ଆଗାମୀ ଶିକ୍ଷା ବର୍ଷରୁ ପ୍ରଥମରୁ ଦଶମ ଯାଏଁ ମଧ୍ୟାହ୍ନ ଭୋଜନ

ଅନୁଗୁଳ: ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ପ୍ରୟାସ କ୍ରମେ ଆଗାମୀ ଶିକ୍ଷାବର୍ଷରୁ ଶିକ୍ଷା ବିଭାଗରେ ଏକ ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ହୋଇଛି। ଏକ ସମୀକ୍ଷା ବୈଠକରେ ଯୋଗ ଦେଇ ସ୍କୁଲ୍‌ର ଶିକ୍ଷକମାନଙ୍କ ଉପରେ ଥିବା ଅଯଥା ଚାପକୁ ହ୍ରାସ…

Continue Readingଆଗାମୀ ଶିକ୍ଷା ବର୍ଷରୁ ପ୍ରଥମରୁ ଦଶମ ଯାଏଁ ମଧ୍ୟାହ୍ନ ଭୋଜନ

ଦୋସାରେ ଅସରପା!

ଅନୁଗୁଳ: ଦୋସା ମସଲାରେ ଅସରପା। ରବିବାର ସକାଳେ ଅନୁଗୁଳ ବସଷ୍ଟାଣ୍ଡ ସ୍ଥିତ ଏକ ହୋଟେଲରେ ଏଭଳି ଏକ ଘଟଣାକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ସ୍ବାମୀ ସ୍ତ୍ରୀ ଜଳଖିଆ ଖାଉଥିବା ବେଳେ ସ୍ଵାମୀଙ୍କ ଦୋସା ମସଲାରୁ ମଲା ଅସରପାଟିଏ ବାହାରିଲା।…

Continue Readingଦୋସାରେ ଅସରପା!

କରୋନା ଯୋଗୁଁ ପତ୍ରିକା ବେପାର ମାନ୍ଦା

ଅନୁଗୁଳ: ଲେଖକ, ପ୍ରକାଶକ, ପାଠକ ସମସ୍ତେ ଚାହିଁ ବସିଥାନ୍ତି ଶାରଦୀୟ ପତ୍ରିକା ହାଟକୁ। ଏହି ସମୟରେ ବରିଷ୍ଠ ଓ କନିଷ୍ଠ କବି ଓ ଲେଖକଙ୍କ ଲେଖାରେ ସମୃଦ୍ଧ ବିଭିନ୍ନ ପତ୍ରିକା ବଜାରକୁ ଆସେ। ପାଠକ ଓ ସାହିତ୍ୟପ୍ରେମୀ ପତ୍ରିକା କିଣନ୍ତି, ପଢ଼ନ୍ତି।…

Continue Readingକରୋନା ଯୋଗୁଁ ପତ୍ରିକା ବେପାର ମାନ୍ଦା

କରୋନା ମୁକାବିଲା

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଯୋଗଦାନ ପରଠାରୁ କରୋନା ମୁକାବିଲା ଉପରେ ସମ୍ପୂର୍ଣ୍ଣ ଫୋକସ୍‌ କରିଛନ୍ତି। ସାମାଜିକ ଦୂରତା ବଜାୟ ନ ରଖିଲେ ଦୋକାନ ସିଲ୍‌। ମାସ୍କ ନ ପିନ୍ଧିଲେ ଫାଇନ୍‌ ଆଦାୟକୁ ଜୋର‌୍‌ଦାର କରିବା ସହ କୋଭିଡ୍‌…

Continue Readingକରୋନା ମୁକାବିଲା

ପିଇବା ପାଣି ନଷ୍ଟ କଲେ ଦଣ୍ତ

ଅନୁଗୁଳ: ରାସ୍ତାକଡ଼ ଟ୍ୟାପ୍‌ରୁ ପାଣି ବୋହୁଥିବ ଯେ, ବୋହୁଥିବ। ସରକାରୀ, ବେସରକାରୀ କୋଠାଘର ପାଣି ଟାଙ୍କି ଭର୍ତ୍ତି ହୋଇ ଘଣ୍ଟା ଘଣ୍ଟା ଧରି ଉଛୁଳି ତଳେ ପଡୁଥିବ। ହେଲେ ଏସବୁ ପ୍ରତି କାହାରି ନିଘା ନଥାଏ। ଏବେ କିନ୍ତୁ ସେ ବେପରବାୟ…

