ନାବାଳିକାଙ୍କୁ ଅଶାଳିନ ମନ୍ତବ୍ୟ ଦେଇ ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅଶାଳିନ ମନ୍ତବ୍ୟ ଦେବା ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫକରି ସୋମବାର କୋର୍ଟ ଚାଲାଣ କରିଛି। ସୂଚନା ଯେ, ନାବାଳିକା ସ୍କୁଲ ଓ ଟିଉସନ ଗଲାବେଳେ ବଳରାମପ୍ରସାଦ କଇଁଫୁଲିଆସାହିର ବବୁଲୁ…

Continue Readingନାବାଳିକାଙ୍କୁ ଅଶାଳିନ ମନ୍ତବ୍ୟ ଦେଇ ଯୁବକ ଗିରଫ

ସନ୍ଥକବି ଭୀମ ଭୋଇ ଙ୍କ ୧୭୪ ତମ ଜୟନ୍ତୀ

ଅନୁଗୁଳ: ଅନୁଗୁଳ ବ୍ଲକ ଅନ୍ତର୍ଗତ ଅଙ୍ଗାରବନ୍ଧ ଗାଁରେ ସନ୍ଥକବି ଭୀମ ଭୋଇଙ୍କ ୧୭୪ ତମ ଜୟନ୍ତୀ ସୋମବାର ପାଳିତ ହୋଇଯାଇଛି। ଅଙ୍ଗାରବନ୍ଧ ଅଲେଖ ମହିମା ଧାମ ପରିଚାଳନା କମିଟି ଓ ଅଲେଖ ମହିମା ସାମାଜିକ ଉନ୍ନୟମ ପରିଷଦ ପକ୍ଷରୁ ସନ୍ଥ କବି…

Continue Readingସନ୍ଥକବି ଭୀମ ଭୋଇ ଙ୍କ ୧୭୪ ତମ ଜୟନ୍ତୀ

ବାରହା ଆକ୍ରମଣରେ ମହିଳା ମୃତ

ଅନୁଗୁଳ: ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅନ୍ତର୍ଗତ ବାଉଁଶପୋଖରୀ ଗାଁରେ ବାର୍ହା ଅକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ସୂଚନା ଯେ, ଗାଁର ରୁପା ବେହେରା(୫୩) ଶନିବାର ଗାଁ ପାଖ ଜଙ୍ଗଲକୁ କେନ୍ଦୁପତ୍ର ତୋଳିବାକୁ ଯାଇଥିଲେ। ସେଠାରେ ତାଙ୍କୁ ବାର୍ହା ଆକ୍ରମଣ…

Continue Readingବାରହା ଆକ୍ରମଣରେ ମହିଳା ମୃତ

ଓକିଲଙ୍କୁ ମାଡ଼ପିଟ ଅଭିଯୋଗରେ ୨ ଗିରଫ

ଅନୁଗୁଳ: ଅନୁଗୁଳ ଟାଉନ ପୁଲିସ ଜଣେ ଓକିଲଙ୍କୁ ମାଡ଼ପିଟ କରିବା ଓ ବସଷ୍ଟାଣ୍ଡ ବିଦେଶୀ ମଦ ଦୋକାନରେ ଭଙ୍ଗାରୁଜା କରିବା ଘଟଣାରେ ୨ ଜଣଙ୍କୁ ଗିରଫ କରିଛି। ସୂଚନା ଯେ, ଗତ ୨ ତାରିଖରେ ହେମୁସୁରପଡ଼ାରେ ରହୁଥିବା ଅସିତ ଚନ୍ଦ୍ର ପ୍ରଧାନ…

Continue Readingଓକିଲଙ୍କୁ ମାଡ଼ପିଟ ଅଭିଯୋଗରେ ୨ ଗିରଫ

ଘର ଭାଙ୍ଗି ଟଙ୍କା ଓ ସୁନା ଗହଣା ଚୋରି

ଅନୁଗୁଳ: ଅନୁଗୁଳ ସହରର ଡିଆଇସି ଛକ ନିକଟରେ ରହୁଥିବା ସନ୍ଧ୍ୟାରାଣୀ ଦାଶଙ୍କ ଘର ଭାଙ୍ଗି ଶୁକ୍ରବାର ସୁନା ଗହଣା ଓ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ସୁଚନା ଯେ, ସନ୍ଧ୍ୟାରାଣୀ ଶୁକ୍ରବାର ବାଣପୁର ଭଗବତୀ ପୀଠକୁ ଯାଇଥିଲେ। ସେଠାରୁ ଫେରି…

