ବୁଧବାରଠୁ ୧୪ ଦିନିଆ ଲକଡାଉନ୍
ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି। ଆସନ୍ତା ୫ ତାରିଖରୁ(ବୁଧବାର) ଠାରୁ ରାଜ୍ୟରେ ୧୪ ଦିନିଆ ଲକଡାଉନ୍ ଘୋଷଣା ହୋଇଛି। ୫ ତାରିଖ ସକାଳ ୫ଟାରୁ ତାଲାବନ୍ଦ । ୧୯ ତାରିଖ ସକାଳ ଯାଏ ଲକ୍ଡାଉନ୍ ଘୋଷଣା…
ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି। ଆସନ୍ତା ୫ ତାରିଖରୁ(ବୁଧବାର) ଠାରୁ ରାଜ୍ୟରେ ୧୪ ଦିନିଆ ଲକଡାଉନ୍ ଘୋଷଣା ହୋଇଛି। ୫ ତାରିଖ ସକାଳ ୫ଟାରୁ ତାଲାବନ୍ଦ । ୧୯ ତାରିଖ ସକାଳ ଯାଏ ଲକ୍ଡାଉନ୍ ଘୋଷଣା…
ଅନୁଗୁଳ: ଶିଳ୍ପଜିଲ୍ଲା ଅନୁଗୁଳରେ ଅଣାୟତ୍ତ ହୋଇଛି କରୋନା ସଂକ୍ରମଣ। ଗାଁ’ଠୁ ସହର, ସବୁଠି ଏହାର ଆତଙ୍କ ପରିଲକ୍ଷିତ ହେଉଛି । ଜିଲ୍ଲାରେ କରୋନା ସ୍ଥିତି ଦିନକୁ ଦିନ ଅଧିକ ବିଗୁଡୁଥିବା ବେଳେ ଏଥିରୁ ବର୍ତ୍ତି ବାର ଏକମାତ୍ର ପ୍ରତିଷେଧକ ହେଉଛି ସତର୍କତା।…
ଅନୁଗୁଳ: କରୋନା କାଳରେ ଶିଳ୍ପନଗରୀ ଅନୁଗୁଳରେ ବାଇକ୍ ଚୋରଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ନିତି ଜିଲ୍ଲାର ବିଭିନ୍ନ ଥାନା ଇଲାକାରୁ ବାଇକ୍ ଚୋରି ହେଉଥିବା ଅଭିଯୋଗ ସାମ୍ନାକୁ ଆସୁଛି। ମଙ୍ଗଳବାର ଦିନ ଉଭୟ ନାଲ୍କୋନଗର ଓ ବଅଁରପାଳ ଥାନା ଇଲାକାରୁ ୨ଟି…
ଅନୁଗୁଳ: ଏମ୍ସିଏଲ୍ର ଅନନ୍ତ ବିହାର କଲୋନୀ ଅଞ୍ଚଳରେ ବୁଧବାର ଏକ ବାହାଘରରେ କୋଭିଡ୍ ନିୟମ ଉଲଂଘନ ମହଙ୍ଗା ପଡ଼ିଛି। ପୁଲିସ ଟିମ୍ ଚଢ଼ଉ କରି ୧୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି। ପ୍ରକାଶ ଯେ, ଅନନ୍ତ ବିହାର କଲୋନୀରେ ଜଣେ…
ଅନୁଗୁଳ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆରଏମ୍ସି (ନିୟନ୍ତ୍ରିତ ବଜାର କମିଟି) ଅଧୀନରେ ଥିବା ହାଟଗୁଡ଼ିକ ବନ୍ଦ କରିଦିଆଯାଇଛି। ଏଣିକି ହାଟ ପରିବର୍ତେ ନିଜ ନିଜ ଇଲାକାରେ ପରିବା ବ୍ୟବସାୟୀମାନେ ସାମାଜିକ ଦୂରତ୍ଵ ବଜାୟ ରଖି ପସରା ଖୋଲିବାକୁ ପରାମର୍ଶ ଦିଆଯାଇଛି।…
ଅନୁଗୁଳ: ସାରା ଦେଶରେ ଅକ୍ସିଜେନ୍କୁ ନେଇ ହାହାକାର ସ୍ଥିତି । ଏହି ଅକ୍ସିଜେନ୍ ଅଭାବରୁ ହିଁ ଅଧିକାଂଶ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି। ଏହାକୁ ଦୃଷ୍ଟିରେ ରଖି ଅନୁଗୁଳ ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଓ ସମସ୍ତ କୋଭିଡ୍ କେୟାର୍ ସେଣ୍ଟର୍ରେ ଆବଶ୍ୟକ…
ଅନୁଗୁଳ: ସୋମବାର କେହି ଦୁର୍ବୃତ୍ତ ହଣ୍ଡପା ବନାଞ୍ଚଳ ଅଧିକାରୀଙ୍କ ନା' ନେଇ ବାମୁର ଅଗ୍ନିଶମ ବିଭାଗକୁ ଫେକ୍ ଫୋନ୍ କଲ୍ କରିଥିବା ଜଣାଯାଇଛି। ହଣ୍ଡପା ବନାଞ୍ଚଳର ଏନ୍ଏଚ୍-୫୫ ପାର୍ଶ୍ବରେ ଥିବା କାଳିଆ ହୋଟେଲ୍ ପଛପାଖ ଜଙ୍ଗଲରେ ନିଆଁ ଲାଗିଥିବା ଦର୍ଶାଇ ଏକ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପିର ଏକ ପ୍ରତିନିଧି ଦଳ ରବିବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ କରୋନା ପରିଚାଳନାର ସ୍ଥିତି ଅନୁଧ୍ୟାନ କରିଛି । ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନଙ୍କ ନେତୃତ୍ବରେ ଏହି ଟିମ୍ ସିଡିଏମ୍ଓ ଡା. ଅଭୟ କୁମାର ଦାଶ…
ଅନୁଗୁଳ: କ୍ରମାଗତ ସରକାରୀ ଅବହେଳା ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅନୁଗୁଳ ଜିଲ୍ଲାର ପ୍ରାଣୀ ଚିକିତ୍ସକ। ରବିବାରଠୁ ସେମାନେ ଡିଜିଟାଲ୍ ସେବାକୁ ବର୍ଜନ କରିଛନ୍ତି। ପ୍ରାଣୀ ଚିକିତ୍ସକଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା ସହିତ କନିଷ୍ଠ ପ୍ରଥମ ଶ୍ରେଣୀ ବର୍ଗରେ ପ୍ରାରମ୍ଭିକ ନିଯୁକ୍ତି…
ଅନୁଗୁଳ: ଶ୍ରମ ଅଦାଲତରେ ଟିଟିପିଏସ୍କୁ ନେଇ ହେବାକୁ ଥିବା ଶୁଣାଣିକୁ ପୁଣି ଘୁଞ୍ଚାଇ ଦିଆଯାଇଛି। ଏପ୍ରିଲ୍ ୨୩ତାରିଖ ଦିନ ଏହାର ଶୁଣାଣି ହେବାକୁ ଥିଲା। କିନ୍ତୁ, କୌଣସି କାରଣରୁ ଏହାର ଶୁଣାଣି ହୋଇ ପାରିନାହିଁ। ଆସନ୍ତା ମେ ୭ତାରିଖ ଦିନ ଏହାର…