ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ଅନୁଗୁଳ‌: ଛେଣ୍ଡିପଦା ଥାନା ଅନ୍ତର୍ଗତ ବାହାଳସାହିରେ ଅଘଟଣ । ପୋଖରୀରେ ବୁଡ଼ି ଶରତ ଓଝା(୩୧) ନାମକ ଜଣେ ଯୁବକଙ୍କ ସୋମବାର ସକାଳେ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ଶରତ ପୋଖରୀକୁ ଗାଧୋଇବାକୁ ଯାଇଥିଲା ବେଳେ ପାଣିରେ ବୁଡ଼ିଯାଇଥିଲେ। ଖବରପାଇ ପୁଲିସ…

Continue Readingପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ହେମସୁରପଡ଼ା କପ୍ ଫୁଟବଲ୍; ସେମିରେ ଢେଙ୍କାନାଳ

ଅନୁଗୁଳ: ପ୍ରିନ୍ସ ଆଣ୍ଡ ପ୍ରିନ୍ସ କ୍ଲବ୍ ପକ୍ଷରୁ ଟାଉନ୍ ହାଇସ୍କୁଲ ପଡ଼ିଆରେ ରବିବାରଠାରୁ ଆରମ୍ଭ ହୋଇଛି ଦଶମ ସର୍ବଭାରତୀୟ ହେମସୁରପଡ଼ା କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ । ସୋମବାର ଦ୍ୱିତୀୟ ଦିବସରେ ଢେଙ୍କାନାଳ ପେନାଲଟି ସୁଟଆଉଟ୍‌ରେ ୪-୨ ଗୋଲ୍‌ରେ ରାଉରକେଲାକୁ ପରାସ୍ତ କରି…

Continue Readingହେମସୁରପଡ଼ା କପ୍ ଫୁଟବଲ୍; ସେମିରେ ଢେଙ୍କାନାଳ

ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଂଗ୍ରେସର କନ୍ଦଳ ଦାଣ୍ଡରେ ପଡ଼ି ହାଟରେ ଗଡୁଛି । କିଛି ଦିନ ତଳେ ଜିଲ୍ଲା ମହିଳା ସଭାନେତ୍ରୀ ସବିତାରାଣୀ ଧୀର ଦଳରୁ ଇସ୍ତଫା ଦେଇଥିଲେ । ଜିଲ୍ଲା ସଭାପତି ତାଙ୍କୁ ଉପେକ୍ଷା କରୁଥିବା ଅଭିଯୋଗ ଆଣି ସେ…

Continue Readingଦଳ ବିରୋଧୀ କାର୍ଯ୍ୟ ଅଭିଯୋଗ

ହେମସୁରପଡ଼ା କପ୍ ଫୁଟବଲ୍ ଉଦଘାଟିତ

ଅନୁଗୁଳ: ପ୍ରିନ୍ସ ଆଣ୍ଡ ପ୍ରିନ୍ସ କ୍ଲବ୍ ପକ୍ଷରୁ ଟାଉନ୍ ହାଇସ୍କୁଲ ପଡ଼ିଆରେ ରବିବାରଠାରୁ ଆରମ୍ଭ ହୋଇଛି ଦଶମ ସର୍ବ ଭାରତୀୟ ହେମସୁରପଡ଼ା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ । ଅନୁଗୁଳ ବିଧାୟକ ତଥା ଓଡ଼ିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି…

Continue Readingହେମସୁରପଡ଼ା କପ୍ ଫୁଟବଲ୍ ଉଦଘାଟିତ

ଜଙ୍ଗଲରୁ ଜନବସତିକୁ ଡେଇଁଲା ନିଆଁ

ଅନୁଗୁଳ: ଶୁକ୍ରବାର ଅନୁଗୁଳ ଥାନା ତଥା ଛେଣ୍ଡିପଦା ବ୍ଲକ ଆମ୍ବପାଳ ଗାଁରେ ଭୟାବହ ଅଗ୍ନିକାଣ୍ଡ । ଜଙ୍ଗଲରେ ଲାଗିଥିବା ନିଆଁ ଗାଁକୁ ଡେଇଁ ୧୬୦ ବଖରା ଘର ଛାରଖାର କରି ଦେଇଛି । ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲାବେଳେ ବହୁ ଉଦ୍ୟମ…

