ଅନୁଗୁଳ ଜିଲ୍ଲାରେ ହସ୍ପିଟାଲ୍ ଏବ˚ ସ୍କୁଲ୍ରେ ମିଳିବ ବ୍ରଡ୍ବ୍ୟାଣ୍ତ ସେବା
ଅନୁଗୁଳ: ରାଜ୍ୟ ସରକାର ଖଣିଜ ପାଣ୍ଠି ରହିଥିବା ଜିଲ୍ଲାଗୁଡ଼ିକରେ ସବୁ ହସ୍ପିଟାଲ୍ ଏବ˚ ସ୍କୁଲ୍କୁ ଏଣିକି ବ୍ରଡ୍ବ୍ୟାଣ୍ତ ସେବା ଯୋଗାଇଦେବେ। ଏଥିପାଇଁ ସରକାର ମୋଟ ୨୫୭ କୋଟି ଟଙ୍କା ୮ଟି ପ୍ରକଳ୍ପ ପାଇଁ ବ୍ୟୟ ବରାଦ କରିଛନ୍ତି। ଅନୁଗୁଳ, ଢେଙ୍କାନାଳ ସମେତ…
