ଧରାପଡିଲେ ଗୋ-ଚାଲାଣକାରୀ

ତାଳଚେର: ତାଳଚେର ଥାନା ବହଲର ଛକ ନିକଟରେ ଏକ ଗୋ ଚାଲାଣକାରୀ ଦଳକୁ କାବୁ କରିଛି ପୁଲିସ୍‌। ତାଳଚେର ଥାନା ପୁଲିସ୍‌ ସୋମବାର ଭୋର‌୍‌ ସାଢେ଼ ୫ଟା ବେଳେ ପାଟ୍ରୋଲି˚ କରୁଥିବା ବେଳେ ଦୁଇଟି ଏସିଇ ଗାଡ଼ିରେ ଗୋଚାଲାଣ ହେଉଥିବା ଜାଣିବାକୁ…

Continue Readingଧରାପଡିଲେ ଗୋ-ଚାଲାଣକାରୀ

ପିକଅପ-ବାଇକ ମୁହାଁମୁହିଁ ଧକ୍କା, ଦୁଇ ମୃତ

ଅନୁଗୁଳ: ଠାକୁରଗଡ଼ ଥାନା ଅନ୍ତର୍ଗତ ପୋକଣ୍ଡା ଗାଁ ନିକଟରେ ଏକ ପିକଅପ୍ ଭ୍ୟାନ ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କର ଶୋଚନୀୟ ମୃତ୍ୟୁ ହୋଇଛି। ମୃତ ଆରୋହୀ ଏହି ଥାନା ଖଲାରି ଗ୍ରାମର ଜଗଦୀଶ ପ୍ରଧାନ (୨୭) ଓ ପଡୋଶୀ କୁମୁରିସିଙ୍ଗା ଗ୍ରାମର…

Continue Readingପିକଅପ-ବାଇକ ମୁହାଁମୁହିଁ ଧକ୍କା, ଦୁଇ ମୃତ

ଏଥର ମାଟ୍ରିକରେ ୮୦ ମାର୍କ ପରୀକ୍ଷା, ୧୦୦ ମାର୍କର ହେବ ମୂଲ୍ୟାୟନ

ଅନୁଗୁଳ: କରୋନା ଯୋଗୁ ଏବର୍ଷ ରାଜ୍ୟରେ ବିଳମ୍ବ ହୋଇଛି ପାଠପଢା। ବହୁ କଳ୍ପନାଜଳ୍ପନା ଭିତରେ ମେ ୩ରୁ ମାଟ୍ରିକ ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛନ୍ତି ସରକାର । ଏବର୍ଷ ପ୍ରତି ବିଷୟରେ ୮୦ ମାର୍କର ପରୀକ୍ଷା ହେବ । ଛାତ୍ରଛାତ୍ରୀ ୫୦…

Continue Readingଏଥର ମାଟ୍ରିକରେ ୮୦ ମାର୍କ ପରୀକ୍ଷା, ୧୦୦ ମାର୍କର ହେବ ମୂଲ୍ୟାୟନ

ବିଫଳ ପ୍ରେମିକର ଉନ୍ମତ୍ତକାଣ୍ଡ

ପାଲଲହଡା: ଶନିବାର ପୂର୍ବାହ୍ନ ସାଢେ଼ ୧୧ ଟା ବେଳେ ବିଶ୍ୱନାଥ ନାଏକ ନାମକ ଜଣେ ଯୁବକ ଥାନା ଆଗରେ ଦେହରେ କିରାସିନି ଢାଳି ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣା ଯାଇଛି। ତାଙ୍କ ଘର ସ୍ଥାନୀୟ ଈଶ୍ୱରନଗରରେ। ପ୍ରେମରେ ବିଫଳ ହେଇ…

Continue Readingବିଫଳ ପ୍ରେମିକର ଉନ୍ମତ୍ତକାଣ୍ଡ

ଆସନ୍ତାକାଲି କରୋନା ଟିକା ଡ୍ରାଏ ରନ୍ ପାଇଁ ଓଡ଼ିଶା ପ୍ରସ୍ତୁତ

ଅନୁଗୁଳ: ଆସନ୍ତାକାଲି ଦେଶବ୍ୟାପୀ କରୋନା ଟିକା ଡ୍ରାଏ ରନ୍ କରାଯିବ । ଏଥିପାଇଁ ଓଡ଼ିଶାରେ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି । ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଡିଏମ୍ଇଟି ସିବିକେ ମହାନ୍ତି । ଭୁବନେଶ୍ୱର କ୍ୟାପିଟାଲ…

