ଶିଶୁବିଦ୍ୟା ମନ୍ଦିରରେ ଜିଲ୍ଲା ଓ ସମ୍ଭାଗ ଜ୍ଞାନ ବିଜ୍ଞାନ ମେଳା ଉଦ୍‌ଘାଟିତ

  ତାଳଚେର: ତାଳଚେର ଶିଶୁବିଦ୍ୟା ମନ୍ଦିରରେ ମଧ୍ୟ ସମ୍ଭାଗ ଅନୁଗୋଳ ଜିଲ୍ଲା ତରଫରୁ ଜିଲ୍ଲା ଓ ସମ୍ଭାଗ ଜ୍ଞାନ ବିଜ୍ଞାନ ମେଳା ଉଦ୍‌ଘାଟିତ ହୋଇଯାଇଛି । ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ମେଳାର ଉଦ୍‌ଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ…

Continue Readingଶିଶୁବିଦ୍ୟା ମନ୍ଦିରରେ ଜିଲ୍ଲା ଓ ସମ୍ଭାଗ ଜ୍ଞାନ ବିଜ୍ଞାନ ମେଳା ଉଦ୍‌ଘାଟିତ

ବଡଯୋରଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ବିଜ୍ଞାନ ସପ୍ତାହ ପାଳିତ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର, ବଡଯୋରଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ବିଜ୍ଞାନ ସପ୍ତାହ ପାଳିତ ହୋଇଯାଇଛି। ଏହି ଦିବସରେ ମୁଖ୍ୟ ଅତିଥି ଭାବେ ନୀଳକଣ୍ଠେଶ୍ବର ଡିଗ୍ରୀ ମହାବିଦ୍ୟାଳୟର ରସାୟନ ବିଜ୍ଞାନର ଅଧ୍ୟାପିକା ମଧୁମିତା ରାଉତରାୟ ଯୋଗ ଦେଇଥିଲେ। ଭାରତର ପ୍ରଥମ…

Continue Readingବଡଯୋରଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ବିଜ୍ଞାନ ସପ୍ତାହ ପାଳିତ

ତୁଳସୀପାଳ,ଲଙ୍ଗୁଳିଆବେଡା ବିକାଶ ପରିଷଦ ଆନ୍ଦୋଳନ ସ୍ଥଗିତ

ବଅଁରପାଳ : ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଆଲୁମିନିୟମ ପାର୍କ ପ୍ରକଳ୍ପରେ କାର୍ଯ୍ୟରତ ଲୁମିନିୟସ କମ୍ପାନୀର ଦାଦାଗିରି ଓ କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କ ପ୍ରତି କଟୁ ମନ୍ତବ୍ୟର ପ୍ରତିବାଦରେ ତୁଳସୀପାଳ ଓ ଲଙ୍ଗୁଳିଆବେଡା ବିକାଶ ପରିଷଦ ପକ୍ଷରୁ ଗତ ୪ ଦିନ…

Continue Readingତୁଳସୀପାଳ,ଲଙ୍ଗୁଳିଆବେଡା ବିକାଶ ପରିଷଦ ଆନ୍ଦୋଳନ ସ୍ଥଗିତ

“କୌଶଳ ରଥ” ପରିଭ୍ରମଣ ନିମନ୍ତେ ପ୍ରସ୍ତୁତି ବୈଠକ

ଅନୁଗୁଳ: ଚଳିତ ମାସ ୨୭ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଅନୁଗୁଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ “କୌଶଳ ରଥ” ପରିଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି । ଏଥି ନେଇ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କ…

Continue Reading“କୌଶଳ ରଥ” ପରିଭ୍ରମଣ ନିମନ୍ତେ ପ୍ରସ୍ତୁତି ବୈଠକ

ସଡକ ସୁରକ୍ଷା କମିଟି ବୈଠକ

ଅନୁଗୁଳ: ଜିଲ୍ଲା ସଡକ ସୁରକ୍ଷା କମିଟିର ଏକ ବୈଠକ ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ମହମ୍ମଦ ଅଦ୍ଦାଲ୍ ଅଖତରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକର ପ୍ରାରମ୍ଭରେ ଜୁନ୍ ମାସରେ ହୋଇଥିବା ଦୁର୍ଘଟଣା, ନିଆଯାଇଥ‌ିବା କାର୍ଯ୍ୟାନୁଷ୍ଠାନ ଓ ବିଭିନ୍ନ…