Continue Readingଜଙ୍ଗଲରୁ ଜନବସତିକୁ ଡେଇଁଲା ନିଆଁ

ବଡ଼ଗୋବିନ୍ଦପୁରରେ ମନ୍ଦିର ପ୍ରତିଷ୍ଠା ଉତ୍ସବ

ଅନୁଗୁଳ: କିଶୋରନଗର ବ୍ଳକ୍ ଅନ୍ତର୍ଗତ ବଡ଼ଗୋବିନ୍ଦପୁର ଗ୍ରାମରେ ବୁଧବାର ଓ ଗୁରୁବାର ଦୁଇ ଦିନ ଧରି ମା’ ହିଙ୍ଗୁଳାୟୀଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉସବ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବୁଧବାର କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।…

Continue Readingବଡ଼ଗୋବିନ୍ଦପୁରରେ ମନ୍ଦିର ପ୍ରତିଷ୍ଠା ଉତ୍ସବ

ଚାକିରି ଦେବା ନାଁରେ ଠକେଇ

ଅନୁଗୁଳ: ଚାକିରି ଦେବା ନାଁ’ରେ ଠକେଇ ଅଭିଯୋଗରେ ପୁଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଶୁକ୍ରବାର ସଂପୃକ୍ତ ଅଭିଯୁକ୍ତଙ୍କୁ ଅନୁଗୁଳ ପୁଲିସ କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତ ଅନୁଗୁଳ ରାଜକିଶୋରିପଡ଼ା ରଂଜନ କୁମାର ତ୍ରିପାଠୀ ଓ ତାଙ୍କ…

Continue Readingଚାକିରି ଦେବା ନାଁରେ ଠକେଇ

ଲକ୍ଷ୍ମୀ ନାରାୟଣ ୟୁଥ ଟ୍ରଷ୍ଟ ପକ୍ଷରୁ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ

କଣିହାଁ: କଣିହାଁ ବ୍ଳକ୍ ଟୋଲକବେଡା ଲକ୍ଷ୍ମୀ ନାରାୟଣ ୟୁଥ ଟ୍ରଷ୍ଟ ଆନୁକୂଲ୍ୟରେ ସ୍ଥାନୀୟ ବିଦ୍ୟୁତ୍ ଅଫିସ ସମ୍ମୁଖ ପଡ଼ିଆରେ ଚାଲିଥିବା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏଥିରେ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ । ଫାଇନାଲ୍ ମ୍ୟାରେ କୋଶଳାର ରାମଚଣ୍ଡୀ…

Continue Readingଲକ୍ଷ୍ମୀ ନାରାୟଣ ୟୁଥ ଟ୍ରଷ୍ଟ ପକ୍ଷରୁ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ

ଅନ୍‌ଲାଇନ୍ ସପିଙ୍ଗ କରି ଫସିଲେ ପୂର୍ବତନ ସେନା କର୍ମଚାରୀ

ଅନୁଗୁଳ: ଶିଳ୍ପନଗରୀ ଅନୁଗୁଳରେ ସୀମା ଟପିଛି ସାଇବର ଠକେଇ । ପୁଲିସ୍ ଅସହାୟ ହୋଇ ବସି ରହିଥିବା ବେଳେ ସାଇବର ଅପରାଧୀ ଦିନକୁ ଦିନ ଆତଙ୍କ ଖେଳାଇ ଚାଲିଛନ୍ତି । ଅନୁଗୁଳ ସହରର ଜଣେ ଅବସରପ୍ରାପ୍ତ ସେନା ଯବାନ ମଙ୍ଗଳବାର ସାଇବର…

Continue Readingଅନ୍‌ଲାଇନ୍ ସପିଙ୍ଗ କରି ଫସିଲେ ପୂର୍ବତନ ସେନା କର୍ମଚାରୀ

ନାବାଳିକାଙ୍କ ନାମରେ ଫେସବୁକରେ ଅଶାଳିନ ମନ୍ତବ୍ୟ ଘଟଣା

ଅନୁଗୁଳ‌: ଅନୁଗୁଳ ଜିଲ୍ଲା ବଅଁରପାଳ ଥନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ ଉଦ୍ୟମ କରି ବିଫଳ ହେବା ପରେ ପ୍ରେମିକ ଫେସବୁକ୍‌ରେ ଅଶାଳୀନ ମନ୍ତବ୍ୟ ପୋଷ୍ଟ କରିଥିଲା। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ଅଭିଯୁକ୍ତ ଶ୍ରୀକାନ୍ତ ନାହାକ(୨୨)ଙ୍କୁ ପୁଲିସ…

Continue Readingନାବାଳିକାଙ୍କ ନାମରେ ଫେସବୁକରେ ଅଶାଳିନ ମନ୍ତବ୍ୟ ଘଟଣା