‘ରକ୍ଷକ’ ସଚେତନତା କାର୍ଯ୍ୟକ୍ରମ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଇଣ୍ଡା ଜନତା ମହାବିଦ୍ୟାଳୟରେ ଅନୁଗୁଳ ଆର୍‌ଟିଓଙ୍କ ପକ୍ଷରୁ ସଡ଼କ ସୁରକ୍ଷା ସଂପର୍କରେ ସଚେତନତା କାର୍ଯ୍ୟକ୍ରମ ‘ରକ୍ଷକ’ ଅନୁଷ୍ଠିତ ହୋଇଛି। ଏଥିରେ ଅନୁଗୁଳ ଆର୍‌ଟିଓ ବିଭବାଞ୍ଜନ ସାମନ୍ତସିଂହରାୟ, ତାଳଚେର ଆରଟିଓ ନିଖିଲ ପଟ୍ଟନାୟକ, ହଣ୍ଡପା ଥାନାଧିକାରୀ ନମିତା ନାୟକ,…

Continue Reading‘ରକ୍ଷକ’ ସଚେତନତା କାର୍ଯ୍ୟକ୍ରମ

୩୦ ହଜାର ଟଙ୍କା ଠକେଇ ଅଭିଯୋଗରେ ଦଲାଲ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ତହସିଲ କାର୍ଯ୍ୟାଳୟରେ କାମ କରାଇ ଦେବାକୁ କହି ୩୦ ହଜାର ଟଙ୍କା ଠକି ନେଇଥିବା ଜଣେ ଦଲାଲଙ୍କୁ ପୁଲିସ ଶୁକ୍ରବାର ଗିରଫ କରିଛି। ସୂଚନା ଯେ, ଛେଣ୍ଡିପଦା ଥାନା ଅନ୍ତର୍ଗତ ବାହାଳସାହିର ନରୋତ୍ତମ ଭୁତିଆ(୬୦) ନିଜର…

Continue Reading୩୦ ହଜାର ଟଙ୍କା ଠକେଇ ଅଭିଯୋଗରେ ଦଲାଲ ଗିରଫ

ସ୍କୁଲରେ ପଶି ଶିକ୍ଷକଙ୍କ ସାମ୍ନାରେ ଛାତ୍ରକୁ ପିଟିଲେ ଆଉ ଜଣେ ଛାତ୍ରର ବାପା, ମାଡ଼ ମାରି କଲେ ଲହୁଲୁହାଣ

ଅନୁଗୁଳ: ସ୍ଥାନୀୟ ରେଙ୍ଗାଳୀ ଥାନା ଗଣ୍ଡମାଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଶି ଜଣେ ଛାତ୍ରକୁ ପିଟିଛନ୍ତି ଆଉ ଜଣେ ଛାତ୍ରର ବାପା। ଏହି ସମୟରେ ସମସ୍ତ ଶିକ୍ଷକ ଉପସ୍ଥିତ ଥିଲେ ମଧ୍ୟ କେହି ପ୍ରତିବାଦ କରିନଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ,…

Continue Readingସ୍କୁଲରେ ପଶି ଶିକ୍ଷକଙ୍କ ସାମ୍ନାରେ ଛାତ୍ରକୁ ପିଟିଲେ ଆଉ ଜଣେ ଛାତ୍ରର ବାପା, ମାଡ଼ ମାରି କଲେ ଲହୁଲୁହାଣ

ଧାର ଟଙ୍କା ମାଗିବାରୁ ମହିଳାଙ୍କୁ ଆକ୍ରମଣ ଉଦ୍ୟମ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ବଡ଼କେରଜାଙ୍ଗ ଗାଁର ଜଣେ ମହିଳା ତାଙ୍କ ଧାର ଟଙ୍କା ମାଗିବାରୁ ଆକ୍ରମଣର ଶିକାର ହୋଇଛନ୍ତି। ସୂଚନା ଯେ, ଗାଁର ଲକ୍ଷ୍ମଣ ରାଉଳଙ୍କ ସ୍ତ୍ରୀ ଦମୟନ୍ତୀ ରାଉଳଙ୍କଠାରୁ ଗାଁର ସୁଶିଲ ସାହୁ(୨୧) ନାମକ…

