ଚଳିତ ଶିକ୍ଷାବର୍ଷରୁ ଏମ୍ସିଏଲ୍ ସେଣ୍ଟ୍ରାଲ୍ ସ୍କୁଲ
ଅନୁଗୁଳ: ଚଳିତ ୨୦୨୨-୨୩ ଶିକ୍ଷାବର୍ଷରୁ ତାଳଚେର ଏମ୍ ସିଏଲ୍ ସୁଭଦ୍ରା ଏରିଆରେ ଏକ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଅନୁମୋଦନ କରିଛନ୍ତି। କେନ୍ଦ୍ରୀୟ ବିଦ୍ୟାଳୟ ସଂସ୍ଥାନ ଅନୁଯାୟୀ ସ୍ଥାୟୀ କୋଠା, ସମସ୍ତ ଶିକ୍ଷକ କର୍ମଚାରୀଙ୍କ ନିମନ୍ତେ…



