ଚୋରି ସନ୍ଦେହରେ ନାବାଳକକୁ ବାନ୍ଧି ନିସ୍ତୁକ ମାଡ଼
ଅନୁଗୁଳ: ବୁଧବାର ସକାଳେ ଅନୁଗୁଳ ସହର ଉପକଣ୍ଠ କରଡ଼ାଗାଡ଼ିଆ ଛକରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଏକ ଗ୍ୟାରେଜରୁ ଚୋରି ସନ୍ଦେହରେ ନାବାଳକକୁ ଗ୍ୟାରେଜ ମାଲିକ ଖୁଣ୍ଟରେ ବାନ୍ଧି ବାଡ଼ିଆପିଟା କରିଥିଲେ। ତେବେ କିଛି ସମୟ ପରେ ଧମକ ଚମକ୍…
ଅନୁଗୁଳ: ବୁଧବାର ସକାଳେ ଅନୁଗୁଳ ସହର ଉପକଣ୍ଠ କରଡ଼ାଗାଡ଼ିଆ ଛକରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଏକ ଗ୍ୟାରେଜରୁ ଚୋରି ସନ୍ଦେହରେ ନାବାଳକକୁ ଗ୍ୟାରେଜ ମାଲିକ ଖୁଣ୍ଟରେ ବାନ୍ଧି ବାଡ଼ିଆପିଟା କରିଥିଲେ। ତେବେ କିଛି ସମୟ ପରେ ଧମକ ଚମକ୍…
ଅନୁଗୁଳ: ଗତ କିଛି ଦିନ ଧରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଏକମାତ୍ର ଶବ ବାହକ ଗାଡ଼ି ମହାପ୍ରୟାଣ ଅଚଳ ହୋଇପଡ଼ିଛି। ଏହାକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବା କଥା। ମାତ୍ର ତାହା ହେଉନାହିଁ। ଏହାଫଳରେ ଡାକ୍ତରଖାନାରେ ମୃତ ବ୍ୟକ୍ତିମାନଙ୍କୁ…
ଅନୁଗୁଳ: ମଙ୍ଗଳବାର ସନ୍ଧ୍ୟାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶୀତଳ ପ୍ଲାଜା ମାର୍କେଟ କମ୍ପ୍ଲେକ୍ସକୁ ୭ ଦିନ ପାଇଁ ସିଲ୍ କରା ଯାଇଛି।ଏହି କମ୍ପ୍ଲେକ୍ସ ରେ ଗୋଦାମ ଓ ଦୋକାନ ମିଶାଇ ୧୦୦ ଟି ଘର ରହିଛି । ନିୟମିତ କୋଭିଡ୍ ପରୀକ୍ଷା…
ଅନୁଗୁଳ: ପୂଜା ଋତୁରେ ବୋନସ୍ ନମିଳିବାରୁ କ୍ଷୁବ୍ଧ ହୋଇଛନ୍ତି ରେଳବାଇ କର୍ମଚାରୀ। ସେଥିପାଇଁ ଅନୁଗୁଳ ରେଳବାଇ କର୍ମଚାରୀମାନେ ସୋମବାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମହାମାରୀ ସମୟରେ କର୍ମଚାରୀମାନେ ନିଷ୍ଠାପର ଭାବେ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କୁ ସର୍ବନିମ୍ନ ସୁବିଧା ମିଳୁନଥିବା ଅଭିଯୋଗ…
