ଭୋଜି ପାଇଁ ତଣ୍ଡ ଗଣିଲେ

ଅନୁଗୁଳ: କୋଭିଡ ନିୟମ ଉଲ୍ଲଙ୍ଘନ କରି ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଳକର ଦ୍ବିତୀୟ ଚିଲିକାଠାରେ ଭୋଜି କରିବା ମହଙ୍ଗା ପଡିଲା। ପାଳଲହଡା ତହସିଲଦାର ଲମ୍ବୋଦର ମାରାଣ୍ଡିଙ୍କ ନେତୃତ୍ବରେ ଅତିରିକ୍ତ ତହସିଲଦାର ଦାମୋଦର ପ୍ରଧାନ ଏବଂ ପୁଲିସ ପ୍ରଶାସନର ଏକ ମିଳିତ ଦଳ…

Continue Readingଭୋଜି ପାଇଁ ତଣ୍ଡ ଗଣିଲେ

ବୟଷ୍କ ବ୍ୟକ୍ତଙ୍କୁ ମାଡ଼ମାରି ମହିଳା ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ନୂଆ ବଡ଼ଦାଣ୍ଡ ସାହିରେ ଜଣେ ବ୍ୟକ୍ତିଙ୍କୁ ମାଡ଼ମାରିବା ଅଭିଯୋଗରେ ପୁଲିସ ଜଣେ ମହିଳାଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ, ଗାଁର ରସାନନ୍ଦ ନାଏକ ଓ ଜଶୋମତି ନାଏକଙ୍କ ପରିବାର ମଧ୍ୟରେ…

Continue Readingବୟଷ୍କ ବ୍ୟକ୍ତଙ୍କୁ ମାଡ଼ମାରି ମହିଳା ଗିରଫ

ତାଳଚେର ଆଇଟିଆଇ ଛାତ୍ରାବାସରେ ଛାତ୍ର ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ସରକାରୀ ଆଇଟିଆଇ ଛାତ୍ରାବାସରେ ଜଣେ ଛାତ୍ରଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଛି l ମୃତ ଛାତ୍ର ଜଣଙ୍କ ଅନୁଗୁଳ ଜିଲ୍ଲା କିଶୋର ନଗର ବ୍ଲକ୍ ଉରୁକୁଳା ଗ୍ରାମର ଭବାନୀ ଶଙ୍କର ବେହେରା ।…

Continue Readingତାଳଚେର ଆଇଟିଆଇ ଛାତ୍ରାବାସରେ ଛାତ୍ର ମୃତ୍ୟୁ

ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକରେ ଓଡିଶା ବିଧାନସଭା ଉପ-ବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମୋ ସ୍କୁଲ ଅଭିଯାନ ଅନ୍ତର୍ଗତ ବୁଢ଼ାପଙ୍କ ଉଚ୍ଚ ବିଦ୍ୟାଳୟ, ତୁଳସୀପାଳ ଉଚ୍ଚ ବିଦ୍ୟାଳୟ ଓ କୁଲାଡ଼…

Continue Readingବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୁପଣ ସମ୍ପର୍କୀତ ପରାମର୍ଶଦାତା କମିଟି ବୈଠକ

ଅନୁଗୁଳ: ପ୍ରାକଗର୍ଭାବସ୍ଥା ଓ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୁପଣ ସମ୍ପର୍କୀତ ଜିଲ୍ଲା ସ୍ତରୀୟ ପରାମର୍ଶଦାତା କମିଟି ବୈଠକ ଶୁକ୍ରବାର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ଏହି ବୈଠକରେ ଶିଶୁ କନ୍ୟା ସଂଖ୍ୟା…

Continue Readingଗର୍ଭସ୍ଥ ଶିଶୁର ଲିଙ୍ଗ ନିରୁପଣ ସମ୍ପର୍କୀତ ପରାମର୍ଶଦାତା କମିଟି ବୈଠକ

ସମବାୟ ବ୍ୟାଙ୍କରୁ ୮ ଲକ୍ଷ ୯୧ ହଜାର ଟଙ୍କା ଲୁଟ୍

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ବଇଣ୍ଡାରେ ଥିବା ଅନୁଗୁଳ ସଂଯୁକ୍ତ ସମବାୟ ବ୍ୟାଙ୍କରୁ ଗୁରୁବାର ରାତିରେ ଏକ ବଡ ଧରଣ ଲୁଟ୍ ହୋଇଛି । ବ୍ୟାଙ୍କରେ ଥିବା ଲକର ଭାଙ୍ଗି ଚୋରମାନେ ୮ ଲକ୍ଷ ୯୧ ହଜାର ୧ଟଙ୍କା ଲୁଟିନେଇଛନ୍ତି।…

