ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ: ଶକ୍ତିର ସଠିକ୍ ବ୍ଯବହାରକୁ ଗୁରୁତ୍ୱ
ଅନୁଗୁଳ: ଅନୁଗୁଳ ଟାଉନ୍ ଉଚ୍ଚ ବିଦ୍ଯାଳୟରେ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ଅବସରରେ ଏକ ସଚେତନତା କାର୍ଯ୍ଯକ୍ରମ ଆୟୋଜିତ ହୋଇଛି। ପ୍ରକୃତି ପରିବେଶ ଓ ବନ୍ଯଜୀବନ ସମିତି ପକ୍ଷରୁ ଆୟୋଜିତ କାର୍ଯ୍ଯକ୍ରମରେ ଶକ୍ତିର ବିଭିନ୍ନ ଉତ୍ସ ଶକ୍ତିର ଆବଶ୍ଯକତା ଓ ଉପାଦେୟତା,…