Continue Readingଆସନ୍ତାକାଲି କରୋନା ଟିକା ଡ୍ରାଏ ରନ୍ ପାଇଁ ଓଡ଼ିଶା ପ୍ରସ୍ତୁତ

ବାଲି ଚାଲାଣକୁ ନେଇ ଦୁଇ ଗାଁ ମଧ୍ୟରେ ଉତ୍ତେଜନା

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ସିଙ୍ଗଡ଼ାନାଳ ରୁ ବାଲି ଚାଲାଣ ସୀମା ବିବାଦ ଏବେ ନାଉପଦା ଓ ବାଲିପଟ୍ଟା ଗ୍ରାମ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ସୂଚନାଯୋଗ୍ୟ ସିଙ୍ଗଡ଼ାନାଳ ପାର୍ଶ୍ୱରୁ ବାଲିଚାଲାଣ କୁ ନେଇ ଦୁଇ ଗ୍ରାମରେ ମୁହାଁମୁହିଁ ହୋଇଥିଲେ। ଏହାକୁ…

Continue Readingବାଲି ଚାଲାଣକୁ ନେଇ ଦୁଇ ଗାଁ ମଧ୍ୟରେ ଉତ୍ତେଜନା

ବିଳମ୍ବିତ ରାତିରେ ଜଳିଗଲା ଟ୍ରକ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଗେଡ଼ିଆ ଗ୍ରାମରେ ବିଳମ୍ବିତ ରାତିରେ ଛିଡା ହୋଇଥିବା ଏକ ଟ୍ରକ ଓ ପାଖରେ ଥିବା ଚାଳଘର ଜଳିଯାଇଛି। ଆଇନଜୀବୀ ତଥା ବାଗେଡ଼ିଆ ଗ୍ରାମର ଦୁଷ୍ମନ୍ତ କୁମାର କର(୪୨)ଙ୍କ ଓଡ଼ି-୧୫-ଡି-୪୦୮୭ ନମ୍ବର ଟ୍ରକ ଗ୍ରାମର ବୁଢ଼ାଢ଼ିପସାହି…

Continue Readingବିଳମ୍ବିତ ରାତିରେ ଜଳିଗଲା ଟ୍ରକ

ପେଶାଗତ ହୋଇ ତଦନ୍ତ କରିବାକୁ ଆଇପିଏସଙ୍କୁ ପରାମର୍ଶ ଦେଲେ ପୋଲିସ ଡିଜି

ଅନୁଗୁଳ: ସୋସିଆଲ୍ ମିଡିଆ ସ୍ପିଡ୍ ସହ ତାଳ ଦେଇ କାମ କରିବାକୁ ପଡ଼ିବ । ସୋସିଆଲ ମିଡିଆରେ ତଥ୍ୟ, ଅଭିଯୋଗ ଓ ଗୁଜବ ଯେତେ ଶୀଘ୍ର ପ୍ରସାରିତ ହେଉଛି ପୁଲିସକୁ ସେହି ଅନୁସାରେ ତାଳ ଦେଇ କାମ କରିବାକୁ ପଡ଼ିବ ।…

Continue Readingପେଶାଗତ ହୋଇ ତଦନ୍ତ କରିବାକୁ ଆଇପିଏସଙ୍କୁ ପରାମର୍ଶ ଦେଲେ ପୋଲିସ ଡିଜି

ସୁଜୁକି ସୋ’ରୁମ୍‌ରେ ନିଆଁ

ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ପଞ୍ଚମହଲାସ୍ଥିତ ସୁଜୁକି ସୋ’ରୁମ୍‌ରେ ରବିବାର ରାତିରେ ଅଗ୍ନିକାଣ୍ତ ଘଟିଛି। ସଟ୍‌ସର୍କିଟ୍‌ ଯୋଗୁଁ ସୋ’ରୁମ୍‌ର ଵାର୍କସପ୍‌ର ଏଣ୍ଟ୍ରି ପଏଣ୍ଟରେ ନିଆଁ ଲାଗିଯାାଇଥିଲା। କିଛି ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।…

Continue Readingସୁଜୁକି ସୋ’ରୁମ୍‌ରେ ନିଆଁ

ହାତୀ ଆକ୍ରମଣରେ ନାବାଳକ ମୃତ

ଅନୁଗୁଳ: ଶୁକ୍ରବାର ସଂଧ୍ୟାରେ ଛେଣ୍ଡିପଦା ବନାଞ୍ଚଳ ମଣ୍ଡୁଆ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ନାବାଳକର ମୃତ୍ୟୁ ହୋଇଛି। ଅନ୍ୟ ଜଣେ ନାବାଳକ ଗୁରୁତର ଆହତ ହେଇଥିବା ବେଳେ ୩ ଜଣ ଦନ୍ତା ମୁହଁରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମୃତ ନାବାଳକ ମଣ୍ଡୁଆ…

Continue Readingହାତୀ ଆକ୍ରମଣରେ ନାବାଳକ ମୃତ