ସୁରେଶ ମହାପାତ୍ର ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ

ଅନୁଗୁଳ: ବରିଷ୍ଠ ଆଇଏଏସ୍ ଅଫିସର ସୁରେଶ ମହାପାତ୍ର ହେବେ ରାଜ୍ୟର ପରବର୍ତୀ ନୂଆ ମୁଖ୍ୟ ଶାସନ ସଚିବ। ତାଙ୍କ ନାଁରେ ଆଜି ବିଦ୍ଧିବଦ୍ଧ ମୋହର ଲାଗିଛି। ୩୧ ତାରିଖରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଅବସର ନେବେ। ତେଣୁ ତାଙ୍କ…

Continue Readingସୁରେଶ ମହାପାତ୍ର ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ

ମହଙ୍ଗା ପଡିଲା ବାଇକ୍ ଚୋରି

ଅନୁଗୁଳ: ମେଡିକାଲ୍‌ ପରିସରରୁ ବାଇକ୍‌ ଚୋରି କରିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି। ସ୍ଥାନୟ ଲୋକ କାବୁ କରି ନିର୍ଧୂମ ଛେଚିବା ସହ ପୁଲିସ୍‌ରେ ଜିମା ଦେଇଛନ୍ତି। ଅଭିଯୁକ୍ତ ଯୁବକ ଜଣଙ୍କ ତାଳଚେର ଅଞ୍ଚଳର। ପୁଲିସ୍‌ ତାଙ୍କୁ ଥାନାରେ ଅଟକ…

Continue Readingମହଙ୍ଗା ପଡିଲା ବାଇକ୍ ଚୋରି

ଅଖା ପାଇଁ ଚାଷୀ ହନ୍ତସନ୍ତ

ଅନୁଗୁଳ: ଚଳିତ ମାସ ୧୬ ତାରିଖଠାରୁ ଜିଲ୍ଲାରେ ଖରିଫ୍ ଧାନ କିଣା ଆରମ୍ଭ ହୋଇଛି। ଜିଲ୍ଲାରେ ଧାନ କିଣା ପାଇଁ ୯୪ଟି ମଣ୍ଡି ଖୋଲିବାକୁ ବ୍ୟବସ୍ଥା ହୋଇଛି। ଚଳିତ ବର୍ଷ ଧାନ ବିକିବାକୁ ୩୫ ହଜାର ୮୭୭ ଜଣ ଚାଷୀ ସେମାନଙ୍କର…

Continue Readingଅଖା ପାଇଁ ଚାଷୀ ହନ୍ତସନ୍ତ

ଅନୁଗୁଳ ସହରରେ ଛିନ୍‌ତାଇ

ଅନୁଗୁଳ: ଅନୁଗୁଳ ସହରରେ ମାତିଛନ୍ତି ଛିନ୍‌ତାଇ ଗ୍ୟାଙ୍ଗ୍‌। ମୋବାଇଲ୍‌ ଲୁଟ ସହରରେ ନିତିଦିନିଆ ଘଟଣା ହୋଇଥିବା ବେଳେ ରବିବାର ସନ୍ଧ୍ୟାରେ ଜଣେ ମହିଳା ଲୁଟ୍‌ର ଶିକାର ହୋଇଛନ୍ତି। ଶଙ୍କର ସିନେମା ରୋଡରେ ଦୁବୃର୍ତ୍ତ ତାଙ୍କ ବେକରୁ ସୁନା ଚେନ୍‌ ଛିଣ୍ତାଇ ଚମ୍ପଟ…

Continue Readingଅନୁଗୁଳ ସହରରେ ଛିନ୍‌ତାଇ

ରୁପେ କାର୍ଡରେ ଅଫ୍‌ଲାଇନ୍‌ ପେମେଣ୍ଟ

ଅନୁଗୁଳ: ରୁପେ କାର୍ଡଧାରୀଙ୍କ ପାଇଁ ଖୁସି ଖବର। ଏବେ ବିନା ଇଣ୍ଟରନେଟରେ ମଧ୍ୟ ଲୋକମାନେ ଏହି କାର୍ଡଦ୍ବାରା ପେମେଣ୍ଟ କରିବାର ସୁବିଧା ପାଇପାରିବେ। ନ୍ୟାସ୍‌ନାଲ୍‌ ପେମେଣ୍ଟ୍‌ସ କର୍ପୋରେସନ୍‌ ଅଫ୍‌ ଇଣ୍ତିଆ (ଏନ୍‌ପିସିଆଇ) କହିଛି, ରୁପେ କଣ୍ଟାକ୍ଟଲେସ୍‌ କାର୍ଡରେ ଅଫଲାଇନ୍‌ ପେମେଣ୍ଟ ଲାଗି…

Continue Readingରୁପେ କାର୍ଡରେ ଅଫ୍‌ଲାଇନ୍‌ ପେମେଣ୍ଟ

ଅନୁଗୁଳ ଜିଲ୍ଲା ସାମ୍ବାଦିକ ୟୁନିୟନର ଦ୍ବିବାର୍ଷିକ ସାଧାରଣ ପରିଷଦ ବୈଠକ

ଅନୁଗୁଳ: ଛେଣ୍ଡିପଦା ବ୍ଲକ ପାତ୍ରପଡା ମା ବାଟ ବାୟାଣୀ ପୀଠଠାରେ ଅନୁଗୁଳ ଜିଲ୍ଲା ସାମ୍ବାଦିକ ୟୁନିୟନ ( ଏଡିୟୁଜେ ) ର ଦ୍ବିବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ୟୁନିଅନର ସଭାପତି ପର୍ଶୁରାମ ଦାଶ ଏଥିରେ ଅଧ୍ୟକ୍ଷତା କରିଥଲେ।…

Continue Readingଅନୁଗୁଳ ଜିଲ୍ଲା ସାମ୍ବାଦିକ ୟୁନିୟନର ଦ୍ବିବାର୍ଷିକ ସାଧାରଣ ପରିଷଦ ବୈଠକ

ହେଲମେଟ ନଥିଲେ ମିଳିବନି ଲିଫ୍ଟ

ଅନୁଗୁଳ: ବାଇକ୍ ଚାଳକ ଅବା ଲିଫ୍ଟ ମାଗୁଥିବା ବ୍ୟକ୍ତିଙ୍କ ପାଖରେ ଯଦି ହେଲମେଟ୍ ନଥାଏ ତେବେ ତାଙ୍କୁ ଲିଫ୍ଟ ନଦେବାକୁ ମନା କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ନହେଲେ ଗାଡି ଚାଳକର ଲାଇସେନ୍ସ ବାତିଲ ହେବ । ଡବଲ…

Continue Readingହେଲମେଟ ନଥିଲେ ମିଳିବନି ଲିଫ୍ଟ