ବାସନ୍ତୀ ଦୁର୍ଗା ଭଲିବଲ୍ ଟୁର୍ଣ୍ଣାମେଣ୍ଟ, ସନ୍ତରାବନ୍ଧ୍ ଚମ୍ପିୟାନ

You are currently viewing ବାସନ୍ତୀ ଦୁର୍ଗା ଭଲିବଲ୍ ଟୁର୍ଣ୍ଣାମେଣ୍ଟ, ସନ୍ତରାବନ୍ଧ୍ ଚମ୍ପିୟାନ

ଅନୁଗୁଳ:ବାସନ୍ତୀ ଦୁର୍ଗା ଭଲିବଲ୍ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ଦିନ ଅପରାହ୍ନରେ ଖେଳ ଆରମ୍ଭ ହୋଇଛି। ଗାଡ଼ି ଚାଳକଙ୍କ ଧର୍ମଘଟ ଯୋଗୁଁ ପାରାଦୀପରୁ ବାଇକରେ ଖେଳାଳୀମାନେ ଆସିଥିଲେ। ଆଜି ବର୍ତ୍ତମାନ ସୁଦ୍ଧା ରାଉରକେଲା ବାସନ୍ତୀ କ୍ଳବ୍ ଅନୁଗୁଳକୁ,ଭଦ୍ରକ ବାସନ୍ତୀ କ୍ଳବକୁ,ଏବଂ ଭୁବନେଶ୍ବର ପାରାଦୀପ ପୋର୍ଟକୁ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡକୁ ଉଠିଛନ୍ତି। ଗତ ଶୁକ୍ରବାର ଅନୁଗୁଳ ଜିଲ୍ଲା ମଧ୍ୟରେ ଥିବା ଟିମ୍ ଗୁଡ଼ିକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସଂତରାବନ୍ଧ ଟାଟା ଷ୍ଟିଲକୁ ହରାଇ ଚମ୍ପିୟାନ ହୋଇଥିଲା। ଆଜି ରାଜ୍ୟସ୍ତରୀୟ ମ୍ୟାଚ୍ ଅନୁଷ୍ଠିତ ହୋଇଥିବା ବେଳେ ଆସନ୍ତା ରବିବାର ସେମିଫାଇନାଲ ଓ ଫାଇନାଲ ଅନୁଷ୍ଠିତ ହେବ ।

Share

Leave a Reply