ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକରେ ଓଡିଶା ବିଧାନସଭା ଉପ-ବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମୋ ସ୍କୁଲ ଅଭିଯାନ ଅନ୍ତର୍ଗତ ବୁଢ଼ାପଙ୍କ ଉଚ୍ଚ ବିଦ୍ୟାଳୟ, ତୁଳସୀପାଳ ଉଚ୍ଚ ବିଦ୍ୟାଳୟ ଓ କୁଲାଡ଼…

Continue Readingବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୁପଣ ସମ୍ପର୍କୀତ ପରାମର୍ଶଦାତା କମିଟି ବୈଠକ

ଅନୁଗୁଳ: ପ୍ରାକଗର୍ଭାବସ୍ଥା ଓ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୁପଣ ସମ୍ପର୍କୀତ ଜିଲ୍ଲା ସ୍ତରୀୟ ପରାମର୍ଶଦାତା କମିଟି ବୈଠକ ଶୁକ୍ରବାର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ଏହି ବୈଠକରେ ଶିଶୁ କନ୍ୟା ସଂଖ୍ୟା…

Continue Readingଗର୍ଭସ୍ଥ ଶିଶୁର ଲିଙ୍ଗ ନିରୁପଣ ସମ୍ପର୍କୀତ ପରାମର୍ଶଦାତା କମିଟି ବୈଠକ

ସମବାୟ ବ୍ୟାଙ୍କରୁ ୮ ଲକ୍ଷ ୯୧ ହଜାର ଟଙ୍କା ଲୁଟ୍

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ବଇଣ୍ଡାରେ ଥିବା ଅନୁଗୁଳ ସଂଯୁକ୍ତ ସମବାୟ ବ୍ୟାଙ୍କରୁ ଗୁରୁବାର ରାତିରେ ଏକ ବଡ ଧରଣ ଲୁଟ୍ ହୋଇଛି । ବ୍ୟାଙ୍କରେ ଥିବା ଲକର ଭାଙ୍ଗି ଚୋରମାନେ ୮ ଲକ୍ଷ ୯୧ ହଜାର ୧ଟଙ୍କା ଲୁଟିନେଇଛନ୍ତି।…

Continue Readingସମବାୟ ବ୍ୟାଙ୍କରୁ ୮ ଲକ୍ଷ ୯୧ ହଜାର ଟଙ୍କା ଲୁଟ୍

ନାଲକୋ ସିପିପିରେ ଭାଙ୍ଗିଲା ମେସିନ, ୨ ଗୁରୁତର

ଅନୁଗୁଳ: ଅନୁଗୁଳ ନାଲକୋ କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ(ସିପିପି)ରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ସୂଚନା ମୁତାବକ, ସପିପିକୁ ୱାଗନେରେ ଆସୁଥିବା କୋଇଲାକୁ ଏକାଠି କରିବା ପାଇଁ କୋଲ ହ୍ୟାଣ୍ଡଲିଂ ପ୍ଲାଣ୍ଟରେ ଏକ…

Continue Readingନାଲକୋ ସିପିପିରେ ଭାଙ୍ଗିଲା ମେସିନ, ୨ ଗୁରୁତର

ଆଜି ଠାରୁ ନାଇଟ୍ କର୍ଫ୍ୟୁ, ସହର ଉପକଣ୍ଠରେ ମଧ୍ଯ ଜୋରଦାର ଯାଞ୍ଚ

ଅନୁଗୁଳ: ଆଜି ଠାରୁ ଫେବ୍ରୁଆରୀ ୧ ତାରିଖ ପର୍ଯ୍ୟନ୍ତ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ଜାରି କରିଛନ୍ତି ରାଜ୍ୟ ସରକାର। ଅନୁଗୁଳ ଜିଲ୍ଲାର ୫୦ଟି ସ୍ଥାନରେ ଏହି ନାଇଟ୍ କର୍ଫ୍ୟୁକୁ କଡାକଡ଼ି ପାଳନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ…