Continue Readingପିଇବା ପାଣି ନଷ୍ଟ କଲେ ଦଣ୍ତ

ଫଳକରେ ସୀମିତ ଟେନିସ୍‌ ଏକାଡେମୀ

ଅନୁଗୁଳ: ଜିଲ୍ଲାରେ କ୍ରୀଡ଼ାର ଭିତ୍ତିଭୂମିର ବିକାଶ ପାଇଁ ବିଭିନ୍ନ ସମୟରେ ପ୍ରତିଶ୍ରୁତି ମିଳିଛି। କିନ୍ତୁ ସରକାରୀ ଅବହେଳା କାରଣରୁ କ୍ରୀଡ଼ାପ୍ରେମୀଙ୍କୁ ଅନେକ ସମୟରେ ନିରାଶ ହେବାକୁ ପଡ଼ିଛି। ଅନୁଗୁଳ ଷ୍ଟାଡିୟମ୍‌ ନିକଟରେ ଆଜକୁ ୭ ବର୍ଷ ତଳେ ଶିଳାନ୍ୟାସ ହୋଇଥିଲା ଟେନିସ୍‌…

Continue Readingଫଳକରେ ସୀମିତ ଟେନିସ୍‌ ଏକାଡେମୀ

ନିରାମୟରେ ଜୀବନ ରକ୍ଷାକାରୀ ଔଷଧ ଅଭାବ

ଅନୁଗୁଳ: ଅନୁଗୁଳରେ ନିରାମୟ ଔଷଧର ଘୋର ଅଭାବ ବେଳେ ରୋଗୀମାନେ ଜନଔଷଧୀ ଷ୍ଟୋର ଉପରେ ବହୁଳ ଭାବେ ନିର୍ଭର କରିଥାନ୍ତି। କିନ୍ତୁ ଏହି ଷ୍ଟୋରରେ ମଧ୍ଯ ସବୁବେଳେ ଜୀବନ ରକ୍ଷାକାରୀ ଔଷଧର ଅଭାବ ଦେଖାଦେଉଛି। ଫଳରେ ରୋଗୀମାନେ ହନ୍ତସନ୍ତ ହେଉଛନ୍ତି। ଆମ…

Continue Readingନିରାମୟରେ ଜୀବନ ରକ୍ଷାକାରୀ ଔଷଧ ଅଭାବ

ମା ବିରାଜିଲେ

ଅନୁଗୁଳ: ଆଜି ଅନୁଗୁଳ ସହରାଞ୍ଚଳରେ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇଛି। କୋଭିଡ୍‌ କଟକଣା ଯୋଗୁଁ ପୂଜା କମିଟିର କର୍ମକର୍ତ୍ତାମାନେ ନିରାଡ଼ମ୍ବର ଭାବେ ପୂଜା ସାରିବା ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି। ଆଜି ମହାସପ୍ତମୀ ପୂଜା ଅବସରରେ କଳସ ଶୋଭାଯାତ୍ରା, ହୋମ, ଯଜ୍ଞ,…

Continue Readingମା ବିରାଜିଲେ

ତାଳଚେରରେ ଦବିଲା ମାଟି

ତାଳଚେର: ତାଳଚେର ବାଘୁଆବୋଲ ଶିବ ମନ୍ଦିର ନିକଟରେ ଥିବା ଏକ କୂଅ ପାର୍ଶ୍ୱର ଚଟାଣ ପ୍ରାୟ ୪ ଫୁଟ ଦବି ଯାଇଛି। ତାଳଚେର ଅଞ୍ଚଳରେ ବାରମ୍ବାର ମାଟି ଦବିବା ଘଟଣା ନେଇ ଲୋକେ ଭୟଭୀତ ହୋଇ ପଡିଛନ୍ତି । ଅବ୍ୟବହୃତ ଭୂତଳ…

Continue Readingତାଳଚେରରେ ଦବିଲା ମାଟି

ବେଲଗାମ୍ ପିଆଜ ଦର

ଅନୁଗୁଳ: ଶୁକ୍ରବାର ଅନୁଗୁଳରେ ପିଆଜର ଖୁଚୁରା ଦର ୯୦ ଟଙ୍କାରେ ପହଞ୍ଚିଗଲାଣି। ପାର୍ବଣ ସମୟରେ ପିଆଜର ଏଭଳି ଦରବୃଦ୍ଧି ଗ୍ରାହକଙ୍କ ମୁଣ୍ତବ୍ୟଥାର କାରଣ ସାଜିଛି। ତେବେ ପିଆଜର ଦରବୃଦ୍ଧି ନୂଆ କଥା ନୁହେଁ, ଗତ ୨ ବର୍ଷ ହେଲା ଏଭଳି ପରିସ୍ଥିତି…

Continue Readingବେଲଗାମ୍ ପିଆଜ ଦର