Continue Readingସଡକ ସୁରକ୍ଷା କମିଟି ବୈଠକ

ଶଙ୍କରାଚାର୍ଯ୍ୟଙ୍କ ୮୨ତମ ଜନ୍ମ ମହୋତ୍ସବ ପାଳିତ

ଅନୁଗୁଳ: ଅନୁଗୁଳ ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀ ପକ୍ଷରୁ ଗୁରୁବାର ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାଭାଗଙ୍କ ୮୨ ତମ ପ୍ରାକଟ୍ଯ ଦିବସ ତଥା ଜନ୍ମ ମହୋତ୍ସବ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପାଳିତ ହୋଇଯାଇଅଛି । ପୂର୍ବାହ୍ନରେ କାଶୀ ବିଶ୍ଵନାଥଙ୍କ…

Continue Readingଶଙ୍କରାଚାର୍ଯ୍ୟଙ୍କ ୮୨ତମ ଜନ୍ମ ମହୋତ୍ସବ ପାଳିତ

ଗଣେଶ ପୂଜା ରୋପ୍ୟ ଜୟନ୍ତୀ ପାଳନ ପାଇଁ ସ୍ୱତନ୍ତ୍ର ବୈଠକ

ତାଳଚେର: ତାଳଚେରର ପ୍ରସିଦ୍ଧ ଗଣେଶ ପୂଜା ହେବାକୁ ଦୁଇ ମାସରୁ ଅଧିକ ସମୟ ବାକି ଅଛି। ଚଳିତ ବର୍ଷ କାରିଗରପଡା ଯୁବକ ସଂଘ ଗଣେଶ ପୂଜା କମିଟି ତାର ରୋପ୍ୟ ଜୟନ୍ତୀ ପାଳନ କରିବାକୁ ଯାଉଛି। ଏହି ଅବସରରେ ଆଜି ସ୍ଥାନୀୟ…

Continue Readingଗଣେଶ ପୂଜା ରୋପ୍ୟ ଜୟନ୍ତୀ ପାଳନ ପାଇଁ ସ୍ୱତନ୍ତ୍ର ବୈଠକ

ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି ଶିବିର

ଅନୁଗୁଳ : ଜିଲ୍ଲାପାଳ ମହମ୍ମଦ ଅଦାଲ୍ ଅଖତରଙ୍କ ଅଧ୍ୟକ୍ଷତାରେ ସୋମବାର କିଶୋରନଗର ବ୍ଲକ କାର୍ଯ୍ୟଳୟ ପରିସରରେ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜନଶୁଣାଣି ଶିବିରରେ ସମୁଦାୟ ୧୫୪ଟି ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ ସେଥୁମଧ୍ୟରୁ ୧୪୩ଟି ବ୍ୟକ୍ତିଗତ…

Continue Readingଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି ଶିବିର

ଶୈଳ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଚକା ବିଜେ ନୀତି: ଆଜି ଦଶମୂଳ ଔଷଧ ସେବନ କରିବେ ଶ୍ରୀଜିଉ

  ଅନୁଗୁଳ: ଆଜି ଅନୁଗୁଳ ଶୈଳ ଶ୍ରୀକ୍ଷେତ୍ରରେ ପାଳିତ ହୋଇଛି ମହାପ୍ରଭୁଙ୍କ ଚକା ବିଜେ ନୀତି। ଅନବସର ଦଶମୀ ତିଥିରେ ଶ୍ରୀଜିଉମାନଙ୍କର ଚକା ବିଜେ ନୀତି ହୋଇଥାଏ। ଅନବସରର ପଞ୍ଚମୀ ତିଥିରେ ମହାପ୍ରଭୁଙ୍କୁ ଫୁଲୁରୀ ତେଲ ଲାଗି ହୋଇଥିବା ବେଳେ ଏବେ…

Continue Readingଶୈଳ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଚକା ବିଜେ ନୀତି: ଆଜି ଦଶମୂଳ ଔଷଧ ସେବନ କରିବେ ଶ୍ରୀଜିଉ

ମହିଳା ସାମ୍ବାଦିକାଙ୍କୁ ଅସଦାଚରଣ ପ୍ରତିବାଦରେ ତାଳଚେର ସାମ୍ବାଦିକଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

ତାଳଚେର: ଭୁବନେଶ୍ୱର ଠାରେ କିଛି ଦିନ ପୂର୍ବରୁ ଜଣେ ମହିଳା ସାମ୍ବାଦିକାଙ୍କୁ ଅସଦାଚରଣ କରିବା ପ୍ରତିବାଦରେ ତାଳଚେର ସାମ୍ବାଦିକଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କ ଜରିଆରେ ବିଡିଓଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ମହିଳା ସାମ୍ବାଦିକା ଜଣକ ଖବର ସଂଗ୍ରହ ବେଳେ…

Continue Readingମହିଳା ସାମ୍ବାଦିକାଙ୍କୁ ଅସଦାଚରଣ ପ୍ରତିବାଦରେ ତାଳଚେର ସାମ୍ବାଦିକଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