ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁ ପୂର୍ଣ୍ଣିମା ପାଳିତ, ଗୁରୁଙ୍କୁ ପୂଜି ଆଶୀର୍ବାଦ ନେଲେ ଛାତ୍ରଛାତ୍ରୀ

ଅନୁଗୁଳ : ଆଷାଢ଼ ପୂର୍ଣ୍ଣିମା ତଥା ଗୁରୁ ବ୍ଯାସ ଦେବଙ୍କ ଜୟନ୍ତୀ ଅବସରରେ ସ୍ଥାନୀୟ ଗାନ୍ଧୀ ମାର୍ଗ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଆଜି ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଛି। ଏହି ପରିପ୍ରେକ୍ଷୀରେ ସମସ୍ତ ଛାତ୍ରଛାତ୍ରୀ ଗୁରୁଙ୍କୁ ପୂଜା…

Continue Readingସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁ ପୂର୍ଣ୍ଣିମା ପାଳିତ, ଗୁରୁଙ୍କୁ ପୂଜି ଆଶୀର୍ବାଦ ନେଲେ ଛାତ୍ରଛାତ୍ରୀ

ରାସ୍ତାରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଇ ବାଇକ ଚାଳକ ଏନଟିପିସି ଶ୍ରମିକଙ୍କ ମୃତ୍ୟୁ

କଣିହାଁ : ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ଗୋଡ଼ିବନ୍ଧ ପେଟ୍ରୋଲ ପମ୍ପ ପାଖରେ ରବିବାର ରାତିରେ ଏକ ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ଏନଟିପିସି ଟାଉନ ଥାନା ବାରଡାଙ୍ଗୁଆ ଗ୍ରାମର ଜିତେନ୍ଦ୍ର ପ୍ରଧାନ(୩୮) ବୋଲି ଜଣାପଡିଛି।…

Continue Readingରାସ୍ତାରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଇ ବାଇକ ଚାଳକ ଏନଟିପିସି ଶ୍ରମିକଙ୍କ ମୃତ୍ୟୁ

୨୨ ହଜାର ଟଙ୍କାର ବ୍ରାଉନସୁଗାର ଜବତ, ମାଫିଆ ସମେତ ୩ ଗିରଫ

ତାଳଚେର: ତାଳଚେର ଟାଉନ ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୧.୬ ଗ୍ରାମ ବ୍ରାଉନସୁଗାର ଜବତ କରାଯିବା ସହ ୩ ଜଣଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି। ଆଇଆଇସି ଶ୍ରୀନିବାସ ସେଠୀଙ୍କ ନେତୃତ୍ୱରେ ଏକ ଟିମ୍ ଅତର୍କିତ…

Continue Reading୨୨ ହଜାର ଟଙ୍କାର ବ୍ରାଉନସୁଗାର ଜବତ, ମାଫିଆ ସମେତ ୩ ଗିରଫ

ସେରେଣାବେଡ଼ା ଛକ ନିକଟରେ ସ୍କୁଟିକୁ ଧକ୍କା ଦେଲା ବାଇକ, ୪ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ମହୀଧରପୁର ଫାଣ୍ଡି ଅନ୍ତର୍ଗତ ସେରେଣାବେଡ଼ା ଛକ ନିକଟରେ ଏକ ବାଇକ୍ ସାମ୍ନାରୁ ଆସୁଥିବା ସ୍କୁଟିକୁ ଧକ୍କା ଦେବାରୁ ୪ ଜଣ ଗୁରୁତର ହୋଇଛନ୍ତି। ସୂଚନା ମୁତାବକ, ଆଜି ସନ୍ଧ୍ୟାରେ ସେରେଣାବେଡ଼ା ଛକ ନିକଟରେ ବାଇକ୍…

Continue Readingସେରେଣାବେଡ଼ା ଛକ ନିକଟରେ ସ୍କୁଟିକୁ ଧକ୍କା ଦେଲା ବାଇକ, ୪ ଗୁରୁତର

ଅନୁଗୁଳ ସତ୍ୟସାଇ ସଂଗଠନ ପକ୍ଷରୁ ‘ପ୍ରେମତରୁ’ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଅନୁଗୁଳ: ଅନୁଗୁଳ ସତ୍ୟସାଇ ସଂଗଠନ ପକ୍ଷରୁ ଆଜି ସ୍ଥାନୀୟ ପୋଲିସ ଟ୍ରେନିଂ କଲେଜ ଠାରେ ପ୍ରେମତରୁ ନାମକ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମରେ କଲେଜର ପ୍ରିନ୍ସିପାଲ ତଥା ଡିଆଇଜି ଏନସିଆର ବ୍ରିଜେଶ କୁମାର ରାୟ ଯୋଗ ଦେଇ ଏକ…

Continue Readingଅନୁଗୁଳ ସତ୍ୟସାଇ ସଂଗଠନ ପକ୍ଷରୁ ‘ପ୍ରେମତରୁ’ ବୃକ୍ଷରୋପଣ କାର୍ଯ୍ୟକ୍ରମ

ପୁରୁଣାକୋଟ ଗାଁ ପୋଖରୀରୁ କୁମ୍ଭୀର ଉଦ୍ଧାର କଲା ବନ ବିଭାଗ, ଏବେ ବି ଆଉ ଗୋଟେ କରୁଛି ଚଳପ୍ରଚଳ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଗ୍ରାମ ପୋଖରୀରୁ ଏକ କୁମ୍ଭୀର ଉଦ୍ଧାର ହୋଇଛି। ଏହି ପୋଖରୀରେ କୁମ୍ଭୀର ଥିବା ନେଇ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ସୂଚନା ମୁତାବକ, ପ୍ରାୟ ୨ ରୁ ୩ ବର୍ଷ ହେଲା ଗ୍ରାମ ପୋଖରୀରେ…

Continue Readingପୁରୁଣାକୋଟ ଗାଁ ପୋଖରୀରୁ କୁମ୍ଭୀର ଉଦ୍ଧାର କଲା ବନ ବିଭାଗ, ଏବେ ବି ଆଉ ଗୋଟେ କରୁଛି ଚଳପ୍ରଚଳ

ବିଶ୍ବ ଜନସଂଖ୍ୟା ଦିବସ: ଜନସଂଖ୍ୟାରେ ସ୍ଥିରତା ଆଣିବାକୁ ଗଡ଼ିଲା ସଚେତନତା ରଥ

ଅନୁଗୁଳ: ଆଜି ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଶ୍ବ ଜନସଂଖ୍ୟା ଦିବସ ଉପଲକ୍ଷେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଶ୍ବରେ ଜନସଂଖ୍ୟା ସ୍ଥିରତା ଆଣିବା ପାଇଁ ପ୍ରତିବର୍ଷ ଜୁନ୍ ମାସ ୨୭ ରୁ ଜୁଲାଇ ୧୦ ତାରିଖ…

Continue Readingବିଶ୍ବ ଜନସଂଖ୍ୟା ଦିବସ: ଜନସଂଖ୍ୟାରେ ସ୍ଥିରତା ଆଣିବାକୁ ଗଡ଼ିଲା ସଚେତନତା ରଥ

ଟ୍ରକ ଧକ୍କାରେ ସାଇକେଲ ଆରୋହୀ ମୃତ, ଡ୍ରାଇଭର ଓ ହେଲପରକୁ କାବୁ କଲା ପୋଲିସ

ନାଲକୋ ନଗର: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ମେନ୍ ଗେଟ୍ ସମ୍ମୁଖରେ ଏକ ଟ୍ରକ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଉଛନ୍ତି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅନ୍ତର୍ଗତ ପଣ୍ଡୁଆ ଗ୍ରାମର ଶ୍ରୀଧର ନାଏକ। ସେ…

Continue Readingଟ୍ରକ ଧକ୍କାରେ ସାଇକେଲ ଆରୋହୀ ମୃତ, ଡ୍ରାଇଭର ଓ ହେଲପରକୁ କାବୁ କଲା ପୋଲିସ

ଏବେ ବି ବଞ୍ଚିଛି ବଳଦ ଟଣା କାଠ ଘଣା! ଦିନକୁ ବାହାରୁଛି ୪ ଲିଟରରୁ ଅଧିକ ତେଲ, ଔଷଧରେ ହେଉଛି ବ୍ୟବହାର

ଅନୁଗୁଳ: ବର୍ତ୍ତମାନର ଆଧୁନିକ ଦୁନିଆରେ ଲୋକମାନେ ସବୁ ଜିନିଷକୁ ହାତ ମୁଠାରେ ପାଇବାକୁ ଚାହୁଁଛନ୍ତି। ଏଣୁ ଧୀରେ ଧୀରେ ପ୍ରତ୍ୟେକ ଜିନିଷ ସରଳ ହୋଇଗଲାଣି। କିନ୍ତୁ ଏବେ ବି ଅନେକ ସ୍ଥାନ ଅଛି, ଯେଉଁଠି ବଞ୍ଚି ରହିଛି ପରମ୍ପରା। ଏବେ ବି…

Continue Readingଏବେ ବି ବଞ୍ଚିଛି ବଳଦ ଟଣା କାଠ ଘଣା! ଦିନକୁ ବାହାରୁଛି ୪ ଲିଟରରୁ ଅଧିକ ତେଲ, ଔଷଧରେ ହେଉଛି ବ୍ୟବହାର

ପ୍ରକାଶ ପାଇଲା ଅନୁଗୁଳ ସରକାରୀ ମହାବିଦ୍ୟାଳୟର ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷା ଫଳ, ଉତ୍ତମ ପ୍ରଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ

ଅନୁଗୁଳ: ପ୍ରକାଶ ପାଇଛି ଅନୁଗୁଳ ସରକାରୀ ମହାବିଦ୍ୟାଳୟର ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷା ଫଳ। ମହାବିଦ୍ୟାଳୟର ସୂଚନା ମୁତାବକ, କଳାରେ ୭୧ ଦଶମିକ ୬୫ ପ୍ରତିଶତ, ବିଜ୍ଞାନରେ ୮୮ ଦଶମିକ ୩୭ ପ୍ରତିଶତ, ବାଣିଜ୍ୟରେ ୬୬ ଦଶମିକ ୮୮ ପ୍ରତିଶତ ଉତ୍ତୀର୍ଣ୍ଣ…

Continue Readingପ୍ରକାଶ ପାଇଲା ଅନୁଗୁଳ ସରକାରୀ ମହାବିଦ୍ୟାଳୟର ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷା ଫଳ, ଉତ୍ତମ ପ୍ରଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