କୋଡ଼ିଏ ବର୍ଷରେ ଜଣେ ବିଧାୟକ: ତଥାପି ବନ୍ତଳରେ ହୋଇପାରିନାହିଁ ହିଡିସିଙ୍ଗ ଜଳସେଚନ ପ୍ରକଳ୍ପ କି ପ୍ରତିଷ୍ଠା ହୋଇନି ଦମକଳ କେନ୍ଦ୍ର
ଅନୁଗୁଳ: ଚାଷୀ ବହୁଳ ଅଞ୍ଚଳ ହେଉଛି ବନ୍ତଳା। ଏଠାରେ ବର୍ଷକ ବାର ମାସ ଲୋକେ ଚାଷ ଉପରେ ନିର୍ଭର କରନ୍ତି। କିନ୍ତୁ ଚାଷ ପାଇଁ ଆବଶ୍ୟକ ମୁତାବକ ପାଣି ଏଠାରେ ମିଳୁନାହିଁ। ଜଳସେଚନର ସୁବିଧା ନ ଥିବାରୁ ଚାଷ ଜମି ପଡ଼ିଆ…





