ମୋବାଇଲ ଫୋନ୍ ଓ ଟଙ୍କା ଚୋରି ଅଭିଯୋଗରେ ୨ ଗିରଫ

ଅନୁଗୁଳ: ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ହେମୁସୁରପଡ଼ାରେ ମୋବାଇଲ ଫୋନ୍ ଓ ଟଙ୍କା ଚୋରି ଅଭିଯୋଗରେ ପୁଲିସ ୨ ଜଣଙ୍କୁ ସୋମବାର ଗିରଫକରି କୋର୍ଟ ଚାଲାଣ କରିଛି। ସଳଚନା ମୁତାବକ, ପଶ୍ଚିମବଙ୍ଗ ମାଲଦା ଜିଲା କାଲିଆଚୌକ ଥାନା ଅଞ୍ଚଳର ସଦାମ ଶେଖ…

Continue Readingମୋବାଇଲ ଫୋନ୍ ଓ ଟଙ୍କା ଚୋରି ଅଭିଯୋଗରେ ୨ ଗିରଫ

ସ୍ତ୍ରୀ ଚରିତ୍ର ସନ୍ଦେରେ ମରଣାନ୍ତକ ଆକ୍ରମଣ, ସ୍ବାମୀ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗୋତମରା ଗାଁରେ ସ୍ତ୍ରୀର ଚରିତ୍ରକୁ ସନ୍ଦେହକରି ମରଣାତ୍ମକ ଆକ୍ରମଣ ଘଟଣାରେ ସ୍ବାମୀଙ୍କୁ ଗିରଫ କରିଛି ପୁଲିସ। ସୂଚନା ମୁତାବକ, ବନ୍ତଳା ଥନା ଅନ୍ତର୍ଗତ ଅଦିଆଘାଇ ଗାଁର ନିଲମ ଗୋଚ୍ଛାୟତ(୩୦) ୧୫ ବର୍ଷ ତଳେ…

Continue Readingସ୍ତ୍ରୀ ଚରିତ୍ର ସନ୍ଦେରେ ମରଣାନ୍ତକ ଆକ୍ରମଣ, ସ୍ବାମୀ ଗିରଫ

ଅନ୍ତର୍ଜାତୀୟ ଆର୍ଦ୍ରଭୂମିର ମାନ୍ୟତା ପାଇଲା ସାତକୋଶିଆ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମହାନଦୀର ସାତକୋଶିଆ ଗଣ୍ଡ ଅନ୍ତର୍ଜାତୀୟ ସ୍ତରରେ ଏକ ପ୍ରାକୃତିକ ଆର୍ଦ୍ରଭୂମି ବା ରାମସର୍ ସାଇଟରେ ମାନ୍ୟତା ପାଇଛି। ଅଗଷ୍ଟ ୩ ତାରିଖରେ ବିଧିବଧ ଭାବେ କେନ୍ଦ୍ର ପରିବେଶ, ଜଂଗଲ ଓ ଜଳବାୟୁ ମନ୍ତ୍ରାଳୟ ଏହା ଘୋଷଣା କରିବା…

Continue Readingଅନ୍ତର୍ଜାତୀୟ ଆର୍ଦ୍ରଭୂମିର ମାନ୍ୟତା ପାଇଲା ସାତକୋଶିଆ

ପୋଖରୀରେ ବୁଡ଼ି ମହିଳାଙ୍କ ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ରଙ୍କାସିଂହା ଗାଁ ପୋଖରେ ବୁଡ଼ି ଗୁରୁବାର ସକାଳେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ସୂଚନା ଯେ, ସତୀ ବେହେରା ନାମକ ଜଣେ ମହିଳା ସକାଳ ପ୍ରାୟ ୮ଟା ସମୟରେ ଗାଁ ପୋଖରୀକୁ ଗାଧୋଇବାକୁ…

Continue Readingପୋଖରୀରେ ବୁଡ଼ି ମହିଳାଙ୍କ ମୃତ୍ୟୁ

ଭୋଟର ତାଲିକା ପ୍ରସ୍ତୁତି ନେଇ ବୈଠକ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ଭୋଟର ତାଲିକା ପ୍ରସ୍ତୁତି ନେଇ ଏକ ବୈଠକ ବୁଧବାର ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଂଶୋଧିତ ଭୋଟର ପଞ୍ଜିକରଣ…