Continue Readingସମବାୟ ବ୍ୟାଙ୍କରୁ ୮ ଲକ୍ଷ ୯୧ ହଜାର ଟଙ୍କା ଲୁଟ୍

ନାଲକୋ ସିପିପିରେ ଭାଙ୍ଗିଲା ମେସିନ, ୨ ଗୁରୁତର

ଅନୁଗୁଳ: ଅନୁଗୁଳ ନାଲକୋ କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ(ସିପିପି)ରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ସୂଚନା ମୁତାବକ, ସପିପିକୁ ୱାଗନେରେ ଆସୁଥିବା କୋଇଲାକୁ ଏକାଠି କରିବା ପାଇଁ କୋଲ ହ୍ୟାଣ୍ଡଲିଂ ପ୍ଲାଣ୍ଟରେ ଏକ…

Continue Readingନାଲକୋ ସିପିପିରେ ଭାଙ୍ଗିଲା ମେସିନ, ୨ ଗୁରୁତର

ଆଜି ଠାରୁ ନାଇଟ୍ କର୍ଫ୍ୟୁ, ସହର ଉପକଣ୍ଠରେ ମଧ୍ଯ ଜୋରଦାର ଯାଞ୍ଚ

ଅନୁଗୁଳ: ଆଜି ଠାରୁ ଫେବ୍ରୁଆରୀ ୧ ତାରିଖ ପର୍ଯ୍ୟନ୍ତ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ଜାରି କରିଛନ୍ତି ରାଜ୍ୟ ସରକାର। ଅନୁଗୁଳ ଜିଲ୍ଲାର ୫୦ଟି ସ୍ଥାନରେ ଏହି ନାଇଟ୍ କର୍ଫ୍ୟୁକୁ କଡାକଡ଼ି ପାଳନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ…

Continue Readingଆଜି ଠାରୁ ନାଇଟ୍ କର୍ଫ୍ୟୁ, ସହର ଉପକଣ୍ଠରେ ମଧ୍ଯ ଜୋରଦାର ଯାଞ୍ଚ

ସେନାବାହିନୀରେ ନିଯୁକ୍ତି ନିମନ୍ତେ ପ୍ରାକ୍ ତାଲିମ ଶିବିର ୧୫ରୁ

ଅନୁଗୁଳ: ସେନାବା ହିନୀରେ ନିଯୁକ୍ତି ରାଲି ନିମନ୍ତେ ଅନୁଗୁଳର ପୁଲିସ ଟ୍ରେନିଂ କଲେଜଠାରେ ଏକ ପ୍ରାକ ତାଲିମ ଶିବିର ଚଳିତ ମାସ ୧୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି ଶିବିର ଫେବ୍ରୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହା ଏକ…

Continue Readingସେନାବାହିନୀରେ ନିଯୁକ୍ତି ନିମନ୍ତେ ପ୍ରାକ୍ ତାଲିମ ଶିବିର ୧୫ରୁ

ଜରପଡା ଡିଗ୍ରୀ ମହାବିଦ୍ୟାଳୟର ପରିଚାଳନା କମିଟିର ନୂତନ ସଭାପତି ମନୋନୀତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ଜରପଡା ପତିତପାବନ ଡିଗ୍ରୀ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ଭାବେ ଛେଣ୍ଡିପଦା ବ୍ଳକର ବାଲିପଟ୍ଟା ଗ୍ରାମର ଶରତ କୁମାର ଗଡନାୟକଙ୍କୁ ଉଚ୍ଚଶିକ୍ଷା ବିଭାଗଦ୍ଵାରା ମନୋନୀତ କରାଯାଇଛି । ଏହି ଅବସରରେ ମହାବିଦ୍ୟାଳୟ ପକ୍ଷରୁ…

Continue Readingଜରପଡା ଡିଗ୍ରୀ ମହାବିଦ୍ୟାଳୟର ପରିଚାଳନା କମିଟିର ନୂତନ ସଭାପତି ମନୋନୀତ