Continue Readingଆଜି ଠାରୁ ନାଇଟ୍ କର୍ଫ୍ୟୁ, ସହର ଉପକଣ୍ଠରେ ମଧ୍ଯ ଜୋରଦାର ଯାଞ୍ଚ

ସେନାବାହିନୀରେ ନିଯୁକ୍ତି ନିମନ୍ତେ ପ୍ରାକ୍ ତାଲିମ ଶିବିର ୧୫ରୁ

ଅନୁଗୁଳ: ସେନାବା ହିନୀରେ ନିଯୁକ୍ତି ରାଲି ନିମନ୍ତେ ଅନୁଗୁଳର ପୁଲିସ ଟ୍ରେନିଂ କଲେଜଠାରେ ଏକ ପ୍ରାକ ତାଲିମ ଶିବିର ଚଳିତ ମାସ ୧୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି ଶିବିର ଫେବ୍ରୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହା ଏକ…

Continue Readingସେନାବାହିନୀରେ ନିଯୁକ୍ତି ନିମନ୍ତେ ପ୍ରାକ୍ ତାଲିମ ଶିବିର ୧୫ରୁ

ଜରପଡା ଡିଗ୍ରୀ ମହାବିଦ୍ୟାଳୟର ପରିଚାଳନା କମିଟିର ନୂତନ ସଭାପତି ମନୋନୀତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ଜରପଡା ପତିତପାବନ ଡିଗ୍ରୀ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ଭାବେ ଛେଣ୍ଡିପଦା ବ୍ଳକର ବାଲିପଟ୍ଟା ଗ୍ରାମର ଶରତ କୁମାର ଗଡନାୟକଙ୍କୁ ଉଚ୍ଚଶିକ୍ଷା ବିଭାଗଦ୍ଵାରା ମନୋନୀତ କରାଯାଇଛି । ଏହି ଅବସରରେ ମହାବିଦ୍ୟାଳୟ ପକ୍ଷରୁ…

Continue Readingଜରପଡା ଡିଗ୍ରୀ ମହାବିଦ୍ୟାଳୟର ପରିଚାଳନା କମିଟିର ନୂତନ ସଭାପତି ମନୋନୀତ

ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

ଅନୁଗୁଳ: ଅନୁଗୁଳ ବିଧାୟକ ତଥା ଉପ-ବାଚସ୍ପତି ରଜନୀକାନ୍ତ ସିଂହଙ୍କ ଦ୍ବାରା ଗୁରୁବାର ଅନୁଗୁଳ ବ୍ଲକରେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମୋ ସ୍କୁଲ ଅଭିଯାନର ଦ୍ଵିତୀୟ ପର୍ଯ୍ୟାୟରେ ବସଲା ଉଚ୍ଚ ବିଦ୍ୟାଳୟ, ଛେଳିଆପଡା ଉଚ୍ଚ ବିଦ୍ୟାଳୟ, ବେନ୍ତପୁର ଉଚ୍ଚ ବିଦ୍ୟାଳୟ…

Continue Readingବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

ରେଲ ଘରୋଇକରଣ ବିରୋଧ ଜନ ଅଭିଯାନ ପକ୍ଷରୁ ଦାବୀପତ୍ର ପ୍ରଦାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ରେଳ ଷ୍ଟେସନ୍ ଦେଇ କୋଭିଚ୍‌-୧୯ ପୂର୍ବରୁ ଚାଲୁଥିବା ପାସେଞ୍ଜର ଓ ଏକ୍ସପ୍ରେସ୍ ଟ୍ରେନ୍‌ ଗୁଡିକ ପୁନଃ ପ୍ରଚଳନ କରିବା ଦାବୀ ନେଇ ଗୁରୁବାର ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ରେଲ ଘରୋଇକରଣ ବିରୋଧ…

Continue Readingରେଲ ଘରୋଇକରଣ ବିରୋଧ ଜନ ଅଭିଯାନ ପକ୍ଷରୁ ଦାବୀପତ୍ର ପ୍ରଦାନ

ଚୋରି ଅଭିଯୋଗରେ ୨ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ମଝିକା ଅଞ୍ଚଳରେ ଥିବା ଏକ ପରିତ୍ୟକ୍ତ ପ୍ଲାଷ୍ଟିକ୍ କାରଖାନାରୁ ଚୋରି ଅଭିଯୋଗରେ ପୁଲିସ ବୁଧବାର ୨ ଜଣଙ୍କୁ ଗିରଫ କରିଛି। ସୂଚନା ଯେ, ପରଙ୍ଗ ଗାଁର ଅନିଲ ସାହୁ(୩୦) ଓ ଗୋପବନ୍ଧୁ…

Continue Readingଚୋରି ଅଭିଯୋଗରେ ୨ ଗିରଫ