରେ ସ୍ଥିରତା ଆଣିବାକୁ ଗଡ଼ିଲା ସଚେତନତା ରଥ
ଅନୁଗୁଳ: ଆଜି ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଶ୍ବ ଜନସଂଖ୍ୟା ଦିବସ ଉପଲକ୍ଷେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଶ୍ବରେ ଜନସଂଖ୍ୟା ସ୍ଥିରତା ଆଣିବା ପାଇଁ ପ୍ରତିବର୍ଷ ଜୁନ୍ ମାସ ୨୭ ରୁ ଜୁଲାଇ ୧୦ ତାରିଖ…



