ଲଘୁଚାପ ଜନିତ ବର୍ଷା, ୬ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଅନୁଗୁଳ : ଲଘୁଚାପ ଜନିତ ପ୍ରବଳ ବର୍ଷା ନେଇ ରାଜ୍ୟରେ ସତର୍କତା ଜାରି । ଆଜି ଅତି ପ୍ରବଳ ବର୍ଷା ନେଇ ରାଜ୍ୟର ୬ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସମ୍ବଲପୁର, ସୋନପୁର,…

Continue Readingଲଘୁଚାପ ଜନିତ ବର୍ଷା, ୬ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ପେଟ୍ରୋଲ୍ ପମ୍ପରେ ମିଳିବ ଅକ୍ସିଜେନ ସିଲିଣ୍ଡର

ଅନୁଗୁଳ: ଅନୁଗୁଳ ଜିଲ୍ଲାର ବିଭିନ୍ନ ପେଟ୍ରୋଲ୍ ପମ୍ପରେ ଏଣିକି ଅକ୍ସିଜେନ ସିଲିଣ୍ଡର ଉପଲବ୍ଧହେଵ। ସଂପ୍ରତି କରୋନା ମହାମାରୀ ସମୟରେ ଆଜିଠାରୁ ଜିଲ୍ଲା ପେଟ୍ରୋଲିୟମ୍ ସଂଘ ପକ୍ଷରୁ ଏହି ନିଃଶୁଳ୍କ ସେବା ଆରମ୍ଭ ହୋଇଛି। ଜିଲ୍ଲାର କେଉଁ ପେଟ୍ରୋଲ୍ ପମ୍ପରେ ଅକ୍ସିଜେନ୍‌ ସିଲିଣ୍ଡର୍…

Continue Readingପେଟ୍ରୋଲ୍ ପମ୍ପରେ ମିଳିବ ଅକ୍ସିଜେନ ସିଲିଣ୍ଡର

ଚୋରି ଟ୍ରକ୍ ଉଦ୍ଧାର ; ୫ ଗିରଫ

ଅନୁଗୁଳ: ତାଳଚେରରୁ ଚୋରି ହୋଇଥିବା ଦୁଇଟି ଟ୍ରକ୍‌କୁ ପୁଲିସ ଉଦ୍ଧାର କରିବା ସହ ଏଥିରେ ସଂପୃକ୍ତ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପ୍ରକାଶ ଯେ, ଗତ ଅପ୍ରେଲ ୧୨ ତାରିଖ ରାତି ପ୍ରାୟ ୮ଟା ବେଳେ…

Continue Readingଚୋରି ଟ୍ରକ୍ ଉଦ୍ଧାର ; ୫ ଗିରଫ

କୋଭିଡ୍ ମହାମାରୀରେ ମିଥ୍ୟା ତଥ୍ୟ ପ୍ରଘଟ, ସାମ୍ବାଦିକ ଗିରଫ

ଅନୁଗୁଳ: କୋଭିଡ୍ ମହାମାରୀ ଭଳି ସମ୍ବେଦନଶୀଳ ସ୍ଥିତିରେ ମିଥ୍ୟା ଗୁଜବ ପ୍ରଚାର କରି ଜଣେ ସାମ୍ବାଦିକ ପୋଲିସ ହାତରେ ଗିରଫ ହୋଇଛନ୍ତି ।ମଙ୍ଗଳବାର ୮ତାରିଖ ଦିନ ବନ୍ତଳା ଅଂଚଳର ସାମ୍ବାଦିକ ବିଜୟ ସ୍ୱାଇଁ ଏକ ଫେସବୁକ ପୋଷ୍ଟ କରିଥିଲେ । ଏହି…

Continue Readingକୋଭିଡ୍ ମହାମାରୀରେ ମିଥ୍ୟା ତଥ୍ୟ ପ୍ରଘଟ, ସାମ୍ବାଦିକ ଗିରଫ

ସାବିତ୍ରୀ ଓ ରଜ ପାଇଁ କଡ଼ା ହେବ

ଅନୁଗୁଳ: ଜିଲ୍ଲାରେ କରୋନା ସଂକ୍ରମଣ କମୁଛି। ଏହା ଅର୍ଥ ନୁହେଁ, ଅବହେଳା କରିବା। ବରଂ ଏବେ ବି କଠୋର କୋଭିଡ୍ ନିୟମ ପାଳିବାର ଆବଶ୍ୟକତା ରହିଛି। ଆଉ ଏହି ନିୟମକୁ ଆସନ୍ତା ରଜ ଓ ସାବିତ୍ରୀରେ କଡାକଡି ଭାବେ ପାଳନ କରିବାକୁ…

