ବଡ଼ଦିନ ଓ ନୂଆବର୍ଷ ପାଇଁ ଗାଇଡ଼ଲାଇନ

ଅନୁଗୁଳ: ବଡ଼ଦିନ ଓ ନୂଆବର୍ଷ ପାଳନ ଉପରେ ଲାଗିଛି କଟକଣା। ସ୍ୱତନ୍ତ୍ର ରିଲିଫ୍ କମିଶନର ନୂଆ କଟକଣା ଜାରି କରିଛନ୍ତି। ଡିସେମ୍ବର ୨୫ରୁ ଜାନୁଆରୀ ୨ ତାରିଖ ଯାଏ ଜନସମାବେଶ, ର‌୍ୟାଲି, ସାଂସ୍କୃତିକ କାର୍ଯ୍ୟକ୍ରମ ବାରଣ କରାଯାଇଛି । ଖ୍ରୀଷ୍ଟମାସ ଉତ୍ସବ…

Continue Readingବଡ଼ଦିନ ଓ ନୂଆବର୍ଷ ପାଇଁ ଗାଇଡ଼ଲାଇନ

ଭର୍ଚ୍ଚୁଆଲ ମୋଡ୍‌ରେ ଅତ୍ୟାଧୁନିକ ବସଷ୍ଟାଣ୍ଡର ଶିଳାନ୍ୟାସ

ଅନୁଗୁଳ: ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଗୁରୁବାର ଅନୁଗୁଳ ସମେତ ୨୨ଟି ଜିଲ୍ଲାରେ ଅତ୍ୟାଧୁନିକ ୫୫ଟି ବସଷ୍ଟାଣ୍ଡର ଭିତ୍ତୀପ୍ରସ୍ତର ସ୍ଥାପନ କରାଯାଇଛି। ଅନୁଗୁଳ ଜିଲ୍ଲାର କଣିହାଁ ଓ ପାଳଲହଡା ଠାରେ ୨ଟି ବସଷ୍ଟାଣ୍ଡ ନିର୍ମାଣ ହେବ। ରାଜ୍ୟର ବିଭିନ୍ନ ସ୍ଥାନକୁ ଗମନାଗମନର ସୁବିଧାକୁ ଦୃଷ୍ଟିରେ…

Continue Readingଭର୍ଚ୍ଚୁଆଲ ମୋଡ୍‌ରେ ଅତ୍ୟାଧୁନିକ ବସଷ୍ଟାଣ୍ଡର ଶିଳାନ୍ୟାସ

ଆନ୍ତଃ ଜିଲ୍ଲା ଦୌଡ଼କୁଦ ଓ କ୍ରୀଡ଼ା ଆରମ୍ଭ

ଅନୁଗୁଳ: ଖଲାରୀ ହାଇସ୍କୁଲ ପଡ଼ିଆରେ ଗୁରୁବାର ଠାରୁ ଆରମ୍ଭ ହୋଇଛି ଦ୍ବିତୀୟ ଆନ୍ତଃଜିଲ୍ଲା ଦୌଡ଼କୁଦ ଓ କ୍ରୀଡ଼ା ପ୍ରତିଯୋଗିତା। ଖଲାରୀର ରାମେଶ୍ଵର ୟୁଥ କ୍ଲବ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାକୁ ମୁଖ୍ୟ ଅତିଥି ଅନ୍ତର୍ଜାତୀୟ କ୍ରୀଡ଼ାବିତ୍ ପ୍ରକାଶ ଚନ୍ଦ୍ର ଗଡ଼ନାୟକ ଉଦ୍‌ଘାଟନ…

Continue Readingଆନ୍ତଃ ଜିଲ୍ଲା ଦୌଡ଼କୁଦ ଓ କ୍ରୀଡ଼ା ଆରମ୍ଭ

ଖବର କାଗଜ ବିତରକମାନଙ୍କୁ ପ୍ରଦାନ କରାଗଲା ଆର୍ଥିକ ପ୍ରୋତ୍ସାହନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଖବରକାଗଜ ବିତରକମାନଙ୍କୁ କୋଭିଡର ଆର୍ଥିକ ସହାୟତା ଓ ସାମାଜିକ ନିରାପତ୍ତା ପ୍ରଦାନ କରାଯାଇଛି। ଗୁରୁବାର ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଭର୍ଚ୍ଚୁଆଲ ମୋଡରେ ଶୁଭାରମ୍ଭ କରିଛନ୍ତି। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏହି ଉପଲକ୍ଷେ ଆୟୋଜିତ…

Continue Readingଖବର କାଗଜ ବିତରକମାନଙ୍କୁ ପ୍ରଦାନ କରାଗଲା ଆର୍ଥିକ ପ୍ରୋତ୍ସାହନ

ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରଶାସନ ଭବନ ଉଦ୍‌ଘାଟିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଗୁରୁବାର ପ୍ରଶାସନ ଭବନ ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭାର ଉପ-ବାଚସ୍ପତି ରଜନୀକାନ୍ତ ସିଂହ ଯୋଗ ଦେଇ ପ୍ରଶାସନ ଭବନ ଉଦ୍‌ଘାଟିତ କରିଛନ୍ତି। ସାମ୍ମାନୀତ ଅତିଥି ଭାବେ…

