ଅନୁଗୁଳର ବଜାର ପ୍ରବେଶ କଲା ଆପେ ଅଟୋ ଇଲେକ୍ଟ୍ରିକ ତିନିଚକିଆ ଯାନ, ଗ୍ରାହକଙ୍କୁ ମିଳୁଛି ଆକର୍ଷଣୀୟ ଅଫର

ଅନୁଗୁଳ: ପଞ୍ଚମହାଲ ସ୍ଥିତ ଆପେ ଅଧିକୃତ ବିକ୍ରେତା ଲକ୍ଷ୍ମୀ ଅଟୋ କମବାଇନରେ ଆପେ ଅଟୋ ଇଲେକ୍ଟ୍ରିକ ତିନି ଚକିଆ ଯାନର ଉଦଘାଟିତ ହୋଇଛି। ଏ ଅବସରରେ ଲକ୍ଷ୍ମୀଜୀ ଗ୍ରୁପର ଉପଦେଷ୍ଟା ରମେଶ ଚନ୍ଦ୍ର ଅଗ୍ରୱାଲ ଓ ଲକ୍ଷ୍ମୀଦେବୀ ଅଗ୍ରୱାଲ ପ୍ରଦୀପ ପ୍ରଜ୍ବଳନ…

Continue Readingଅନୁଗୁଳର ବଜାର ପ୍ରବେଶ କଲା ଆପେ ଅଟୋ ଇଲେକ୍ଟ୍ରିକ ତିନିଚକିଆ ଯାନ, ଗ୍ରାହକଙ୍କୁ ମିଳୁଛି ଆକର୍ଷଣୀୟ ଅଫର

ଅନୁଗୁଳରେ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ଖୋଲୁଛି ଜେଏସପି: ସରିଲା ଭୂମିପୂଜନ, ଦେଢ଼ ବର୍ଷ ଭିତରେ ହେବ କାର୍ଯ୍ୟକ୍ଷମ

ଅନୁଗୁଳ : ଖୁବଶୀଘ୍ର ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଜିନ୍ଦଲ ନଗରରେ ଖୋଲିବାକୁ ଯାଉଛି ଏକ ମଲ୍ଟି ସ୍ପେଶାଲିଷ୍ଟ ହସ୍ପିଟାଲ। ସ୍ବାସ୍ଥ୍ୟ କ୍ଷେତ୍ରରେ ଆଉ ଏକ ପାଦ ଆଗକୁ ଆଗେଇ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଜିଲ୍ଲାବାସୀଙ୍କୁ ଏହି ହସ୍ପିଟାଲ ଭେଟି…

Continue Readingଅନୁଗୁଳରେ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ଖୋଲୁଛି ଜେଏସପି: ସରିଲା ଭୂମିପୂଜନ, ଦେଢ଼ ବର୍ଷ ଭିତରେ ହେବ କାର୍ଯ୍ୟକ୍ଷମ

ଥାନା ସମ୍ମୁଖ ଛକରେ ସ୍କୁଟିକୁ ଧକ୍କା ଦେଇ ଦୁଇ ଆରୋହୀଙ୍କୁ ଘୋଷାଡ଼ି ନେଲା ଟ୍ରକ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଅନୁଗୁଳ: ଗୁରୁବାର ଅପରାହ୍ନରେ ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ସମ୍ମୁଖରେ ଏକ ଟ୍ରକ ସ୍କୁଟି ସମେତ ସେଥିରେ ଥିବା ଦୁଇ ଜଣକୁ ଘୋଷାଡ଼ି ନେଇଛି। ତେବେ ଥାନା ସାମ୍ନାରେ ଏହି ଦୁର୍ଘଟଣା ଘଟିଥିଲେ ବି ବଅଁରପାଳ ପୋଲିସ ଘଣ୍ଟାଏ ଡେରିରେ ପହଞ୍ଚିଥିଲା।…

