ଶ୍ରମିକ ନେତାଙ୍କ ପରଲୋକ
ଅନୁଗୁଳ: ଅନୁଗୁଳ ନାଲକୋ ପ୍ଲାଣ୍ଟର ଶ୍ରମିକ ନେତା ତଥା ଦୈନିକ ଖବରକାଗଜ 'ଧରିତ୍ରୀ'ର ବଅଁରପାଳ ବ୍ଲକ୍ ପ୍ରତିନିଧି ଉପେନ୍ଦ୍ର ରାଉତଙ୍କ ବାପା ବ୍ରଜବନ୍ଧୁ ରାଉତଙ୍କର ବୁଧବାର ସକାଳେ ହୃଦଘାତରେ ପରଲୋକ ହୋଇଯାଇଛି। ସେ ଜଣେ ଧର୍ମପରାୟଣ ବ୍ୟକ୍ତି ଥିଲେ। ନାଲକୋ ପ୍ଲାଣ୍ଟରେ…
ଅନୁଗୁଳ: ଅନୁଗୁଳ ନାଲକୋ ପ୍ଲାଣ୍ଟର ଶ୍ରମିକ ନେତା ତଥା ଦୈନିକ ଖବରକାଗଜ 'ଧରିତ୍ରୀ'ର ବଅଁରପାଳ ବ୍ଲକ୍ ପ୍ରତିନିଧି ଉପେନ୍ଦ୍ର ରାଉତଙ୍କ ବାପା ବ୍ରଜବନ୍ଧୁ ରାଉତଙ୍କର ବୁଧବାର ସକାଳେ ହୃଦଘାତରେ ପରଲୋକ ହୋଇଯାଇଛି। ସେ ଜଣେ ଧର୍ମପରାୟଣ ବ୍ୟକ୍ତି ଥିଲେ। ନାଲକୋ ପ୍ଲାଣ୍ଟରେ…
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଅସମ୍ଭାଳ ହେଲାଣି କରୋନା ସ୍ଥିତି । ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ସଂକ୍ରମଣକୁ କିଛି ମାତ୍ରାରେ ହ୍ରାସ କରିବାକୁ ବୁଧବାର ସ୍କୁଲ ଓ ଗଣଶିକ୍ଷା ବିଭାଗ ଏକ ବଡ଼ ନିଷ୍ପତ୍ତି ନେଇଛି । ୮ ତାରିଖରୁ…
ଅନୁଗୁଳ : ବୁଧବାର ୭ ଘଂଟିଆ ଅନୁଗୁଳ ବନ୍ଦ । ତାଳଚେର ଥର୍ମାଲ ପାୱାର ଷ୍ଟେସନ ବନ୍ଦ ପ୍ରତିବାଦରେ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀ ଏବଂ ସମସ୍ତ ବ୍ଲକର ବିଭିନ୍ନ ସ୍ଥାନରେ ବିଜେଡି ପକ୍ଷରୁ ବନ୍ଦ ପାଳନ କରାଯାଇଥିଲା। । ଫଳରେ…
ଅନୁଗୁଳ: ପାଳଲହଡ଼ା ବ୍ଲକ୍ ବତିସୁଆଁ ପଞ୍ଚାୟତର ପୁରୁଣାପାଣି ଭୀମକାଣ୍ଡ ଗାଁର ଦାନସର ସାମାଡ଼(୧୧) ସୋମବାର ରାତିରେ ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ସୋମବାର ରାତି ପ୍ରାୟ ୧୦ଟାବେଳେ ଦାନସର ପରିସ୍ରା କରିବା ପାଇଁ ଘରୁ ବାହାରକୁ…
ଅନୁଗୁଳ: ଅନୁଗୁଳ ସଦର ଥାନା କୁସାସିଂହା ଅଂଚଳରେ ହୋଇଥିବା ଗଣ୍ଡଗୋଳ ମାମଲାରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ହେମସୁରପଡା ଅଞ୍ଚଳର ଚନ୍ଦ୍ର ଓରଫ ଚନ୍ଦ୍ରକାନ୍ତ ସେଠୀ ଓ ଛେଳିଆପଡାର ବୁବୁ ଓରଫ ଭବାନୀ ଶଙ୍କର ଭଞ୍ଜ। ଗତ…
ଅନୁଗୁଳ: ରାଜ୍ୟକୁ ପୁଣି ତାତି ଫେରୁଛି । ୩ ଦିନ ଧରି ଜଳିବ ଓଡ଼ିଶା । ରାଜ୍ୟର ତାପମାତ୍ରା ପ୍ରାୟ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଫଳରେ ରାଜ୍ୟର ଅଧିକାଂଶ ସ୍ଥାନର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିବ ଏବଂ…
ଅନୁଗୁଳ: ବାଉଁଶରେ ଭଳିକି ଭଳି କାରୁକାର୍ଯ୍ୟ । ଫୁଲ ଚାଙ୍ଘୁଡିଠୁ ନେଇ ଫୁଲଦାନୀ । ପେନ୍ ଷ୍ଟାଣ୍ଡଠୁ ନେଇ ଠାକୁରଙ୍କ ଆସ୍ଥାନ ପର୍ଯ୍ୟନ୍ତ ଏମିତି ବାଉଁଶରେ ତିଆରି ବହୁ ସାମଗ୍ରୀ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଛନ୍ତି ଅନୁଗୁଳ ବ୍ଳକ ବେଡ଼ାଶାସନ ପଞ୍ଚାୟତ…
ଅନୁଗୁଳ: ଅନୁଗୁଳ ଜିଲ୍ଲା କୋର୍ଟ ପରିସରରେ କ୍ୟାବିନ୍ ଓ ପାଳଲହଡ଼ା ଏସଡିଜିଏମ୍ କୋର୍ଟରେ ଇ - ସେବା କେନ୍ଦ୍ର ସୋମବାର ଉଦଘାଟିତ ହୋଇଯାଇଛି । ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ଡ. ଏସ୍ ମୁରଲୀଧର ଭିଡିଓ କନଫରେନ୍ସି ଜରିଆରେ…
ଅନୁଗୁଳ: ସୋମବାର ଅନୁଗୁଳ ଜିଲ୍ଲା ଟାକ୍ସ ବାର ଆସୋସିଏସନର ଶପଥ ଗ୍ରହଣ ଉତ୍ସବ ଆସୋସିଏସନ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ଅଧିକାରୀ ଚକ୍ରଧର ପ୍ରଧାନ ନବ ନିର୍ବାଚିତ କାର୍ଯ୍ୟକର୍ତ୍ତାଙ୍କୁ ଶପଥ ପାଠ କରାଇଥିଲେ । ଆସୋସିଏସନ୍ ସଭାପତି ଭାବେ…
ଅନୁଗୁଳ: ସୋମବାର ସକାଳ ପ୍ରାୟ ୯ଟା ବେଳେ ଆଠମଲ୍ଲିକ-କିଆକଟା ରାଜ୍ୟ ରାଜପଥର କନ୍ଧପଡ଼ା ପୋଲ ଉପରୁ ଏକ ଟ୍ରକ୍ ତଳକୁ ଖସି ପଡ଼ିଥିଲା । ଏହି ଦୁର୍ଘଟଣାରେ ଟ୍ରକ୍ ଚାଳକ ସିଦ୍ଧେଶ୍ଵର ଧଳ ଓ ହେଲପର ସୁନିଲ ବେହେରା ଆହତ ହୋଇଥିବା…