ଚୋରା ଶାଳ ଗଡ଼ ବୋଝେଇ ପିକ୍ଅପ୍ ଭ୍ୟାନ୍ ଜବତ
ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ କୁଶକିଳା ଗାଁରେ ଏକ ଚୋରା ଶାଳ ଗଡ଼ ବୋଝେଇ ପିକ୍ଅପ୍ ଭ୍ୟାନ୍ କୁ ଜବତ କରିଛି ପୁଲିସ। ସୂଚନା ଯେ, ବୁଧବାର କୁଶକିଳା ଗାଁ ନିକଟ ଜଙ୍ଗଲରୁ ୬ଟି ଶାଳ ଗଡ଼ ବୋଝେଇକରି…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ କୁଶକିଳା ଗାଁରେ ଏକ ଚୋରା ଶାଳ ଗଡ଼ ବୋଝେଇ ପିକ୍ଅପ୍ ଭ୍ୟାନ୍ କୁ ଜବତ କରିଛି ପୁଲିସ। ସୂଚନା ଯେ, ବୁଧବାର କୁଶକିଳା ଗାଁ ନିକଟ ଜଙ୍ଗଲରୁ ୬ଟି ଶାଳ ଗଡ଼ ବୋଝେଇକରି…
ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ସୁରାବ ଗାଁ ର ପବିତ୍ର କୁମାର ବେହେରା(୪୫)ଙ୍କୁ ଠକେଇ କରିଥିବା ଅଭିଯୋଗ ରେ ପୁଲିସ ଜଣେ ଯୁବକଙ୍କୁ ଗୁରୁବାର ଗିରଫ କରିଛି। ସୂଚନା ଯେ, ପବିତ୍ର ପ୍ରଧାନନ୍ତ୍ରୀ ଆବାସ ଯୋଜନା ପାଇଁ ଅନୁଗୁଳ ବ୍ଲକ୍ରେ…
ଅନୁଗୁଳ: ଅନୁଗୁଳ ସଦର ଥାନା ଅଞ୍ଚଳର ଜଣେ ୧୫ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୁଲିସ ଗୁରୁବାର ଜଣେ ଯୁବକଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ, ୭ମାସ ତଳେ ନାବାଳିକାଙ୍କୁ କୁମଣ୍ଡ ଗାଣ୍ଡୁପଡ଼ିଆର ରମେଶ ଗୋଛାୟତ(୨୨) ନାମକ ଜଣେ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ପୁଲିସ କୋଇଲା ଚୋରା ଚାଲାଣ ଅଭିଯୋଗରେ ଗୁରୁବାର ଜଣେ ହୋମ ଗାର୍ଡଙ୍କୁ ଗିରଫକରିଛି। ସୂଚନା ଅନଯାୟୀ, ଗତ ଏପ୍ରିଲ ୮ ତାରିଖରେ ଛେଣ୍ଡିପଦା ଅଞ୍ଚଳରୁ ଏକ ଟ୍ରକ୍ ରେ ପ୍ରାୟ ୮ଟନ୍ ଊର୍ଦ୍ଧ୍ବ ଚୋରା…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବନ୍ତଳା ବଜାରରେ ଏକ ବାଇକ୍ ଚୋରିକୁ ନେଇ ମାଡ଼ପିଟ ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, ବନ୍ତଳାର ଅଚ୍ୟୁତାନନ୍ଦ ନାଏକଙ୍କ ଏକ ବାଇକ୍ ଚାରି ହୋଇଥିଲା।…
ଅନୁଗୁଳ: ଅନୁଗୁଳ ସହରର ଡିଆଇସି ଛକରୁ ଘରେ ପଶି ଚୋରି କରିଥିବା ଅଭିଯୋଗରେ ପୁଲିସ ୩ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, ଅନୁଗୁଳ ସହରର ଡିଆଇସି ଛକ ନିକଟରେ ରହୁଥିବା ସନ୍ଧ୍ୟାରାଣୀ ଦାଶଙ୍କ ଘର ଭାଙ୍ଗି ଗତ…
ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ନୂଆସାହି ଗାଁରେ ସିଗାରେଟ ଟଙ୍କା ନଦେବାରୁ ସୋମବାର ସକାଳେ ଜଣେ ଯୁବକଙ୍କୁ ହତ୍ୟା କରିବା ଘଟଣାରେ ଦୋକାନୀ, ତାଙ୍କ ବାପା ଓ ଭାଇଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି। ସୂଚନା ଯେ, ଲିଟୁ ସାହୁ(୩୪)…
ଅନୁଗୁଳ: ଜଣେ ୧୭ ବର୍ଷର ନାବାଳିକାଙ୍କ ନଗ୍ନ ଫଟୋ ଭାଇରାଲ କରିଥିବା ମାମଲାର ବିଚାରକରି ଶନିବାର ଅଭିଯୁକ୍ତ ଯୁବକଙ୍କୁ ଅନୁଗୁଳ ଆଡହକ୍ ଅତିରିକ୍ତ ଜିଲ୍ଲା ଦୌରା ଜଜ୍(ଫାଷ୍ଟ ଟ୍ରାକ୍) କୋର୍ଟର ବିଚାରପତି ପିଆର ବୋହିଦାର ୫ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ଶନିବାର ବିଳମ୍ବିତ ରାତିରେ ଅସଦବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଯେ, ମହିଳା ଘରେ ଶୋଇଥିଲେ। ଏହି ସମୟରେ ଗାଁର ଟୁଟୁ ଦେହୁରୀ(୩୫) ମହିଳାଙ୍କ ଘରେ ପଶି ତାଙ୍କୁ ଟଣା…
ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ସାକସିଂହା ଗାଁରେ ପ୍ରେମ ଘଟଣାକୁ ନେଇ ଶନିବାର ସନ୍ଧ୍ୟାରେ ମରଣାନ୍ତକ ଆକ୍ରମଣ ହୋଇଛି। ସୂଚନା ମୁତାବକ, ଗାଁର ସୌମ୍ୟ ରଞ୍ଜନ ଦେହୁରୀ(୩୦) ଗାଁର ଜଣେ ଝିଅଙ୍କୁ ଭଲ ପାଉଥିଲେ। ଏ ନେଇ ଗାଁ ଅକ୍ଷୟ…