ଅନୁଗୁଳ କାରାଗାରରେ ବିଚାରାଧୀନ କଏଦୀ ମୃତ୍ୟୁ: ପରିବାରର ଅଭିଯୋଗ: ମିଳୁନଥିଲା ଠିକ୍‌ଭାବରେ ଚିକିତ୍ସା

ଅନୁଗୁଳ: ଅନୁଗୁଳ କାରାଗାରରେ ବିଚାରାଧୀନ ଅବସ୍ଥାରେ ଥିବା ଜଣେ କଏଦୀଙ୍କ ମୃତ୍ୟୁ ଘଟିଛି। ମୃତ କଏଦୀ ହେଲେ ରଘୁନାଥ ସାହୁ (୬୬)। ତାଙ୍କ ଘର ଜରପଡ଼ା ଥାନା ଅନ୍ତର୍ଗତ ବଡହିଂସର ଗାଁରେ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ୨୦୨୩ ଅପ୍ରେଲ୍‌ରୁ ଏକ…

Continue Readingଅନୁଗୁଳ କାରାଗାରରେ ବିଚାରାଧୀନ କଏଦୀ ମୃତ୍ୟୁ: ପରିବାରର ଅଭିଯୋଗ: ମିଳୁନଥିଲା ଠିକ୍‌ଭାବରେ ଚିକିତ୍ସା

ପ୍ରାକ ଗର୍ଭାବସ୍ଥା ଓ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୁପଣ ସମ୍ପର୍କୀତ ଜିଲ୍ଲା ସ୍ତରୀୟ ପରାମର୍ଶଦାତା କମିଟି ବୈଠକ

ଅନୁଗୁଳ : ଜିଲ୍ଲାରେ ଚାଲୁଥିବା ଅଲଟ୍ରାସାଉଣ୍ଡ କ୍ଲିନିକ ଗୁଡିକରେ ପି.ସି ଆଣ୍ଡ ପି.ଏନ.ଡି.ଟି ଆଇନର ସଠିକ କାର୍ଯ୍ୟକାରିତାକୁ ନେଇ ଆଜି ଅପରାହ୍ନରେ ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ୍ ଅଖତରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ପରାମର୍ଶଦାତା କମିଟି…

Continue Readingପ୍ରାକ ଗର୍ଭାବସ୍ଥା ଓ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୁପଣ ସମ୍ପର୍କୀତ ଜିଲ୍ଲା ସ୍ତରୀୟ ପରାମର୍ଶଦାତା କମିଟି ବୈଠକ

କେନାଲରେ ଭାସୁଛି ନବଜାତ ଶିଶୁ ମୃତଦେହ

ଅନୁଗୁଳ: ପୁଣି ଅଲୋଡା ହେଲା ନବଜାତ ଶିଶୁ,ଜନ୍ମ ପରେ କେନାଲରେ ଶିଶୁକୁ କେହି ଫୋପାଡ଼ି ଦେଇଥିବା ଜଣାପଡିଛି। ଏପରି ଘଟଣା ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ଶିକ୍ଷକପଡା ଅଞ୍ଚଳରେ ଦେଖିବାକୁ ମିଳିଛି। ସୂଚନା ମୁତାବକ ଗୁରୁବାର ସକାଳ ସମୟରେ ଶିକ୍ଷକପଡା ଛାଲ…

Continue Readingକେନାଲରେ ଭାସୁଛି ନବଜାତ ଶିଶୁ ମୃତଦେହ

ସରକାରୀ ବେତନ ଦାବି: କାର୍ଯ୍ୟ ବନ୍ଦ ଆନ୍ଦୋଳନରେ ମାଲ୍ୟଗିରି ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ

ଅନୁଗୁଳ: ରାଜ୍ୟ ସଂଘର ଆହ୍ୱାନ କ୍ରମେ ସରକାରୀ ବେତନ ଦାବିରେ ଅନୁଗୁଳ ଜିଲ୍ଲା ପାଳଲହଡା ମାଲ୍ୟଗିରି ମହାବିଦ୍ୟାଳୟର ପରିଚାଳନା କମିଟି ଦ୍ଵାରା ନିଯୁକ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଅଧ୍ୟାପକ ମନୋଜ କୁମାର ବିଶ୍ୱାଳଙ୍କ କହିବାନୁଯାୟୀ, ୨୦୦୮ରୁ…

Continue Readingସରକାରୀ ବେତନ ଦାବି: କାର୍ଯ୍ୟ ବନ୍ଦ ଆନ୍ଦୋଳନରେ ମାଲ୍ୟଗିରି ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ

ମା’ ହିଙ୍ଗୁଳା ଓ ମା’ ବାଟମଙ୍ଗଳାଙ୍କ ଲେଉଟାଣି ଉତ୍ସବ ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ପ୍ରକଳ୍ପ ଓ.ସି.ସି କଲୋନୀ ନିକଟସ୍ଥ ଆଖଣ୍ଡଳମଣି ଓ ମା' ସନ୍ତୋଷୀ ମନ୍ଦିର ପରିସରରେ ମା' ହିଙ୍ଗୁଳା ଓ ମା' ବାଟମଙ୍ଗଳାଙ୍କ ଲେଉଟାଣି ଉତ୍ସବ ଅନୁଷ୍ଠିତ ହୋଇଛି। ଏ ଅବସରରେ ପ୍ରତ୍ୟୁଷରୁ ମନ୍ଦିରରେ ଯଥା…