Continue Readingଭୋଟର ତାଲିକା ପ୍ରସ୍ତୁତି ନେଇ ବୈଠକ

ଜିଲ୍ଲା ପରିଷଦର ନୂଆ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ଯୋଗଦାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପରିଷଦର ନୂଆ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଳିତ ମୋହନ ବେହେରା ବୁଧବାର କାର୍ଯ୍ୟରେ ଯୋଗ ଦାନ କରିଛନ୍ତି। ବିଦାୟୀ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦିଲ୍ଲିପ କୁମାର…

Continue Readingଜିଲ୍ଲା ପରିଷଦର ନୂଆ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ଯୋଗଦାନ

ବାପାଙ୍କୁ ମରଣାନ୍ତକ ଆକ୍ରମଣ, ପୁଅ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତର୍ଗତ ଭାଲୁମୁଣ୍ଡା ଗାଁରେ ବାପାଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ପୁଅ ଗିରଫ ହୋଇଛି। ସୂଚନା ଯେ, ୨୯ ତାରିଖ ରାତିରେ ଗାଁର ଜମ୍ବେଶ୍ଵର ନାଏକ ତାଙ୍କ ସ୍ତ୍ରୀ ମିନିଙ୍କୁ ଖାଇବାରେ ଡାଲି କାହିଁକି…

Continue Readingବାପାଙ୍କୁ ମରଣାନ୍ତକ ଆକ୍ରମଣ, ପୁଅ ଗିରଫ

ଆଜି ଆସୁଛନ୍ତି ଅସିତ ତ୍ରିପାଠୀ

ଅନୁଗୁଳ: ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ନିର୍ମାଣ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିବା ପାଇଁ ସୋମବାର ଅନୁଗୁଳ ଗସ୍ତରେ ଆସୁଛନ୍ତି ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ। ଏହି ଅବସରରେ ସେ ଆଠମଲ୍ଲିକ ବ୍ଲକ ମାନଯୋର୍ ଡ୍ୟାମ୍ ପାଖରେ…

Continue Readingଆଜି ଆସୁଛନ୍ତି ଅସିତ ତ୍ରିପାଠୀ

୧୧ କେଭି ବିଦ୍ୟୁତ ତାର ଚୋରି

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ସାନ୍ତରାପୁର ଗାଁ ନିକଟରେ ମଙ୍ଗଳବାର ରାତିରେ ୧୧ କେଭି ଲାଇନର ବିଦ୍ୟୁତ ତାର ଚୋରି ହୋଇଛି। ଏ ନେଇ ବଅଁପାଳ ବିଦ୍ୟୁତ ବିଭାଗ ସେକ୍ସନ୍ ଇନ୍ଚାର୍ଜ ସୁଭାଶିଷ ମହାନ୍ତି ଥାନାରେ ଲିଖିତ ଅଭିଯୋଗ…

Continue Reading୧୧ କେଭି ବିଦ୍ୟୁତ ତାର ଚୋରି

ଡେପୁଟି ରେଞ୍ଜରଙ୍କ ସ୍ମୃତିରେ ବୃକ୍ଷରୋପଣ

ଅନୁଗୁଳ: ଅନୁଗୁଳ ବନଖଣ୍ଡର ବନ୍ତଳା ରେଞ୍ଜର ପୂର୍ବତନ ଡେପୁଟି ରେଞ୍ଜର ସ୍ବର୍ଗତ ଜୟନ୍ତ କୁମାର ସାହୁଙ୍କ ସ୍ମୃତିରେ ରବିବାର ଅନୁଗୁଳ ବ୍ଲକ୍ ଅନ୍ତର୍ଗତ ହମାମିରା ଗାଁରେ ବୃକ୍ଷରୋପଣ କରାଯାଇଛି। ଗାଁର ଶ୍ରୀ ଗଣେଶ ସ୍ବଂୟ ସହାୟକ ଗୋଷ୍ଠୀ ଓ ମା’ ଗ୍ରାମେଶ୍ବରୀ…

Continue Readingଡେପୁଟି ରେଞ୍ଜରଙ୍କ ସ୍ମୃତିରେ ବୃକ୍ଷରୋପଣ