ସଂକଟରେ ପେଟିଏମ୍, ଶେଷ ତିନି ମାସରେ ସହିଲାଣି ୫୫୦ କୋଟି ଟଙ୍କାର କ୍ଷତି

ନୂଆଦିଲ୍ଲୀ: କ୍ଷତିରେ ପେଟିଏମ୍। ଭାରତୀୟ ରିଜର୍ଭ ବ୍ୟାଙ୍କ ରୋଷର ଶିକାର ହୋଇଥିବା ପେଟିଏମ୍ ଚଳିତ ଆର୍ଥିକ ବର୍ଷର ଶେଷ ତିନି ମାସରେ ୫୫୦ କୋଟି ଟଙ୍କାର କ୍ଷତି ସହିଛି। କମ୍ପାନିର ରାଜସ୍ବ ୨,୨୬୭.୧୦ କୋଟି ଟଙ୍କାକୁ ହ୍ରାସ ପାଇଛି। ୨୦୨୩-୨୪ ଆର୍ଥିକ…

Continue Readingସଂକଟରେ ପେଟିଏମ୍, ଶେଷ ତିନି ମାସରେ ସହିଲାଣି ୫୫୦ କୋଟି ଟଙ୍କାର କ୍ଷତି

ଟ୍ରକ ଓ ଟ୍ରଲର ମୁହାଁମୁହିଁ ଧକ୍କା: ଷ୍ଟିୟରିଂରେ ଫସିଗଲେ ଚାଳକ, ଗାଡ଼ି କାଟି ବାହାର କଲା ଅଗ୍ନିଶମ ବାହିନୀ

ଅନୁଗୁଳ: ପୁଣି ଥରେ ୫୫ ଜାତୀୟ ରାଜପଥରେ ଦୁର୍ଘଟଣା। ଅନୁଗୁଳ ଜିଲ୍ଲା ନାଲକୋ ଟାଉନସିପ ବସ ଷ୍ଟାଣ୍ଡ ଠାରେ ଟ୍ରକ ଓ ଟ୍ରଲର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ଡ୍ରାଇଭର ଜଣକ ଟ୍ରକର ଷ୍ଟିୟରିଂ ଭିତରେ ଚାପି ହୋଇଯାଇଥିଲେ। ସୂଚନା…

Continue Readingଟ୍ରକ ଓ ଟ୍ରଲର ମୁହାଁମୁହିଁ ଧକ୍କା: ଷ୍ଟିୟରିଂରେ ଫସିଗଲେ ଚାଳକ, ଗାଡ଼ି କାଟି ବାହାର କଲା ଅଗ୍ନିଶମ ବାହିନୀ

ବିଷ ପିଇ ଦୁଇ ଜଣଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ଅନୁଗୁଳ: ସ୍ଥାନୀୟ ସଦର ଓ  ଜରପଡା ଥାନା ଅଞ୍ଚଳରେ ବିଷ ପିଇ ଦୁଇ ଜଣ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସୂଚନା ମୁତାବକ, ବଲାସିଂହା ପଞ୍ଚାୟତର ବାଲି ସାହି ଗ୍ରାମର ଗିରିଶ ସାହୁ (୭୦) କୌଣସି କାରଣରୁ ବିଷ ପିଇ ଗୁରୁତର ହୋଇଥିଲେ।…

Continue Readingବିଷ ପିଇ ଦୁଇ ଜଣଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ସାମାନ୍ୟ ବଚସାରୁ ତୁମୁଳକାଣ୍ଡ, ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ଅନୁଗୁଳ: ବନ୍ତଳା ଥାନା ଅନ୍ତର୍ଗତ ପୁରୁଣାଗଡ଼ ମାଟିଆ ସାହିରେ ସାମାନ୍ୟ ବଚସାକୁ ନେଇ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ସୂଚନା ମୁତାବକ, ପୁରୁଣାଗଡ଼ ମାଟିଆ ସାହି ଗ୍ରାମର ଶରତ ନାଏକଙ୍କ ପୁଅ ମାନସ ନାଏକ(୩୨) ସେହି ଗ୍ରାମର ମାଗତା ନାଏକଙ୍କ…

Continue Readingସାମାନ୍ୟ ବଚସାରୁ ତୁମୁଳକାଣ୍ଡ, ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ପରିଚୟ ଦେଇଛି ଟେରାକୋଟା କାମ: ମାଗଣା ପ୍ରଶିକ୍ଷଣ ପରେ ଭଲ ରୋଜଗାର କରୁଛନ୍ତି କାଣ୍ଡସର କୁମ୍ଭାର ସାହିର ମହିଳା

ଅନୁଗୁଳ: ମାଟି ଆଉ ମଣିଷର ସମ୍ପର୍କ ବହୁତ ପୁରୁଣା। ଏଣୁ ଆଜି ବି ପ୍ରତିଟି ଘର କରଣା ସାମଗ୍ରୀରେ ମାଟି ବ୍ୟବହୃତ ହେଉଛି। ଏବେ ଭିନ୍ନ ପରିଚୟ ପାଇଛି ମାଟି। ନୂଆ ରୂପରେ ସଜେଇ ହୋଇଛି ମାଟି। ନାଁ ପାଇଛି ଟେରାକୋଟା।…