Continue Readingଥାନା ସମ୍ମୁଖ ଛକରେ ସ୍କୁଟିକୁ ଧକ୍କା ଦେଇ ଦୁଇ ଆରୋହୀଙ୍କୁ ଘୋଷାଡ଼ି ନେଲା ଟ୍ରକ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତାକୁ ପ୍ରତିବାଦ, ପଞ୍ଚାୟତ ଅଫିସରେ ତାଲା ପକାଇଲେ ଗାଁ ଲୋକ

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ସାନ୍ତରାପୁର (କ) ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତାକୁ ପ୍ରତିବାଦ କରି ଗୁରୁବାର ସରପଞ୍ଚ, ସମିତିସଭ୍ୟ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ, ସମସ୍ତ ୱାର୍ଡ ମେମ୍ବର, ସିଆରପି, ଏମବିକେଙ୍କୁ ପଞ୍ଚାୟତ ଅଫିସରେ ବନ୍ଦ କରି ଗାଁ…

Continue Readingପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତାକୁ ପ୍ରତିବାଦ, ପଞ୍ଚାୟତ ଅଫିସରେ ତାଲା ପକାଇଲେ ଗାଁ ଲୋକ

ପାଳଲହଡ଼ାରେ ସାଧାରଣତନ୍ତ୍ର ଦିବସ ପାଳିତ, ଥାନା ଅଧିକାରୀ ପାରାଓ ଟୁଡୁ ସମ୍ମାନିତ

ପାଳଲହଡ଼ା: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡ ସଦର ମହକୁମା ଷ୍ଟାଡିୟମ ଠାରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। କରୋନା ଯୋଗୁ ଗତ ୨ ବର୍ଷ ହେଲା ଲୋକମାନେ ପରେଡ଼ ଦେଖିପାରିନଥିବାରୁ ଚଳିତବର୍ଷ ଷ୍ଟାଡିୟମରେ ପ୍ରବଳ ଭିଡ଼ ଜମିଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ…

Continue Readingପାଳଲହଡ଼ାରେ ସାଧାରଣତନ୍ତ୍ର ଦିବସ ପାଳିତ, ଥାନା ଅଧିକାରୀ ପାରାଓ ଟୁଡୁ ସମ୍ମାନିତ

ରାତି ଅଧିଆ ବାଇକ୍ ସହ ଅନ୍ୟ ଆସବାବ ପତ୍ର ଚୋରି

ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ସନ୍ତ୍ରୀ ଗ୍ରାମରୁ ଏକ ବାଇକ୍ ଚୋରି ହୋଇଥବା ନେଇ ବଅଁରପାଳ ଥାନାରେ ଅଭିଯୋଗ ହୋଇଛି। ଏ ନେଇ ସନ୍ତୋଷ କୁମାର ବେହେରା ଅଭିଯୋଗ କରିଛନ୍ତି। ସୂଚନା ମୁତାବକ, ସନ୍ତ୍ରୀ ଗ୍ରାମର ମା ଲୋଭୀ ଠାକୁରାଣୀଙ୍କ…

Continue Readingରାତି ଅଧିଆ ବାଇକ୍ ସହ ଅନ୍ୟ ଆସବାବ ପତ୍ର ଚୋରି

ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଗିରଫ ପରେ କୋର୍ଟ ଚାଲାଣ ହେଲା ଅଭିଯୁକ୍ତ ସ୍ଵାମୀ

ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ନାଲକୋ ଥାନା ବଳରାମ ପ୍ରସାଦ ଗାଁ ପାଟଣା ସାହିର ରିତା ରାଣୀ ଦାସଙ୍କୁ ତାଙ୍କ ସ୍ଵାମୀ ତଣ୍ଟି ଚିପି ମାରିଦେବା ପାଇଁ ଚେଷ୍ଟା କରୁଥିବା ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି।     …

Continue Readingସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଗିରଫ ପରେ କୋର୍ଟ ଚାଲାଣ ହେଲା ଅଭିଯୁକ୍ତ ସ୍ଵାମୀ

