ଧମକ ଦେଇ ଟଙ୍କା ମାଗିବା ଅଭିଯୋଗରେ ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ କହ୍ନେଇ ନଗରର ଜଣେ ବ୍ୟକ୍ତିଙ୍କୁ ଧମକାଇ ଟଙ୍କା ମାଗିବା ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, କହ୍ନେଇନଗରର ବିଷ୍ଣୁ ଚରଣ ନାଏକ ସେହିଗାଁର କରୁଣାକର ସାହୁଙ୍କୁ…

Continue Readingଧମକ ଦେଇ ଟଙ୍କା ମାଗିବା ଅଭିଯୋଗରେ ଜଣେ ଗିରଫ

ପଞ୍ଜାବରେ ରାଷ୍ଟ୍ରପତି ଶାସନ ପାଇଁ ଜିଲ୍ଲା ବିଜେପିର ଦାବି

ଅନୁଗୁଳ: ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବାକୁ କଂଗ୍ରେସ ଷଡ଼ଯନ୍ତ୍ର କରୁଛି। ତେଣୁ ପଞ୍ଜାବରେ ରାଷ୍ଟ୍ରପତି ଶାସନ ପାଇଁ ଅନୁଗୁଳ ଜିଲ୍ଲା ବିଜେପି ଦାବି କରିଛି। ଜିଲ୍ଲା ବିଜେପି ତରଫରୁ ଏକ ପ୍ରେସ ବିବୃତିରେ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୁଧବାର ପଞ୍ଜାବ…

Continue Readingପଞ୍ଜାବରେ ରାଷ୍ଟ୍ରପତି ଶାସନ ପାଇଁ ଜିଲ୍ଲା ବିଜେପିର ଦାବି

ପୁଣି ଫେରିଲା ନାଇଟ୍ କର୍ଫ୍ୟୁ, ସ୍କୁଲ କଲେଜ ବନ୍ଦ

ଅନୁଗୁଳ: କୋଭିଡ଼ର ନୂଆ ଭାରିଆଣ୍ଟ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏସଆରସି ଜାରି କଲେ ନୂଆ ଗାଇଡଲାଇନ । ଏଣିକି ରାତି ୯ଟାରୁ ରାଜ୍ୟର ସବୁ ସହରାଞ୍ଚଳରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ । ହାଟ ବଜାରରେ ଭିଡ଼ ହ୍ରାସ କରିବାକୁ…

Continue Readingପୁଣି ଫେରିଲା ନାଇଟ୍ କର୍ଫ୍ୟୁ, ସ୍କୁଲ କଲେଜ ବନ୍ଦ

ପୌର ନିର୍ବାଚନ ପାଇଁ ସାନି ସଂରକ୍ଷଣ ଚିଠା ତାଲିକା

ଅନୁଗୁଳ: ଆଗାମୀ ପୌର ନିର୍ବାଚନ ପାଇଁ ଅନୁଗୁଳ ପୌରାଞ୍ଚଳର ସାନି ସଂରକ୍ଷଣ ଚିଠା ତାଲିକା ସୋମବାର ପ୍ରକାଶ ପାଇଛି । ମୂଳ ତାଲିକାରେ ଥିବା ୫ଟି ଆସନ ଯଥାକ୍ରମେ ପଛୁଆବର୍ଗ ଓ ପଛୁଆବର୍ଗ(ମହିଳା)ଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ସାନି ତାଲିକାରେ…

Continue Readingପୌର ନିର୍ବାଚନ ପାଇଁ ସାନି ସଂରକ୍ଷଣ ଚିଠା ତାଲିକା

ବିଜେପି ଓବିସି ମୋର୍ଚ୍ଚା ପ୍ରତିବାଦ ବୈଠକ

ଅନୁଗୁଳ: ଜିଲ୍ଲା ବିଜେପି ଓବିସି ମୋର୍ଚ୍ଚାପକ୍ଷରୁ ଜିଲ୍ଲାର ଆଠଟି ବ୍ଲକ ଓ ତିନୋଟି ପୌରାଞ୍ଚଳରେ ପ୍ରତିବାଦ ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ କରାଯିବ । ଏନେଇ ଓବିସି ମୋର୍ଚ୍ଚା ପକ୍ଷରୁ ମଙ୍ଗଳବାର ଏକ ବୈଠକର ଆୟୋଜନ କରାଯାଇଥିଲା । ଅପରାହ୍ନରେ ଜୁମ୍…

