ଅନୁଗୁଳ ସହର ପାଇଁ ୫ ଟିମ୍
ଅନୁଗୁଳ: କୋଭିଡ କଟକଣା ପାଳନ ନେଇ ସରକାର ଗୁରୁତ୍ବ ଦେବା ପରେ ଜିଲ୍ଲା ପ୍ରଶାସନ ଚଢ଼ଉ ଜୋରଦାର କରିଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପ୍ରଶାସନିକ ଅଧିକାରୀ ଓ ପୁଲିସ ଅଧିକାରୀମାନେ ବିଭିନ୍ନ ସ୍ଥାନ ଚଢଉ କରି ଯାଞ୍ଚ କରୁଛନ୍ତି । ବିଶେଷକରି ମାସ୍କ…
ଅନୁଗୁଳ: କୋଭିଡ କଟକଣା ପାଳନ ନେଇ ସରକାର ଗୁରୁତ୍ବ ଦେବା ପରେ ଜିଲ୍ଲା ପ୍ରଶାସନ ଚଢ଼ଉ ଜୋରଦାର କରିଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପ୍ରଶାସନିକ ଅଧିକାରୀ ଓ ପୁଲିସ ଅଧିକାରୀମାନେ ବିଭିନ୍ନ ସ୍ଥାନ ଚଢଉ କରି ଯାଞ୍ଚ କରୁଛନ୍ତି । ବିଶେଷକରି ମାସ୍କ…
ଅନୁଗୁଳ: ଆଠମଲ୍ଲିକ ଜଙ୍ଗଲ ବିଭାଗ କର୍ମଚାରୀ ୪ ଜଣ ଶିକାରୀଙ୍କୁ ଗିରଫ କରିଛି। ଜଙ୍ଗଲରେ ନିଆଁ ଲଗାଇ ଶିକାର ଉଦ୍ଦେଶ୍ୟରେ ବୁଲୁଥିବା ବେଳେ ବନ ବିଭାଗ ହାବୁଡ଼ରେ ପଡ଼ିଥିଲେ । ସେମାନଙ୍କଠାରୁ ଏକ ବନ୍ଧୁକ ଜବତ କରାଯାଇଛି । ଆଠମଲ୍ଲିକ ରେଞ୍ଜର…
ଅନୁଗୁଳ: ଏନ୍ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ (ଟିଟିପିଏସ) ଶ୍ରମିକ ଏକତା ମଞ୍ଚର ଏକ ପ୍ରତିନିଧି ମଣ୍ଡଳ ସୋମବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭୁବନେଶ୍ବରଠାରେ ଭେଟିଛନ୍ତି । ପୁରୁଣା ପ୍ଲାଣ୍ଟ କାର୍ଯ୍ୟକ୍ଷମ କରାଯିବା ସଙ୍ଗେ ସଙ୍ଗେ ନୂତନ ପ୍ଲାଣ୍ଟ ସମ୍ପ୍ରସାରଣ କାର୍ଯ୍ୟକୁ ଆରମ୍ଭ…
ଅନୁଗୁଳ: ଠାକୁରଗଡ଼ ଥାନା ଅନ୍ତର୍ଗତ ଅମାସମା ଗ୍ରାମ ଗଡ଼ାଣି ନିକଟରେ ସୋମବାର ରାତି ପ୍ରାୟ ୧୦ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ବୋଲେରୋ ଭାରସାମ୍ୟ ହରାଇ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେବାରୁ ଗାଡ଼ିରେ ଥିବା ୪ ଜଣ ଆହତ…
