ଭୋଟରତାଲିକାରୁ ବାଦ୍ ପଡିବା ନେଇ ବିଡିଓଙ୍କୁ ଦାବୀପତ୍ର ପ୍ରଦାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଘଣ୍ଟପଡା ପଞ୍ଚାୟତ ଅନ୍ତର୍ଗତ ଚାଳଗଡ ଗ୍ରାମର ୩ଟି ୱାର୍ଡର ୫୫୮ ଜଣ ସ୍ଥାୟୀ ବାସିନ୍ଦାଙ୍କ ନାମ ଭୋଟର ତାଲିକାରୁ ବାଦ୍ ପଡିବା ନେଇ ଗ୍ରାମବାସୀଙ୍କ ପକ୍ଷରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବ ଶଙ୍କର ମିଶ୍ରଙ୍କୁ…

Continue Readingଭୋଟରତାଲିକାରୁ ବାଦ୍ ପଡିବା ନେଇ ବିଡିଓଙ୍କୁ ଦାବୀପତ୍ର ପ୍ରଦାନ

୨୦୨୨ରେ ଏମସିଏଲ ନୂତନ ମାଇଲଖୁଣ୍ଟ ହାସଲ କରିବ: ଓ.ପି. ସିଂହ

ଅନୁଗୁଳ: ମହାନଦୀ କୋଲଫିଲ୍ଡସ ଲିଃ(ଏମସିଏଲ) ନୂତନ ମାଇଲଖୁଣ୍ଟ ହାସଲ କରିବ ଏବଂ ୨୦୨୨ ମସିହାରେ ୧ ନମ୍ବର କୋଇଲା କମ୍ପାନୀ ଭାବେ ଉଭା ହେବ ବୋଲି ସିଏମଡିର ଅତିରିକ୍ତ କାର୍ଯ୍ୟଭାର ଗ୍ରହଣ କରିବାପରେ ଶନିବାର ଦିନ ଓ.ପି.ସିଂହ ପ୍ରକାଶ କରିଛନ୍ତି ।…

Continue Reading୨୦୨୨ରେ ଏମସିଏଲ ନୂତନ ମାଇଲଖୁଣ୍ଟ ହାସଲ କରିବ: ଓ.ପି. ସିଂହ

ପାଣି ପାଇଁ ପମ୍ପ ହାଉସ୍କୁ ଘେରିଲେ ମହିଳା

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ତୁରଙ୍ଗ ଗ୍ରାମ ପଞ୍ଚାୟତରେ ୫ ଦିନ ହେଲା ପାଇପ୍ ଲାଇନରେ ପାଣି ଆସୁ ନଥିବାରୁ ପଞ୍ଚାୟତର ସମସ୍ତ ମହିଳା ମାନେ ରବିବାର ପମ୍ପ ହାଉସ୍କୁ ଘେରାଉ କରିଥିଲେ। ସୂଚନା ମୁାବକ, ତୁରଙ୍ଗ ପଞ୍ଚାୟତ…

Continue Readingପାଣି ପାଇଁ ପମ୍ପ ହାଉସ୍କୁ ଘେରିଲେ ମହିଳା

ସୋମବାର ଆରମ୍ଭ ହେବ ୧୫ ରୁ ୧୮ ବର୍ଷ ବୟସ ପିଲାମାନଙ୍କ ଟିକାକରଣ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ସୋମବାରଠାରୁ ୧୫ ରୁ ୧୮ ବର୍ଷ ବୟସ ପିଲାମାନଙ୍କ ଟିକାକରଣ ଆରମ୍ଭ ହେବ। ଏହି ଟୀକାକରଣ କାର୍ଯ୍ୟକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ତତ୍ତ୍ବାବଧାନରେ ସ୍ବତନ୍ତ୍ର ଦଳ ଗଠନ କରାଯାଇଛି।…

Continue Readingସୋମବାର ଆରମ୍ଭ ହେବ ୧୫ ରୁ ୧୮ ବର୍ଷ ବୟସ ପିଲାମାନଙ୍କ ଟିକାକରଣ

ଅଗ୍ନିବିପନ୍ନ ପରିବାରକୁ ସହାୟତା

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍ ଗୁରୁଜାଙ୍ଗୁଲି ପଞ୍ଚାୟତ ଅନ୍ତର୍ଗତ ପଡିଆଭଙ୍ଗା ଗ୍ରାମରେ ଅଗ୍ନିକାଣ୍ଡ ଘଟି ଗାଙ୍ଗୁଲି ନାୟକଙ୍କର ଘରଦ୍ଵାର, ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଏଥିରେ ତାଙ୍କର ମା’ ପୋଡ଼ି ଆହତ ହୋଇଛନ୍ତି। ପକ୍ଷାଘାତ ରୋଗରେ ପୀଡ଼ିତ ଗାଙ୍ଗୁଲି ଏହି…