Continue Readingବିଜେପି ଓବିସି ମୋର୍ଚ୍ଚା ପ୍ରତିବାଦ ବୈଠକ

ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ଅନୁଗୁଳ: କରଜ ଭାରରେ ବୁଡ଼ି ମାନସିକ ଭାରସାମ୍ୟ ହରାଇ ଦମ୍ପତି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ପତ୍ନୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ଵାମୀ ଗୁରୁତର ହୋଇପଡ଼ିଥିବା ଜଣାପଡ଼ିଛି। ମୃତକ ଜଣଙ୍କ ଅନୁଗୁଳ ସହର ଉପକଣ୍ଠ ଗୀତା ଗ୍ରାମ ୧୬ ନମ୍ବର ୱାର୍ଡର ପଦ୍ମାବତୀ…

Continue Readingଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ବୁଧବର ଖୋଲିବ ଧାନ ମଣ୍ଡି

ଅନୁଗୁଳ:ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡରେ ଆସନ୍ତା ୫ ତାରିଖରୁ ଧାନ କ୍ରୟ ଆରମ୍ଭ କରାଯିବ ବୋଲି ଜଣାଯାଇଛି । ନିଜର ହକ ପାଇଁ ସମବାୟ ସମିତିର କର୍ମଚାରୀମାନେ ଧାରଣାରେ ବସିବା ପରେ ସରକାରଙ୍କ ସହିତ ବୁଝାମଣା କରି ସମବାୟ ସମିତିର କର୍ମଚାରୀମାନେ…

Continue Readingବୁଧବର ଖୋଲିବ ଧାନ ମଣ୍ଡି

ଚୋରି ଘଟଣାରେ ୨ ଅଭିଯୁକ୍ତ ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଶଙ୍ଖପୁର ଗାଁର ଏକ ଚୋରି ଘଟଣାରେ ପୁଲିସ ସୋମବାର ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ଯେ, ୨୦୨୧ ଅକ୍ଟୋବର ୧୦ ତାରିଖରେ ଶଙ୍ଖପୁର ଗାଁର ଦୁଷ୍ମନ୍ତ ଦେହୁରୀଙ୍କ ଘର ଆଜବେଷ୍ଟସ୍…

Continue Readingଚୋରି ଘଟଣାରେ ୨ ଅଭିଯୁକ୍ତ ଯୁବକ ଗିରଫ

ଆଦିବାସୀଙ୍କୁ ସଂରକ୍ଷଣ ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ଅନୁଗୁଳ: ଅନୁଗୁଳ ଜିଲ୍ଲା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅନୁସୂଚିତ ଜନଜାତିଙ୍କ ସଂରକ୍ଷଣ ଦାବିରେ ଅନୁଗୁଳ ସମ୍ମିଳିତ ଆଦିବାସୀ ସମାଜ ପକ୍ଷରୁ ଜିଲ୍ଲାପାଳଙ୍କୁ ସୋମବାର ଦାବୀପତ୍ର ପ୍ରଦାନ କରାଯାଇଛି। ଜିଲ୍ଲାର ୮ଟି ବ୍ଲକ୍ର ୨୨୫ଟି ଗ୍ରାମ ପଞ୍ଚାୟତ ରହିଛି। ୨୦୨୨ରେ ହେବାକୁ ଯାଉଥିବା…

Continue Readingଆଦିବାସୀଙ୍କୁ ସଂରକ୍ଷଣ ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ଓବିସିଙ୍କୁ ସଂରକ୍ଷଣ ଦାବିରେ ବିଜେପିର ଦାବିପତ୍ର

ଅନୁଗୁଳ: ଅନୁଗୁଳ ଜିଲ୍ଲା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଓବିସି ବର୍ଗଙ୍କୁ ସଂରକ୍ଷଣ ଦେବା ଦାବିରେ ଅନୁଗୁଳ ବିଜେପି ତରଫରୁ ସୋମବାର ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯିବାସହ ରାଜ୍ୟପାଳଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି…

Continue Readingଓବିସିଙ୍କୁ ସଂରକ୍ଷଣ ଦାବିରେ ବିଜେପିର ଦାବିପତ୍ର