Continue Readingସାବିତ୍ରୀ ଓ ରଜ ପାଇଁ କଡ଼ା ହେବ

୧୧ ପର୍ଯ୍ୟନ୍ତ କୁମୁଣ୍ଡା ପଞ୍ଚାୟତ ସଟ୍‌ଡାଉନ୍

ଅନୁଗୁଳ: ତାଳଚେର ବ୍ଲକ କୁମୁଣ୍ଡା ପଞ୍ଚାୟତରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସମଗ୍ର ପଞ୍ଚାୟତକୁ ମଙ୍ଗଳବାର ଠାରୁ ୪ ଦିନ ପାଇଁ ସଟ୍‌ଡାଉନ୍ ଘୋଷଣା କରାଯାଇଛି। ପଂଚାୟତ ଅନ୍ତର୍ଗତ ସମସ୍ତ ଗ୍ରାମକୁ ସ୍ଥାନୀୟ ସରପଞ୍ଚ ବିରଞ୍ଚି ସାହୁ ଆସନ୍ତା ୧୧ ତାରିଖ…

Continue Reading୧୧ ପର୍ଯ୍ୟନ୍ତ କୁମୁଣ୍ଡା ପଞ୍ଚାୟତ ସଟ୍‌ଡାଉନ୍

ଏଣିକି ଅନଲାଇନ୍‌ରେ ବିବାହ ଅନୁମତି

ଅନୁଗୁଳ: ବିବାହ ହେଉ ଅବା ଶୁଦ୍ଧିକ୍ରିୟା ଅନୁମତି ପାଇଁ ଆଉ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବନି । ଏଣିକି ଅନଲାଇନ୍‌ରେ ମିଳିବ ଏହି ସେବା । କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ନିତି ନୂଆ ନୂଆ ପଦକ୍ଷେପ ନେଉଥିବା ବେଳେ…

Continue Readingଏଣିକି ଅନଲାଇନ୍‌ରେ ବିବାହ ଅନୁମତି

ଜୁନ୍‌ ୧୦ରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଅନୁଗୁଳ: ଜୁନ୍‌ ୮ରୁ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଜୁନ୍ ୧୧ରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି…

Continue Readingଜୁନ୍‌ ୧୦ରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଆରମ୍ଭ ହେଲା ଯୁବଗୋଷ୍ଠୀଙ୍କୁ କରୋନା ଟିକାଦାନ

ଅନୁଗୁଳ: ଜିଲ୍ଲାରେ କରୋନା କଷଣ ଜାରି ରହିଛି। ଦ୍ୱିତୀୟ ଲହର ନ ଥମୁଣୁ ତୃତୀୟ ଲହର ଆସିବାର ସତର୍କ ଘଣ୍ଟି ବଜାଇଲାଣି । ଏହାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ସୋମବାର ଜିଲ୍ଲାର ଯୁବଗୋଷ୍ଠୀଙ୍କୁ ଟିକାଦାନ ଆରମ୍ଭ ହୋଇଛି। ରବିବାର…

Continue Readingଆରମ୍ଭ ହେଲା ଯୁବଗୋଷ୍ଠୀଙ୍କୁ କରୋନା ଟିକାଦାନ

ଜାତୀୟ ପତାକାକୁ ଅସମ୍ମାନ

ଅନୁଗୁଳ: ତ୍ରିରଙ୍ଗାକୁ ଅସମ୍ମାନ। ମାସାଧିକ କାଳ ଅନ୍ଧାରରେ ଉଡ଼ିବା ପରେ ଏବେ ସମ୍ପୂର୍ଣ୍ଣ ଭାବେ ଛିଣ୍ଡି ପଡ଼ିଛି। ଅନୁଗୁଳ ରେଲୱେ ଷ୍ଟେସନ୍‌ଠାରେ ଏଭଳି ଘଟଣା ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ସୃଷ୍ଟି କରିଛି।ରେଳ ବିଭାଗ କେବଳ ଏକ ବିରାଟ ଖମ୍ବରେ ଜାତୀୟ ପତାକା…

Continue Readingଜାତୀୟ ପତାକାକୁ ଅସମ୍ମାନ