Continue Readingବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରଶାସନ ଭବନ ଉଦ୍‌ଘାଟିତ

ଜାତୀୟ କ୍ଷୁଦ୍ର ଶିଳ୍ପ ନିଗମ(ଏନ୍ଏସ୍ଆଇସି)ର ସ୍ୱାଧୀନ ନିର୍ଦ୍ଦେଶକ ହେଲେ କାଳନ୍ଦୀ ସାମଲ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ବରିଷ୍ଠ ବିଜେପି ନେତା ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଙ୍କୁ ଭାରତ ସରକାରଙ୍କ ର ଜାତୀୟ କ୍ଷୁଦ୍ର ଶିଳ୍ପ ନିଗମର ସ୍ୱାଧୀନ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ନୂତନ ଭାବେ ଏଭଳି ଏକ ଗୁରୁ ଦାୟିତ୍ୱ ମିଳି…

Continue Readingଜାତୀୟ କ୍ଷୁଦ୍ର ଶିଳ୍ପ ନିଗମ(ଏନ୍ଏସ୍ଆଇସି)ର ସ୍ୱାଧୀନ ନିର୍ଦ୍ଦେଶକ ହେଲେ କାଳନ୍ଦୀ ସାମଲ

ସରକାରୀ କର୍ମଚାରୀ ମାନ୍ୟତା ଦାବିରେ ପାଚିକା ସହାୟିକାଙ୍କ ବିକ୍ଷୋଭ

ଅନୁଗୁଳ: ପାଚିକା ସହାୟିକାଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଦାବିରେ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ ସେମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ସହ ମାସକୁ ୨୧ ହଜାର…

Continue Readingସରକାରୀ କର୍ମଚାରୀ ମାନ୍ୟତା ଦାବିରେ ପାଚିକା ସହାୟିକାଙ୍କ ବିକ୍ଷୋଭ

ଅନୁଗୁଳରେ ଗୁଟ୍‌ଖା କଳାବଜାରୀ

ଅନୁଗୁଳ: ସମ୍ବଲପୁର ସହର ଉପକଣ୍ଠ ପରଧିପାଲିରେ ଥିବା ଗୁଟ୍‌ଖା ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ପରେ ଅନୁଗୁଳ ସହରାଞ୍ଚଳରେ ଗୁଟ୍‌ଖାର କଳାବଜାରୀ ଆରମ୍ଭ ହୋଇଯାଇଛି । ଦୋକାନୀ ଗୁଟ୍‌ଖା ପିଛା ୨ଟଙ୍କା ଲେଖାଏଁ ବଢ଼ାଇ ଦେଇଛନ୍ତି। କମଳା ପସନ୍ଦ ପ୍ୟାକେଟ୍ ପୂର୍ବରୁ ୧୪୦ ଟଙ୍କାରେ…

Continue Readingଅନୁଗୁଳରେ ଗୁଟ୍‌ଖା କଳାବଜାରୀ

ଆଜି ଅନୁଗୁଳରୁ କଟକ-ଭୁବନେଶ୍ବରକୁ ଗଡିବନି ବସ୍

ଅନୁଗୁଳ: ଆଜି ଅନୁଗୁଳ-କଟକ ରୁଟ୍‌ରେ ୧୨ ଘଣ୍ଟିଆ ବସ୍‌ ଧର୍ମଘଟ। ୫୫ ନମ୍ବର ଜାତୀୟ ରାଜପଥର ସମସ୍ୟାକୁ ନେଇ ଡାକରା ଦେଇଛି ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ । ଫଳରେ ସେହି ରୁଟରେ ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ…

Continue Readingଆଜି ଅନୁଗୁଳରୁ କଟକ-ଭୁବନେଶ୍ବରକୁ ଗଡିବନି ବସ୍

ଉତ୍ତରାଞ୍ଚଳ ରାଜସ୍ବ କମିଶନରଙ୍କ ଅନୁଗୁଳ ଗସ୍ତ

ଅନୁଗୁଳ: ଉତ୍ତରାଞ୍ଚଳ ରାଜସ୍ବ କମିଶନର ଡ଼ଃ ସୁରେଶ କୁମାର ଦଳେଇ ବୁଧବାର ଅନୁଗୁଳ ଜିଲ୍ଲାକୁ ଗସ୍ତରେ ଆସି କୋର୍ଟ କାର୍ଯ୍ୟ, ଜିଲ୍ଲା କାର୍ଯ୍ୟାଳୟ ଓ ଜିଲ୍ଲା ସବ୍ ରେଜିଷ୍ଟର କାର୍ଯ୍ୟାଳୟର ବାର୍ଷିକ ନିରୀକ୍ଷଣ କରିଥିଲେ। ସକାଳେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ…

Continue Readingଉତ୍ତରାଞ୍ଚଳ ରାଜସ୍ବ କମିଶନରଙ୍କ ଅନୁଗୁଳ ଗସ୍ତ