ବିଜେପିର ମିଶ୍ରଣ ପର୍ବ : ଆଜି ଶଙ୍ଖ ଛାଡ଼ି ପଦ୍ମ ଧରିଲେ ବଲାସିଂଘା ପଞ୍ଚାୟତର ୫୮ ବିଜେଡି କର୍ମୀ

You are currently viewing ବିଜେପିର ମିଶ୍ରଣ ପର୍ବ : ଆଜି ଶଙ୍ଖ ଛାଡ଼ି ପଦ୍ମ ଧରିଲେ ବଲାସିଂଘା ପଞ୍ଚାୟତର ୫୮ ବିଜେଡି କର୍ମୀ

ଅନୁଗୁଳ: ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀ ୩ ନମ୍ବର ଜୋନ୍‌ ଅନ୍ତର୍ଗତ ଖଲାରୀ ମଣ୍ଡଳ ବଲାସିଂଘା ପଞ୍ଚାୟତର ସୁରାବ ଗ୍ରାମର ଅସନ୍ତୁଷ୍ଟ ୫୮ ଜଣ ବିଜେଡି କର୍ମୀ ଦଳ ଛାଡ଼ି ଆଜି ବିଜେପିରେ ଯୋଗ ଦେଇଛନ୍ତି।

ସ୍ଥାନୀୟ ମିଶ୍ରପଡ଼ାସ୍ଥିତ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଅନୁଗୁଳ ବିଧାନସଭା ସଂଯୋଜକ ଦିଲ୍ଲୀପ ଦାସ, ବିଜେପି ନେତା ଦିଲ୍ଲୀପ ପ୍ରଧାନ, ଦୁଃଖବନ୍ଧୁ ସାହୁ, ଯୁବନେତା ସର୍ବଶ୍ରୀ ବିକାଶ ବେହେରା, ବବୁଲୁ ବେହେରା, କବି ବେହେରା, ବାବି ବେହେରା, ଦେବରାଜ ସାହୁ, ଆକାଶ ସାହୁ, ସଞ୍ଜୟ ବେହେରା, ଦେବାଶିଷ ନାଏକ, ସଞ୍ଜୟ ସାହୁ, ଶିବରାମ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply