ସ୍ତ୍ରୀହନ୍ତାକୁ ଦଶ ବର୍ଷ ସଶ୍ରମ କାରାଦଣ୍ଡ ଓ ଜରିମାନା
ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲା ଓ ଦୌରା ଜଜ ସ୍ତ୍ରୀହନ୍ତାକୁ ଦଶ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୂଚନା ମୁତାବକ, ସ୍ଥାନୀୟ ଜରାସିଂହା ଗ୍ରାମର ଦୁଷ୍ମନ୍ତ ସାହୁଙ୍କ ଭଉଣୀ କୁମାରୀ ଜରପଡା ଥାନା ଅନ୍ତର୍ଗତ ତୁବେ ଗ୍ରାମର ଶ୍ରୀନିବାସ ସାହୁଙ୍କ…