Continue Readingଘର ଭାଙ୍ଗି ଟଙ୍କା ଓ ସୁନା ଗହଣା ଚୋରି

ସ୍ବାମୀ ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ବୁଢ଼ାପଙ୍କ ତେନ୍ତୁଳିହତା ସାହିର କଲ୍ୟାଣ ନାଏକ ତାଙ୍କ ସ୍ତ୍ରୀଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଛନ୍ତି। ସୂଚନା ଯେ, ପାରିବାରିକ କଳହରୁ ଗୁରୁବାର ସକାଳେ କଲ୍ୟାଣ ଏକ ଟାଙ୍ଗିଆରେ ତାଙ୍କ ସ୍ତ୍ରୀ ମିଲି ନାଏକ(୩୨)ଙ୍କୁ ଆକ୍ରମଣ…

Continue Readingସ୍ବାମୀ ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର

ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ କୁମୁରୁସିଂହା ଗାଁରେ ବୁଧବାର ସକାଳେ ବିଦ୍ୟୁତ ସର୍ଟ ସର୍କିଟରେ ୪ ବଖରା ଚାଳଘର ପୋଡ଼ି ପାଉଁଶ ହୋଇଯାଇଛି। ସୂଚନା ଯେ, ବୁଧବାର ଭୋର ସମୟରେ କୁମୁରୁସିଂହା ଗାଁ ହରିଜନ ସାହିର ଶ୍ରୀକାନ୍ତ ନାଏକଙ୍କ ଘରେ…

Continue Readingଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା

ନାଲକୋ ପରିପାର୍ଶ୍ବିକ ଗ୍ରାମରେ ପାନୀୟ ଜଳ ଯୋଗାଣ ଆରମ୍ଭ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ତରଫରୁ ପରିପାଶ୍ବିକ ଗ୍ରାମରେ ବୁଧବାର ପାନୀୟ ଜଳ ଯୋଗାଣ ଆରମ୍ଭ କରାଯାଇଛି। ଜଳକ୍ଳିଷ୍ଟ ପରିପାର୍ଶ୍ବିକ ଗ୍ରାମମାନଙ୍କରେ ପାନୀୟ ଜଳ ସଙ୍କଟକୁ ଦୂରକରିବା ପାଇଁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ କର।ଯାଇଛି। ଏସ୍ ଆଣ୍ଡ ପି…

Continue Readingନାଲକୋ ପରିପାର୍ଶ୍ବିକ ଗ୍ରାମରେ ପାନୀୟ ଜଳ ଯୋଗାଣ ଆରମ୍ଭ

ନାବାଳିକା ଦୁଷ୍କର୍ମକାରୀଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ପକ୍ସୋ ସ୍ବତନ୍ତ୍ର ଅଦାଲତର ବିଚାରପତି ଅଗସ୍ତୀ କୁମାର ସାହୁ ମଙ୍ଗଳବାର ଏକ ଦୁଷ୍କର୍ମ ମାମଲାରେ ଦୁଷ୍କର୍ମକାରୀଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୂଚନା ଯେ, ୨୦୧୮ ଜୁନ ୧୪…

Continue Readingନାବାଳିକା ଦୁଷ୍କର୍ମକାରୀଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ

ଲାଞ୍ଚୁଆ ଆରଆଇଙ୍କୁ ୪ ବର୍ଷ ଜେଲ୍

ଅନୁଗୁଳ: ଅନୁଗୁଳ ଜିଲ୍ଲା ଭିଜିଲାନ୍ସ କୋର୍ଟ ଏକ ଲାଞ୍ଚ ମାମଲାର ବିଚାରକରି ଲାଞ୍ଚ ନେଇଥିବା ରାଜସ୍ବ ନିରୀକ୍ଷକଙ୍କୁ ୪ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି। ସୂଚନା ଯେ, କିଆକଟାର ପୂର୍ବତନ ଆରଆଇ ଶୁଭଶ୍ରୀ ପ୍ରିୟଦର୍ଶିନୀ ରେଢାଖୋଲ ଥାନା କଦଳୀଗଡ଼ର ପିଙ୍କୁ…

Continue Readingଲାଞ୍ଚୁଆ ଆରଆଇଙ୍କୁ ୪ ବର୍ଷ ଜେଲ୍