ବିଜୟ ମରଚାଣ୍ଟ ଟ୍ରଫି: ଆସାମକୁ ହରାଇ ଓଡ଼ିଶା ବିଜୟୀ, କମାଲ ଦେଖାଇଲେ ଅନୁଗୁଳ ଖେଳାଳୀ

You are currently viewing ବିଜୟ ମରଚାଣ୍ଟ ଟ୍ରଫି: ଆସାମକୁ ହରାଇ ଓଡ଼ିଶା ବିଜୟୀ, କମାଲ ଦେଖାଇଲେ ଅନୁଗୁଳ ଖେଳାଳୀ

ଅନୁଗୁଳ: ଗ୍ୱାଲିୟର ଠାରେ ଆୟୋଜିତ ବିଜୟ ମରଚାଣ୍ଟ ଟ୍ରଫି କ୍ରିକେଟ ପ୍ରତିଯୋଗିତାରେ ଓଡ଼ିଶା ଆସାମକୁ ଏକ ଇନିଙ୍ଗସ ଓ ୫୨ ରନ ରେ ପରାସ୍ତ କରିଛି। ଆସାମ ପ୍ରଥମ ଇନିଙ୍ଗସରେ ୧୦୧ ଓ ଦ୍ଵିତୀୟ ଇନିଙ୍ଗସରେ ୧୩୧ ରନ କରିପାରିଥିବା ବେଳେ ଓଡ଼ିଶା ତାର ପ୍ରଥମ ଇନିଙ୍ଗସ ରେ ୨୮୪ ରନ କରିଥିଲା। ଓଡ଼ିଶା ଦଳ ପକ୍ଷରୁ ଅନୁଗୁଳ ଵ୍ୟାଟର ମୋକ୍ଷିତ ପାନାକଲ ସର୍ବାଧିକ ୭୫ ରଣଙ୍କରିଥିବା ବେଳେ ବୋଲର ସୌମ୍ୟରଞ୍ଜନ ସିଂ ପ୍ରଥମ ଇନିଂସ୍ ରେ ୪ଟି ଏବଂ ଦ୍ଵିତୀୟ ଇନିଙ୍ଗସ ରେ ୩ ଏହିଭଳି ମୋଟ ୭ ଟି ୱିକେଟ ନେଇ ଆସାମର ବିପର୍ଯ୍ୟୟ ଘଟାଇଥିଲେ।

Share

Leave a Reply