ତାଳଚେର : ତାଳଚେର ସରାଙ୍ଗ ବ୍ରାହ୍ମଣୀ ବ୍ରିଜ ଉପରେ ମଙ୍ଗଳବାର ପୂର୍ବାହ୍ନରେ ଭୟଙ୍କର ଦୁର୍ଘଟଣା ଘଟିଛି। ସ୍କର୍ପିଓ ଧକ୍କାରେ ଦୁଇ ବାଇକ୍ ଛିନ ଛତର, ଜଣେ ମୋଟରସାଇକେଲ ଆରୋହୀ ନଦୀ ଭିତରକୁ ଛିଟିକି ପଡ଼ିଥିଲେ।ଅନ୍ୟ ଜଣକ ପୋଲ ଉପରେ କଚାଡି ହୋଇ…
ଅନୁଗୁଳ: ଶାରଦୀୟ ପାର୍ବଣ ଅବସରରେ ଅନୁଗୁଳ ସହରରେ ଫୁଲ କାରବାର ସମ୍ପୂର୍ଣ ମାଡ଼ ଖାଇଯାଇଛି। ପ୍ରତିବର୍ଷ ପାର୍ବଣ ଅବସରରେ ଅନୁଗୁଳ ସହରରେ ପ୍ରାୟ ୭ ଟନ୍ ଫୁଲ ବିକ୍ରିବଟା ହୋଇଥାଏ। ହେଲେ ଚଳିତ ବର୍ଷ କୋଭିଡ୍ କଟକଣା ଯୋଗୁଁ ଆଡ଼ମ୍ବରପୂର୍ଣ୍ଣ ପୂଜା…
ଅନୁଗୁଳ: ସୋମବାର ସନ୍ଧ୍ୟାରେ ଅନୁଗୁଳ କମଲେଶ ହୋଟେଲ୍ ନିକଟରୁ ମୋବାଇଲ୍ ଛଡ଼ାଇ ଧରା ପଡିଛନ୍ତି ଦୁଇ ଦୁର୍ବୃତ୍ତ। ଆଙ୍କୁଲା ଗ୍ରାମର ଜଣେ ଯୁବକ ମୋବାଇଲରେ କଥା ହେଇ ସାଇକେଲରେ ସର୍କିଟ ହାଉସ ଆଡକୁ ଯାଉଥିବାବେଳେ ଦୁଇ ଜଣ ଯୁବକ ପଛପଟୁ ବାଇକରେ…
ଅନୁଗୁଳ: ଅନୁଗୁଳ ପୌରପାଳିକା ଭିତରେ ବୁଲା ଗାଈଗୋରୁଙ୍କ ଉତ୍ପାତ ଏକ ସାଧାରଣ କଥା। ବସ୍ଷ୍ଟାଣ୍ଡ, ବଜାର, ଗାନ୍ଧୀପାର୍କ, ୫୫ ନଂ ଜାତୀୟ ରାଜପଥ ସବୁଠି ପଲପଲ ଗୋରୁ। ଏହାଦ୍ବାରା ଛୋଟବଡ଼ ଦୁର୍ଘଟଣା ତ ଘଟୁଛି, ଟ୍ରାଫିକ୍ ବ୍ୟବସ୍ଥାରେ ମଧ୍ୟ ବାଧା ଉପୁଜୁଛି।…
ଅନୁଗୁଳ: ଏକ ପ୍ରକାର ଛେଉଣ୍ଡ ହୋଇ ପଡ଼ିଛି ବିଜୁ ମୈଦାନ। ଓଡ଼ିଶାର ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ, ସହରର ଏକ ଗୁରୁତ୍ବପୂର୍ଣ୍ଣ ଇଲାକାରେ ଥିବା ଏହି ମୈଦାନର ରକ୍ଷଣାବେକ୍ଷଣ ପ୍ରତି କିନ୍ତୁ ସାମାନ୍ୟତମ ଉଦ୍ୟମ ପ୍ରଶାସନିକ ସ୍ତରରେ…
ଅନୁଗୁଳ: ଗତ ରବିବାର ଓଡ଼ିଶାର ବିଭିନ୍ନ ଜିଲ୍ଲା ପାଇଁ କଂଗ୍ରେସ କମିଟି ସଭାପତିଙ୍କ ନାଁ ଘୋଷଣା କରାଯାଇଥିବାବେଳେ ଅନୁଗୁଳରୁ ବିପ୍ଳବ ଜେନା ଦ୍ବିତୀୟ ଥର ପାଇଁ ଡିସିସି ସଭାପତି ମନୋନୀତ ହୋଇଛନ୍ତି। ଏଥିନେଇ ଶ୍ରୀ ଜେନା ରାଷ୍ଟ୍ରୀୟ କଂଗ୍ରେସ ଅଧ୍ୟକ୍ଷା ସୋନିଆ…