Continue Readingପରିଚୟ ଦେଇଛି ଟେରାକୋଟା କାମ: ମାଗଣା ପ୍ରଶିକ୍ଷଣ ପରେ ଭଲ ରୋଜଗାର କରୁଛନ୍ତି କାଣ୍ଡସର କୁମ୍ଭାର ସାହିର ମହିଳା
Read more about the article ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ପରାମର୍ଶ
Cyclone Idai heading towards Mozambique and Zimbabwe in 2019 - Elements of this image furnished by NASA

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ପରାମର୍ଶ

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ। ୨୪ରେ ଅବପାତ ହେବ। ଏହା ବାତ୍ୟାର ରୂପ ନେବ କି ନ ନେବ ସେ ନେଇ ସ୍ପଷ୍ଟ ହୋଇନଥିବା ବେଳେ ଆଗୁଆ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ପରାମର୍ଶ ଦେଇଛନ୍ତି । ଏହି…

Continue Readingବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ପରାମର୍ଶ

ଅନୁଗୁଳ ବିଜେଡି ଲିଗାଲ ଫ୍ରଣ୍ଟର ଦ୍ଵିତୀୟ ବୈଠକ: ବିଜୁ ଜନତା ଦଳର ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ୍

ଅନୁଗୁଳ: ଅନୁଗୁଳ ବିଜେଡି ଲିଗାଲ ଫ୍ରଣ୍ଟର ଦ୍ଵିତୀୟ ବୈଠକ ସ୍ଥାନୀୟ ଶାନ୍ତି ରେସିଡେନ୍ସି ହୋଟେଲରେ ଅନୁଷ୍ଠିତ ହୋଇଛି। ଅନୁଗୁଳ ବିଜେଡି ଲିଗାଲ ଫ୍ରଣ୍ଟର ସଭାପତି ତଥା ମୁଖ୍ୟ ସରକାରୀ ଓକିଲ ପରମାନନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଧାୟକ ତଥା ବିଧାନସଭାର…

Continue Readingଅନୁଗୁଳ ବିଜେଡି ଲିଗାଲ ଫ୍ରଣ୍ଟର ଦ୍ଵିତୀୟ ବୈଠକ: ବିଜୁ ଜନତା ଦଳର ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ୍

ସୌମ୍ୟରଂଜନ ବିଜେପିରୁ ଇସ୍ତଫା ଦେଲେ

ଅନୁଗୁଳ: ଅନୁଗୁଳ ଯୁବ ବିଜେପି ଟାଉନ୍ ସଭାପତି ସୌମ୍ୟ ରଞ୍ଜନ ସାହୁ ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ଦଳର ଜିଲ୍ଲା ସଭାପତି ଡୀଲେଶ୍ୱର ପ୍ରଧାନଙ୍କୁ ପ୍ରଦାନ କରିଛନ୍ତି।ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଇସ୍ତଫା ଦେଉଥିବା ପତ୍ରରେ ଜଣାଇଛନ୍ତି।…

Continue Readingସୌମ୍ୟରଂଜନ ବିଜେପିରୁ ଇସ୍ତଫା ଦେଲେ

କଦଳୀ ଖାଇବା ହେଲା କାଳ: ବିଦ୍ୟୁତ ତାର ଲାଗି ଦନ୍ତା ହାତୀର ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ରେଞ୍ଜ ଅନ୍ତର୍ଗତ ତଳଗଡ଼ ପଞ୍ଚାୟତର କନ୍ତମେଘ ଗ୍ରାମରେ ବିଦ୍ୟୁତ୍ ଆଘାତରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି। ବନ୍ତଳା ରେଞ୍ଜରଙ୍କ କହିବା ଅନୁଯାୟୀ, ସୋମବାର ସକାଳେ ଦନ୍ତା ହାତୀ ମରି ପଡିଥିବା ଖବର ତାଙ୍କ ପାଖକୁ…

Continue Readingକଦଳୀ ଖାଇବା ହେଲା କାଳ: ବିଦ୍ୟୁତ ତାର ଲାଗି ଦନ୍ତା ହାତୀର ମୃତ୍ୟୁ

ଅନୁଗୁଳ ବିଜୟ ସଂକଳ୍ପ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ବିଜେଡି ଉପରେ ବର୍ଷିବା ସହ ବିଜେପି ପାଇଁ ମାଗିଲେ ଭୋଟ

ଅନୁଗୁଳ: ଅନୁଗୁଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସ୍ଥାନୀୟ ନାଲକୋ ଷ୍ଟାଡିୟମ ପଡ଼ିଆରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ମୋଦି ଯୋଗ ଦେଇ ଜଗନ୍ନାଥ ମନ୍ଦିର ସୁରକ୍ଷିତ ନାହିଁ ବୋଲି କହିଛନ୍ତି। ମୋଦି କହିଛନ୍ତି, ବିଜେପି ସରକାର ଆସିଲେ ମହାପ୍ରଭୁଙ୍କ ରତ୍ନ ଭଣ୍ଡାରର…

Continue Readingଅନୁଗୁଳ ବିଜୟ ସଂକଳ୍ପ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ବିଜେଡି ଉପରେ ବର୍ଷିବା ସହ ବିଜେପି ପାଇଁ ମାଗିଲେ ଭୋଟ