Continue Readingଅଗ୍ନିବିପନ୍ନ ପରିବାରକୁ ସହାୟତା

ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ

ଅନୁଗୁଳ: ଇଂରାଜୀ ନବବର୍ଷ ଉପଲକ୍ଷେ ଶନିବାର ଅନୁଗୁଳ ପୌରପାଳିକାର ବିଭିନ୍ନ ଅଞ୍ଚଳରେ ଥିବା ମହାପୁରୁଷମାନଙ୍କ ପ୍ରତିମୂଷିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏଥିରେ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ନେତୃତ୍ବରେ ଜିଲ୍ଲାର ବିଶିଷ୍ଟ ବ୍ୟକ୍ତିମାନେ ସହରର ବିଭିନ୍ନ ସ୍ଥାନରେ ଥିବା…

Continue Readingମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ

ଶତାୟୁ ପୁରୁଷଙ୍କ ପରଲୋକ

ଅନୁଗୁଳ: ଅନୁଗୁଳର ବିଶିଷ୍ଟ ବ୍ୟବସାୟୀ ପଦ୍ମ ଚରଣ ସାହୁଙ୍କ ପିତୃ ବିୟୋଗ ଘଟିଛି। ପଦ୍ମଙ୍କ ପିତା ଝାରୁ ସାହୁଙ୍କ ୧୦୫ ବର୍ଷ ବୟସରେ ତୁରଙ୍ଗ ସ୍ଥିତ ବାସଭବନରେ ମଙ୍ଗଳ ବାର ଅପରହ୍ନରେ ପରଲୋକ ଘଟିଛି। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ…

Continue Readingଶତାୟୁ ପୁରୁଷଙ୍କ ପରଲୋକ

ହୁଲୁରିସିଂହାରୁ ବୋଲେରୋ ଚୋରି

ଅନୁଗୁଳ: ଅନୁଗୁଳ ସହରର ହୁଲୁରିସିଂହାରୁ ରବିବାର ବିଳମ୍ବିତ ରାତିରେ ଏକ ବୋଲେରୋ ଚୋରି ହୋଇଯାଇଛି। ଗାଡ଼ି ମାଲିକ ସନ୍ତୋଷ କୁମାର ପ୍ରଧାନ ତାଙ୍କ ବୋଲେରୋ (ଓଆର୧୯ଏମ୧୦୭୭) ହୁଲୁରିସିଂହା ନିଜ ଘର ନିକଟରେ ରଖିଥିଲେ। ମାତ୍ର ସକାଳେ ଆସି ଦେଖିଲା ବେଳକୁ ଘର…

Continue Readingହୁଲୁରିସିଂହାରୁ ବୋଲେରୋ ଚୋରି

ମୋବାଇଲ ଡାଟା ପ୍ୟାକ୍ ଓ ରିଚାର୍ଜ ଦରବୃଦ୍ଧି ବିରୁଦ୍ଧରେ ବିକ୍ଷୋଭ

ଅନୁଗୁଳ: ବର୍ଦ୍ଧିତ ମୋବାଇଲ୍ ଡାଟା ପ୍ୟାକ୍ ସହ ରିଚାର୍ଜ ଦେୟ ପ୍ରତ୍ୟାହାର କରିବା ଦାବିରେ ସୋମବାର ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମୋବାଇଲ୍ ଫୋନ୍ ସର୍ଭିସ୍ ପ୍ରୋଭାଇଡର ସଂସ୍ଥାଗୁଡିକ ଉପରେ ନିୟନ୍ତ୍ରଣ ପାଇଁ ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍…

Continue Readingମୋବାଇଲ ଡାଟା ପ୍ୟାକ୍ ଓ ରିଚାର୍ଜ ଦରବୃଦ୍ଧି ବିରୁଦ୍ଧରେ ବିକ୍ଷୋଭ

ଚୋରି ସୁନା କିଣିବା ଅଭିଯୋଗରେ ଗହଣା ଦୋକାନୀ ଗିରଫ

ଅନୁଗୁଳ: ଅନୁଗୁଳ ଟାଉନ ଥାନା ଅଞ୍ଚଳରେ ଚିନତାଇ ହୋଇଥିବା ସୁନା ଗହଣା କିଣିଥିବା ଅଭିଯୋଗରେ ପୁଲିସ ଜଣେ ଗହଣା ଦେକାନୀଙ୍କୁ ସୋମବାର ଗିରଫକରିଛି। ସୂଚନା ଅନଯାୟୀ, ଗତ କିଛିଦିନ ତଳେ ଅନୁଗୁଳ ସହର ତାମ୍‌ରିତ୍ ‌‌  କଲୋନୀରେ ଜଣେ ମହିଳାଙ୍କ ସୁନା…

Continue Readingଚୋରି ସୁନା କିଣିବା ଅଭିଯୋଗରେ ଗହଣା ଦୋକାନୀ ଗିରଫ