ବର୍ତ୍ତନ ଭଣ୍ଡାରରେ ଜିଏସ୍ଟି ଚଢ଼ାଉ
ଅନୁଗୁଳ: ଅନୁଗୁଳ ସହରର ଲକ୍ଷ୍ମୀବଜାରରେ ଥିବା ଚକାଡ଼ୋଳା ବର୍ତ୍ତନ ଭଣ୍ଡାରରେ ବୁଧବାର ଅନୁଗୁଳ ବାଣିଜ୍ୟକର ବିଭାଗ ତରଫରୁ ଚଢ଼ାଉ କରାଯାଇଛି। ଦେକାନର ମାଲିକ ବିଭାଗର ଅଧିକାରୀମାନଙ୍କୁ ସହାୟତା କରୁନଥିବାରୁ ଜିଏସ୍ଟି ଫାଙ୍କିବାର ସଠିକ ଆକଳନ କରାଯାଇପାରୁ ନାହିଁ। ତେବେ କୌଣସି ପ୍ରକାରେ…
