କୁରୁଡୋଲରେ ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ ଫୁଟବଲ ଚୟନ ଶିବିର ଆୟୋଜିତ
ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲା କୁରୁଡୋଲପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ ଫୁଟବଲ ଚୟନ ଶିବିର ଅନୁଷ୍ଠିତ ହୋଇଛି। ଶିବିରରେ ୮ ଟି ବ୍ଲକର ୧୨୦ ଜଣ କ୍ରୀଡାବିତ୍ ଯୋଗ ଦେଇଥିଲେ। ମ୍ୟାନେଜର କୋଚ୍ ଓ ଅଫିସିଆଲ୍ ଭାବେ ୨୬…