ଶିମିଳିପଡ଼ାରେ ବିଶ୍ଵଶାନ୍ତି ମହାଯଜ୍ଞ

You are currently viewing ଶିମିଳିପଡ଼ାରେ ବିଶ୍ଵଶାନ୍ତି ମହାଯଜ୍ଞ

ଅନୁଗୁଳ: ସ୍ଥାନୀୟ ଶିମିଳିପଡ଼ାରେ ଆଜି ପବିତ୍ର ମକର ସଂକ୍ରାନ୍ତି ଅବସରରେ ଏକବିଂଶ କୁଣ୍ଡୀୟ ବିଶ୍ଵଶାନ୍ତି ମହାଯଜ୍ଞ ଆୟୋଜିତ ହୋଇଯାଇଛି।

ପୌରାଣିକ ମତେ ଏହି ଯଜ୍ଞରେ ଯଜମାନ ମାନେ ହୋମ ସମୟରେ ଶୁଦ୍ଧ ଘିଅ,ହରଡ,ରାଶି,ଚନ୍ଦନ,ଗୁଗୁଳ, ଗିଲୋଏ ଆଦି ଆହୁତି ଦିଆଯାଏ।

ଏହାଦ୍ବାରା ଆଖ ପାଖ ପରିବେଶ ହୋମ ଧୁଆଁରେ ବିଶୁଦ୍ଧ ହେବା ସହ ସମସ୍ତ ଆସୁରିକ ପ୍ରଭାବ ନଷ୍ଟ ହୋଇଥାଏ। ମେଗାୟୁଥ କ୍ଳବ ଆନୁକୁଲ୍ୟରେ ଶ୍ରୀମଦ୍ ଭଗବଦ୍ ପରିବାର ପକ୍ଷରୁ ଏହି ବିଶ୍ଵ ଶାନ୍ତି ହୋମ ଯଜ୍ଞ ଅନୁଷ୍ଠିତ ହୋଇଥିଲା।ଆଖ ପାଖ ଅଂଚଳର ବହୁ ଶ୍ରଦ୍ଧାଳୁ ଏଥିରେ ଅଂଶ ଗ୍ରହଣ କରିଥିଲେ।

Share

Leave a Reply