ଶିମିଳିପାଳରେ ଆଜିଠାରୁ ଆରମ୍ଭ ହେଇଛି ପକ୍ଷୀ ଗଣନା

You are currently viewing ଶିମିଳିପାଳରେ ଆଜିଠାରୁ ଆରମ୍ଭ ହେଇଛି ପକ୍ଷୀ ଗଣନା

କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ କୁମ୍ଭୀର ଗଣନା ଶେଷ ହେବା ପରେ ଆଜି ଠାରୁ ପକ୍ଷୀ ଗଣନା ଆରମ୍ଭ ହେଇଛି। ଶିମିଳିପାଳରୁ ବାହାରିଥିବା ନଦୀ, ନାଳ ଏବଂ ଜଳାଶୟରେ ପକ୍ଷୀ ଗଣନା କାର୍ଯ୍ୟ ଚାଲୁଛି। ତେବେ ଆଜି ଗୋଟିଏ ଦିନ ପାଇଁ ପକ୍ଷୀ ଗଣନା ହେବ ବୋଲି ଜଣାଯାଇଛି। ଶିମିଳିପାଳ ଅଭୟାରଣ୍ୟରେ ୩୬୫ ପ୍ରଜାତିର ପକ୍ଷୀ ଦେଖାଯାଆନ୍ତି। ଆଜି ୧୭୦ଟି ବିଟରେ ପକ୍ଷୀ ଗଣା ହେଉଥିବାର ଉତ୍ତର ଶିମିଳିପାଳ ଏସିଏଫ୍ ସୂଚନା ଦେଇଛନ୍ତି।

Share

Leave a Reply