୧୬ ବର୍ଷରୁ କମ୍ କ୍ରିକେଟ ଦଳ ଘୋଷିତ
ଅନୁଗୁଳ: ଓଡ଼ିଶା କ୍ରିକେଟ ଆସୋସିଏସନ୍ ଆନୁକୂଲ୍ୟରେ ଭୁବନେଶ୍ବରଠାରେ ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ୧୬ ବର୍ଷରୁ କମ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଏଥିପାଇଁ ଶନିବାର ଅନୁଗୁଳ ଦଳ ଘୋଷଣା କରାଯାଇଛି । ପ୍ରଶିକ୍ଷଣ କ୍ୟାମ୍ପରେ ଖେଳାଳିଙ୍କ ପ୍ରଦର୍ଶନ ଆଧାରରେ…



