ଛୁଆ ନ ହେବାରୁ ମହିଳାଙ୍କୁ ନିର୍ଯାତନା, ସ୍ୱାମୀଙ୍କ ନାଁରେ ଏତଲା ଦେଲେ ସ୍ତ୍ରୀ
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଜରପଡା ଥାନା ଅନ୍ତର୍ଗତ କଞ୍ଜରା ଗ୍ରାମରେ ସ୍ୱାମୀ ନିର୍ଯାତନା ଦେଉଥିବା ନେଇ ଜଣେ ମହିଳା ଥାନାରେ ଲିଖତ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ, କଞ୍ଜରା ଗ୍ରାମର ରମା ପ୍ରଧାନ(୨୫)ଉକ୍ତ ଥାନା ଅନ୍ତର୍ଗତ ତୁବେ ଗ୍ରାମର…