ଜାତୀୟ ମତଦାତା ଦିବସ: ଶ୍ରେଷ୍ଠ ନିର୍ବାଚନ ଅଧିକାରୀ ଭାବେ ଆଠମଲ୍ଲିକ ଉପଜିଲ୍ଲାପାଳ ତରଣୀ ସୁନା ପୁରସ୍କୃତ

ଅନୁଗୁଳ: ଆଜି ପୂର୍ବାହ୍ନରେ ଜିଲ୍ଲା ପ୍ରଶାସନର ନିର୍ବାଚନ ବିଭାଗ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ମିଳିତ ସହଯୋଗରେ ୧୩ତମ ଜାତୀୟ ମତଦାତା ଦିବସ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ମୁଖ୍ୟ ଅତିଥିଭାବେ ଯୋଗ…

Continue Readingଜାତୀୟ ମତଦାତା ଦିବସ: ଶ୍ରେଷ୍ଠ ନିର୍ବାଚନ ଅଧିକାରୀ ଭାବେ ଆଠମଲ୍ଲିକ ଉପଜିଲ୍ଲାପାଳ ତରଣୀ ସୁନା ପୁରସ୍କୃତ

ନଳକୂପ ପାଣି ପିଇ ବ୍ୟାପୁଛି କିଡନୀ ରୋଗ, ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ସରଧାପୁର ଗ୍ରାମବାସୀ

ଅନୁଗୁଳ : ଅନୁଗୁଳ ବ୍ଲକ ନୂଆମୌଜା ପଞ୍ଚାୟତ ସରଧାପୁର ଗ୍ରାମର ମଣ୍ଡାପାଳ ସ୍ଥିତ ନଳକୂପ ପାଣି ବ୍ୟବହାର କରି କିଡ଼ନୀ ଜନିତ ରୋଗ ବ୍ୟାପୁଥିବାରୁ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ଗାଁ ଲୋକ। ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ, ସରଧାପୁର ପଞ୍ଚାୟତ…

Continue Readingନଳକୂପ ପାଣି ପିଇ ବ୍ୟାପୁଛି କିଡନୀ ରୋଗ, ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ସରଧାପୁର ଗ୍ରାମବାସୀ

ଚାକିରି ଦେବା ନାଁରେ ୧୫ ଜଣଙ୍କ ଠାରୁ ଦୁଇ ଲକ୍ଷ ଟଙ୍କାର ଠକେଇ, ଫେରସ୍ତ ମାଗିବାରୁ ମାଡ଼ ଦେଲେ ଅଭିଯୁକ୍ତଙ୍କ ସ୍ତ୍ରୀ

ଅନୁଗୁଳ: ସୁରକ୍ଷାକର୍ମୀ ଚାକିରି କରାଇଦେବା ନାଁରେ ୧୫ ଜଣଙ୍କ ଠାରୁ ୨ ଲକ୍ଷ ଟଙ୍କାର ଠକେଇ କରିଥିବା ନେଇ ଜଣେ ବ୍ୟକ୍ତିଙ୍କ ନାଁରେ ଅନୁଗୁଳ ଥାନାରେ ଅଭିଯୋଗ ହୋଇଛି। ଶିକ୍ଷକପଡ଼ାରେ ରହୁଥିବା ବିଜୟ ନାଏକ ନାମକ ବ୍ୟକ୍ତି ଏହି ଠକେଇ କରିଛନ୍ତି।…

Continue Readingଚାକିରି ଦେବା ନାଁରେ ୧୫ ଜଣଙ୍କ ଠାରୁ ଦୁଇ ଲକ୍ଷ ଟଙ୍କାର ଠକେଇ, ଫେରସ୍ତ ମାଗିବାରୁ ମାଡ଼ ଦେଲେ ଅଭିଯୁକ୍ତଙ୍କ ସ୍ତ୍ରୀ