ଅତୁଟ ରହିଛି ୧୬ ବର୍ଷର ନିଆରା ପରମ୍ପରା: ବୟୋଜ୍ୟେଷ୍ଠଙ୍କୁ ସମ୍ମାନିତ କଲା ପୂଜ୍ୟପୂଜା କମିଟି
କଣିହାଁ : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ବଡ଼ଗୁଣ୍ଡୁରୀ ପଞ୍ଚାୟତ ବଡ଼ହୀରା ଗ୍ରାମର ଯୁବଗୋଷ୍ଠୀଙ୍କ ପକ୍ଷରୁ ଗ୍ରାମର ବୟୋଜ୍ୟେଷ୍ଠ ନାଗରିକଙ୍କୁ ସମ୍ମାନିତ କରାଯାଇଛି। ବରିଷ୍ଠ ନାଗରିକ ପୂଜ୍ୟପୂଜା କମିଟି ପକ୍ଷରୁ ବଣଭୋଜିର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ପ୍ରଥମେ ଦିବଂଗତ ବୟୋଜ୍ୟେଷ୍ଠ ବରିଷ୍ଠ…