Continue Readingଧାର ଟଙ୍କା ମାଗିବାରୁ ମହିଳାଙ୍କୁ ଆକ୍ରମଣ ଉଦ୍ୟମ

ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ୫ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ସନ୍ତରାବନ୍ଧ ଗାଁର ଜଣେ ଅନୁସୂଚିତ ଜନଜାତିର ବିଧବା ମହିଳାଙ୍କୁ ପୂର୍ବ ଶତ୍ରୁତାରୁ ମରଣାନ୍ତକ ଅକ୍ରମଣ ଅଭିଯୋଗରେ ୪ ଜଣ ଗିରଫ ହୋଇଛନ୍ତି। ସୂଚନା ଯେ, ଗାଁର ସୁକାନ୍ତୀ ନାଏକଙ୍କ ସହ ଗାଁ କୁଳମଣି…

Continue Readingମହିଳାଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ୫ ଗିରଫ

ମୋବାଇଲ ଫୋନ୍ ଚୋରି ଅଭିଯୋଗରେ ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କୋଶଳା ରାମଚଣ୍ଡି ମନ୍ଦିର ନିକଟରେ ୨ ଜଣ ଦୋକାନୀଙ୍କ ମୋବାଇ ଫୋନ୍ ଶନିବାର ବିଳମ୍ବିତ ରାତିରେ ଚୋରି ହୋଇଛି। ସୂଚନା ଯେ, ଅନୁଗୁଳ ସହର ହେମୁସୁରପଡ଼ାର ବାପୁନ୍ ବାରିକ ଓ ଧଞ୍ଜୟ ଚୌହ୍ବାନ…

Continue Readingମୋବାଇଲ ଫୋନ୍ ଚୋରି ଅଭିଯୋଗରେ ଜଣେ ଗିରଫ

ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କରଡାବାହାଳ ଗ୍ରାମରେ ମଙ୍ଗଳବାର ବିଦ୍ୟୁତ୍ ସର୍ଟସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟି ଗୋଟିଏ ବଖରା ଘର ପୋଡ଼ିଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାଯାଇଛି। ସୂଚନା ଯେ, ଅପରାହ୍ଣ ପ୍ରାୟ ସାଢ଼େ ୩ ଟାରେ…

Continue Readingଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଛେଣ୍ଡିପଦାରେ ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି ଶିବିର

ଅନୁଗୁଳ: ଛେଣ୍ଡିପଦା ପଞ୍ଚାୟତ ସମିତିକାର୍ଯ୍ୟାଳୟ ଠାରେ ସୋମବାର ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା ଓ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ସନ୍ତୋଷ କୁମାର ପ୍ରଧାନ ଯୋଗଦେଇ ମୋଟ ୧୩୨ଟି ଅଭିଯୋଗର ଶୁଣାଣି…

Continue Readingଛେଣ୍ଡିପଦାରେ ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି ଶିବିର

ସ୍ତ୍ରୀ ନିର୍ଯାତନା ଅଭିଯୋଗରେ ସ୍ବାମୀ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗ ପାତ୍ରପଡ଼ା ଗାଁର ପ୍ରାଣବନ୍ଧୁ ସାହୁ ସ୍ତ୍ରୀ ନିର୍ଯାତନା ଅଭିଯୋଗରେ ଗିରଫ ହୋଇଛନ୍ତି। ସୂଚନା ମୁତାବକ, ୪ ତାରିଖ ସନ୍ଧ୍ୟାରେ ପ୍ରାଣବନ୍ଧୁ ତାଙ୍କ ସ୍ତ୍ରୀ ମୀନତି ପ୍ରଧାନ(୨୫) ଙ୍କୁ ଏକ ଲକ୍ଷ ଟଙ୍କା ଯୌତୁକ…

Continue Readingସ୍ତ୍ରୀ ନିର୍ଯାତନା ଅଭିଯୋଗରେ ସ୍ବାମୀ ଗିରଫ

ବିଦେଶୀ ମଦ ଜବତ, ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଲିପଟା ଗାଁରେ ପୁଲିସ ବୁଧବାର ରାତିରେ ଚଢ଼ାଉକରି ୨୪ ଲିଟର ବିଦେଶୀମଦ ଜବତ କରିଛି। ସୂଚନା ମୁତାବକ, ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୋଲିସ ବାଲିପଟା କୁସୁମସାହିର ପ୍ରମୋଦ କୁମାର ବେହେରା(୩୪)ଙ୍କ…

Continue Readingବିଦେଶୀ ମଦ ଜବତ, ଜଣେ ଗିରଫ