ବାସନ୍ତୀ ଦୁର୍ଗାପୂଜା ପାଇଁ ମାଟି ଅନୁକୂଳ

You are currently viewing ବାସନ୍ତୀ ଦୁର୍ଗାପୂଜା ପାଇଁ ମାଟି ଅନୁକୂଳ

ଅନୁଗୁଳ: ଅମଲାପଡ଼ା ମା’  ବାସନ୍ତୀ ଦୁର୍ଗାପୂଜା କମିଟି ପକ୍ଷରୁ ସ୍ଥାନୀୟ ପଡିଆ ନିକଟରେ ଥିବା ବିଲ୍ୱ ବୃକ୍ଷ ମୂଳେ ଆସନ୍ତା ମା’ ବାସନ୍ତୀ ପୂଜା ପାଇଁ ମାଟି ଅନୁକୂଳ  ହୋଇଯାଇଛି। ଏଥିପାଇଁ ପୂଜକ ଅଶୋକ କରଙ୍କ ତତ୍ତ୍ଵାବଧାନରେ ପୂଜାର୍ଚ୍ଚନା ଆଦି ଅନୁଷ୍ଠିତ ହୋଇଥିଲା। ଗୋପାଳ ରଞ୍ଜନ ପଟ୍ଟନାୟକ କର୍ତ୍ତା ସାଜି ସଂକଳ୍ପ ନେଇଥିଲେ। ଏହାପରେ ମାଟି ଅନୁକୂଳ ହୋଇଥିଲା।କମିଟି ସମ୍ପାଦକ ଅନୂପ କୁମାର ମହାନ୍ତି, ଉପଦେଷ୍ଟା ଆଡଭୋକେଟ୍ ପ୍ରଦୀପ ଦେବତା,ବକୋଷାଧ୍ୟକ୍ଷ ରଶ୍ମି ରଞ୍ଜନ ପ୍ରଧାନ,ବତାପସ ରଞ୍ଜନ ରାୟଙ୍କ ସମେତ ସଭ୍ୟ ପ୍ରତାପ ମାଝୀ, ସୌମ୍ୟ ରଞ୍ଜନ ଦାଶ,ବିକି ଅମନ୍, ରୋଶନ ଆଦି ଉପସ୍ଥିତ ଥିଲେ ।

Share

Leave a Reply