Continue Readingମା’ ହିଙ୍ଗୁଳା ଓ ମା’ ବାଟମଙ୍ଗଳାଙ୍କ ଲେଉଟାଣି ଉତ୍ସବ ଆୟୋଜିତ

ବିଜୁଳି ତାର ଛିଣ୍ଡି ପଡ଼ିବାରୁ ଅଟକିଲା ଗରିବ ରଥ, ଯାତ୍ରୀ ହନ୍ତସନ୍ତ

ଅନୁଗୁଳ: ବିଜୁଳି ସମସ୍ୟାରୁ ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ନିକଟ ଗଡ଼ ବୁଢ଼ାପଙ୍କ ପଞ୍ଚାୟତ ପନ୍ଦରଭରଣୀଆ ରେଲୱେ ଗେଟ୍ ନିକଟରେ ଅଟକିଲା ଗରିବ ରଥ। ସୂଚନା ଅନୁଯାୟୀ, ଧାନବାଦରୁ ଭୁବନେଶ୍ବର ଅଭିମୁଖେ ଯାତ୍ରା କରୁଥିବା ଗରିବ ରଥ ଆଜି ସକାଳ ପ୍ରାୟ…

Continue Readingବିଜୁଳି ତାର ଛିଣ୍ଡି ପଡ଼ିବାରୁ ଅଟକିଲା ଗରିବ ରଥ, ଯାତ୍ରୀ ହନ୍ତସନ୍ତ

ତେଲ ପକାଇ ଫେରିବା ବେଳେ ପଛରୁ ଧକ୍କା ଦେଲା ଇନୋଭା କାର, ସ୍କୁଟି ଚାଳକ ମୃତ

ଅନୁଗୁଳ: ଅନୁଗୁଳ-ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡ଼ା ଥାନା କତଡ଼ା ଠାରେ ଇନୋଭା କାର ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କତଡ଼ା ଗାଁର ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଶ୍ରୀନିବାସ ପ୍ରଧାନ। ସୂଚନା ମୁତାବକ, ଶ୍ରୀନିବାସ ପ୍ରଧାନ ତେଲ…

Continue Readingତେଲ ପକାଇ ଫେରିବା ବେଳେ ପଛରୁ ଧକ୍କା ଦେଲା ଇନୋଭା କାର, ସ୍କୁଟି ଚାଳକ ମୃତ

ଘଡ଼ିଆଳ ପାଇଁ ପ୍ରସ୍ତୁତ ଚାଲିଛି କୃତ୍ରିମ ଥଣ୍ଟ: ମଗର ସହ ଲଢେ଼ଇରେ ଘଡ଼ିଆଳ ହୋଇଥିଲା ଆହତ

ଅନୁଗୁଳ: ମହାନଦୀର ସାତକୋଶିଆ ଗଣ୍ଡରେ ଗତ ଜୁନ ମାସରେ ମଗର ସହ ଏକ ଅଣ୍ଡିରା ଘଡ଼ିଆଳର ଭୀଷଣ ଲଢେଇ ହୋଇଥିଲା। ନିଜର ଅଞ୍ଚଳ ଦଖଲ ପାଇଁ ନଦୀରେ ହୋଇଥିବା ଏହି ଲଢେଇରେ ମଗର ଆକ୍ରମଣ ଯୋଗୁଁ ଘଡ଼ିଆଳ କୁମ୍ଭୀରର ଥଣ୍ଟଟି ଛିଣ୍ଡି…

Continue Readingଘଡ଼ିଆଳ ପାଇଁ ପ୍ରସ୍ତୁତ ଚାଲିଛି କୃତ୍ରିମ ଥଣ୍ଟ: ମଗର ସହ ଲଢେ଼ଇରେ ଘଡ଼ିଆଳ ହୋଇଥିଲା ଆହତ

ପଞ୍ଚମହଲାରୁ ମୟୁର ଉଦ୍ଧାର

ଅନୁଗୁଳ: ଅନୁଗୁଳ ବନାଞ୍ଚଳ ଅନ୍ତର୍ଗତ ପଞ୍ଚମହଲା ଅଞ୍ଚଳରୁ ବୁଧବାର ସକାଳ ୯ଟା ସମୟରେ ଏକ ମୟୁର ଉଦ୍ଧାର କରାଯାଇଥିବା ଜଣାପଡିଛି। ଆଦିମାତା ନଗରର ସ୍ବର୍ଗତ ହଳଧର ନାଏକଙ୍କ ଘର ଭିତରକୁ ଏହି ମୟୁରଟି କୁକୁରଙ୍କ କବଳରୁ ନିଜକୁ ରକ୍ଷା କରିବା ପାଇଁ…

Continue Readingପଞ୍ଚମହଲାରୁ ମୟୁର ଉଦ୍ଧାର

ଅଜଣା ଗାଡି ଧକ୍କାରେ ଯୁବକ ମୃତ

ଅନୁଗୁଳ: ବଅଁରପାଳ ଥାନା ଅନ୍ତର୍ଗତ ବଉଳିଗଡ଼ ଜଙ୍ଗଲ ନିକଟରେ ବୁଧବାର ଅପରାହ୍ନରେ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ଯେ ଆଜି ଅପରାହ୍ନ ୨ଟା ସମୟରେ ଏକ ବଉଳିଗଡ଼ ଗାଁ ମୁଣ୍ଡ ଜଙ୍ଗଲ ପାଖରେ ଜଣେ…

Continue Readingଅଜଣା ଗାଡି ଧକ୍କାରେ ଯୁବକ ମୃତ