ଭୁବନେଶ୍ବରରୁ ମାଲେସିଆକୁ ସିଧାସଳଖ ବିମାନ ସେବା ଆରମ୍ଭ, ସପ୍ତାହରେ ୩ ଦିନ କରିପାରିବେ ଯାତ୍ରା
ଭୁବନେଶ୍ୱର: ଏବେ ଭୁବନେଶ୍ୱରରୁ ମାଲେସିଆକୁ ଉଡ଼ିବ ବିମାନ। ଆଜିଠାରୁ ଭୁବନେଶ୍ବର ବିମାନବନ୍ଦରରୁ ମାଲେସିଆ କୁଆଲାଲମ୍ପୁର ବିମାନବନ୍ଦର ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ବିମାନ ସଂସ୍ଥା ଏୟାର ଏସିଆ ପକ୍ଷରୁ ଏହି ସେବା ପ୍ରଦାନ କରାଯିବ। ସୂଚନା ଅନୁଯାୟୀ,…