ଅନୁଗୁଳ: ଅନୁଗୁଳ ଅମଲାପଡ଼ା ଦୁର୍ଗାମଣ୍ଡପ ପକ୍ଷରୁ ରବିବାର ଏକ ବୈଠକ ଡକାଯାଇଥିବା ବେଳେ ଏହାକୁ ପ୍ରଶାସନ ପକ୍ଷରୁ ବନ୍ଦ କରିଦିଆଯାଇଛି। କରୋନା ସମୟରେ କୌଣସି ବୈଠକ ହୋଇପାରିବ ନାହିଁ ବୋଲି ସରକାର ନିର୍ଦ୍ଦେଶନାମା ଜାରି କରିଥିବାରୁ ବୈଠକ ବନ୍ଦ କରାଯାଇଥିବା ସୂଚନା…
ଅନୁଗୁଳ : ବୁଲେଟ୍ ବିକ୍ରିର ବିଜ୍ଞାପନ ଦେଖାଇ ବିକ୍ରମପୁର ଥାନା ଇଲାକାର ଜଣେ ବ୍ୟକ୍ତିଙ୍କଠାରୁ ୬୭ ହଜାର ଟଙ୍କା ଠକିନେଇଥିବା ତିନି ସାଇବର୍ ଠକଙ୍କୁ ବାନ୍ଧିବାରେ ସଫଳ ହୋଇଛି ତାଳଚେର ବିକ୍ରମପୁର ଥାନା ପୁଲିସ। ବାରିପଦାରୁ ଦୁଇ ଭାଇଙ୍କ ସମେତ ୩…
ଅନୁଗୁଳ: କଣିହାଁ କୋଇଲା ଖଣି ପ୍ରକଳ୍ପ ଅଫିସ୍ ଠାରେ ଗତ ଶୁକ୍ରବାର ରାତିରେ ଦାଦାବଟି ନଦେବାରୁ ଜଣେ ଟ୍ରକ ଚାଳକଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ ହୋଇଛି । ଦୁର୍ବୃତ୍ତମାନେ ଟ୍ରକ୍ ଚାଳକଙ୍କୁ ଲହୁ ଲୁହାଣ କରି ଦେଇଥିବା ବେଳେ ଏହି ଘଟଣାରେ…
ଅନୁଗୁଳ: ସପିଂ ମଲ୍ରେ ଭେଟଘାଟ । ଜିନିଷ ପତ୍ର କିଣିବାକୁ ବାରମ୍ବାର ଯାତାୟାତ ଭିତରେ ଗଢି ଉଠିଲା ପ୍ରେମ ସମ୍ପର୍କ, ନିବିଡ଼ତା । ବଡ଼ ଚାକିରି କରାଇ ଦେବାର ପ୍ରଲୋଭନ ଦେଖାଇ ସପିଂମଲର ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଲା ଯୁବକ ।…
ଅନୁଗୁଳ: ଏମସିଏଲ ତାଳଚେର କୋଇଲା ଖଣି ଅଞ୍ଚଳରେ ବେଧଡ଼କ ଭାବେ ଦୀର୍ଘ ଦିନ ଜାଲ ଟ୍ରାଞ୍ଜିଟପାସ୍, ଚାଲାଣ, ଆଧାରକାର୍ଡ, ପ୍ୟାନକାର୍ଡ ଓ ସିଲ କାରବାର ଚଳାଇ ଆସିଥିବା ଏକ ଗ୍ୟାଙ୍ଗକୁ କାବୁ କରିବାରେ ସଫଳ ହୋଇଛି ପୁଲିସ । ଏହି କାରବାରରେ…
ଅନୁଗୁଳ: ବଅଁରପାଳ ବ୍ଳକ୍ର ସନ୍ତ୍ରୀ ବଜାର ଅଞ୍ଚଳରେ ଶନିବାର ତହସିଲ୍ ପ୍ରଶାସନ ପକ୍ଷରୁ ମାସ୍କ୍ ଯାଞ୍ଚ କରାଯାଇଥିଲା । ତହସିଲଦାର ଜିତେନ୍ଦ୍ର କୁମାର ସାହୁ ଓ ଅତିରିକ୍ତ ତହସିଲଦାର ଶ୍ୟାମସୁନ୍ଦର ସାହୁ ପୂର୍ବାହ୍ନରେ ସନ୍ତ୍ରୀଛକ ବଜାରରେ ଅଚାନକ ଚଢ଼ଉ କରି କରୋନା…